୮ ବର୍ଷ କିନ୍ନରକୁ ପ୍ରେମ କଲା ଶେଷରେ ଆଜି କିନ୍ନରକୁ ଉ-ଲ-ଗ୍ନ କରି ହାଣିଦେଲା...!
Dec 2, 2024, 15:44 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଅନେକ କିଛି ବିଷୟରେ ଜାଣିପାରିବେ । ଜଣେ କିନ୍ନର ସହିତ ଶାରିରୀକ ସଂପର୍କ ରଖୁଥିଲା ଯୁବକ । ଏହି ଯୁବକ ଜଣକ ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୮ ବର୍ଷ ହେଲା କିନ୍ନର ଜଣଙ୍କ ସହିତ ରହିଥିଲେ । ସେ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ । ଏହି ଯୁବକ ଜଣକ କିନ୍ନର ଜଣଙ୍କୁ ତାଙ୍କ ସ୍ତ୍ରୀ ବୋଲି କହୁଥିଲେ । ଏହି ଯୁବକ ଜଣକ କିନ୍ନର ଜଣଙ୍କୁ ଭଲପାଇ ବିବାହ କରିଥିଲେ ।
ଏହି କିନ୍ନର ଜଣଙ୍କୁ ନେଇ ପ୍ରଥମେ ଫେରାର ହୋଇ ଯାଇଥିଲେ । ଆଉ ଏହାପରେ ତାଙ୍କୁ ସେ ମନ୍ଦିରରେ ବିବାହ କରିଥିଲେ । ପରେ ଯୁବକ ଜଣକ ସେହି କିନ୍ନର ଜଣଙ୍କୁ ସ୍ତ୍ରୀ କରି ନିଜ ପାଖରେ ରଖିଥିଲା । କିନ୍ତୁ ସକାଳୁ ସକାଳୁ ଦେଖିଲା ବେଳକୁ ଘର ପାଖରେ ସେହି କିନ୍ନର ଜଣଙ୍କର ମୃ-ତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିଲା । ଏହି କିନ୍ନର ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି କିନ୍ନର ଜଣଙ୍କର ନାଁ ହେଉଛି ସଞ୍ଜନା । ସେ ଦେଖିବାକୁ ବହୁତ ସୁନ୍ଦରୀ ଥିଲେ ।
ଏହି ସୁନ୍ଦରୀ କିନ୍ନର ଜଣକ ବସଷ୍ଟାଣ୍ଡ, ମନ୍ଦିର ଏବଂ ପାର୍କରେ ବୁଲି ବୁଲି ଲୋକଙ୍କୁ ଆର୍ଶୀବାଦ ଦେଉଥିଲା । ସେ ବହୁତ ହସଖୁସିରେ ଜୀବନ ବିତାଉଥିଲା କିନ୍ତୁ ଏହି ସଂଜନାର ଭାଗ୍ୟ ବଦଳି ଯାଇଥିଲା । ସଞ୍ଜନା ଜୀବନରେ ଯେତେବେଳେ କିସାନ ଆସିଥିଲା ସେତେବେଳେ ତାର ଭାଗ୍ୟ ବଦଳି ଯାଇଥିଲା । ସଞ୍ଜନା ଜଣେ କିନ୍ନର ଥିବା ବେଳେ କିସାନ୍ ଯୁବକ ଥିଲେ ଆଉ ତାଙ୍କ ଭିତରେ ସଂପର୍କ ଭଲ ଥିଲା । ୨୦୧୬ ମସିହାରେ ସେମାନେ ବିବାହ କରିଥିଲେ । ସେମାନେ ବହୁତ ଖୁସିରେ ଥିଲେ । ଏହାପରେ ୮ ବର୍ଷ ପରେ ସବୁକିଛି ବଦଳି ଯାଇଥିଲା ।
କୌଣସି ଏକ କଥାକୁ ନେଇ ସଞ୍ଜନା ଆଉ କିଷାନ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା ପରେ ଯୁବକ କିଷାନ୍ ରାଗିଯାଇ ସଞ୍ଜନାକୁ ଜୀବନରୁ ମାରି ଦେଇଥିଲା । ସଞ୍ଜନାକୁ ପରିବା କଟା ଛୁରୀରେ କାଟି ଦେଇଥିଲା ଯୁବକ । ଆଉ ଏହାପରେ ତାକୁ ସେ ମାରିଦେଇ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲା । ରାସ୍ତା କଡ଼ରେ କିନ୍ନର ଜଣଙ୍କର ମୃତଦେହ ପଡ଼ିଥିବାର ଗାଁ ଲୋକମାନେ ଦେଖିଥିଲେ । ଆଉ ଗାଁ ଲୋକମାନେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଏହି ଯୁବକ ଜଣକ ଏବେ ଫେରାର ଅଛନ୍ତି । ପୋଲିସ ସଞ୍ଜନାର ଶବକୁ ନେଇ ବ୍ୟବଚ୍ଛେଦ କରୁଛି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।