ଆପଣଙ୍କ ପ୍ରିୟ ଧାରାବାହିକ ସିନ୍ଦୂର ଅଧିକାର ହିରୋ Sanoj Kumar ଙ୍କ lifestyle ଏବଂ ପରିବାର ଦେଖନ୍ତୁ କେମିତି
Updated: Nov 22, 2022, 09:45 IST
ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସନୋଜଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଯିଏ କି ଓଲିଉଡ଼ ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡ଼ି ର ଅଭିନେତା ଅଟନ୍ତି।
ଏବଂ ଆପଣ ମାନେ ସନୋଜଙ୍କୁ ସିନ୍ଦୁରର ଅଧିକାର ସିରିଏଲରେ ଖୁବ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଦେଖୁଥିବେ।
ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଆପଣ ମାନଙ୍କର ଅତିପ୍ରିୟ ସନୋଜଙ୍କ ପ୍ରକୃତ ପରିବାର ବିଷୟରେ ଏବଂ ତାଙ୍କ ନିଜ ବିଷୟରେ କିଛି ଅଜଣା କଥା ଆସନ୍ତୁ ଜାଣିବା ଏହି ଭିଡ଼ିଓଟିରେ।
ତେବେ ଆପଣ ମାନଙ୍କର ପ୍ରିୟ ସନୋଜ କୁମାର ଅଳ୍ପ କେତେ ଦିନ ମଧ୍ୟରେ ବେଶ ଦର୍ଶକ ମାନଙ୍କର ଲୋକ ପ୍ରିୟ ହୋଇ ପାରିଛନ୍ତି। ସନୋଜ ସିନ୍ଦୁରର ଅଧିକାର ସିରିୟଲ ଅଭିନୟ କରି ଖୁବ ଲୋକ ପ୍ରିୟ ହୋଇପାରିଥିଲେ।
୨୦୨୧ ମସିହାରେ ସନୋଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ବିଶେଷ କରି ସନୋଜ ପ୍ରଥମେ ତରଙ୍ଗ ଟିଭିରେ ସିନ୍ଦୁରର ଅଧିକାର ସିରିୟଲରେ ଅଭିନୟ କରିବା ଆରମ୍ଭ କରିଦେଇଥିଲେ।
ତେବେ ସନୋଜ କୁମାରଙ୍କ ଘର ହେଉଛି ବ୍ରହ୍ମପୁରରେ। ବନ୍ଧୁଗଣ ଆପଣ ମାନେ ତ ସନୋଜ କୁମାରଙ୍କ ଅଭିନୟକୁ ବହୁତ ଭଲ ପାଇବା ଦେଉଛନ୍ତି।
ସନୋଜ କୁମାରଙ୍କ ସୋସିଆଲ ମିଡିଆରେ ଅନେକ ସାରା ଫ୍ୟାନ ଏବଂ ଫ୍ଲୋର୍ସ ଅଛନ୍ତି। ସନୋଜ କୁମାରଙ୍କ ବାପାଙ୍କ ନା ହେଉଛି ରଞ୍ଜିତ କୁମାର।
ତେବେ ସନୋଜଙ୍କର ଗୋଟିଏ ଭାଇ ଅଛନ୍ତି ତାଙ୍କର କେହି ହେଲେ ଭଉଣୀ ନାହାନ୍ତି। ସନୋଜ କୁମାର ରୀୟଲ ଲାଇଫରେ ବିବାହ କରିନାହାନ୍ତି। ସନୋଜ କୁମାର ବର୍ତ୍ତମାନ ସମୟରେ ସିଙ୍ଗଲ ଅଛନ୍ତି।