ରହସ୍ୟମୟ ଶିବ ମନ୍ଦିର ଆପଣ ଦେଖି ନଥିବେ କି ଶୁଣି ନଥିବେ ଦେଖନ୍ତୁ କେମିତି ରହିଛି ଏହାର ବିଶେଷତ୍ୱ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଦେଶ ଭାରତ ଦୁନିଆର ବୋଧେ ସବୁଠାରୁ ପ୍ରଥମ ଦେଶ ଯାହା କି ଖୁବ ଶୀଘ୍ର ଅଗ୍ରଗତି କରିବାରେ ଲାଗିଛି।
ଏଠିକି ଅନେକ ଧର୍ମ କୁ ମାନିବା ପାଇଁ ଅନେକ ଲୋକ ମାନେ ମଧ୍ଯ ଅଛନ୍ତି। ସେମାନେ ମଧ୍ଯ ପୂଜା ଅର୍ଚ୍ଚନା କରିବା ପାଇଁ ବିଭିନ୍ନ ଧର୍ମ ସ୍ଥଳ କୁ ମଧ୍ୟ ଯାଉଛନ୍ତି।
ପ୍ରତ୍ୟେକ ଦେବାଳୟ ନିଜ ମଧ୍ୟରେ ମଧ୍ଯ ବେଶ ଖାସ୍ ଅଟନ୍ତି। ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦିର ସମ୍ପର୍କ ରେ କହିବାକୁ ଯାଉଛୁ,
ଯାହାକୁ କି ସନ୍ଦେହ କରାଯାଇଛି ଏହା ମାନବ ଦ୍ବାରା କୌଣସି ଐଶୋରୀକ ଶକ୍ତି ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି। ତେବେ ଆପଣ ମାନେ ଜାଣିଥିବେ କି ମନ୍ଦିର ନିର୍ମାଣ ପାଇଁ ଗୋଟେ ପରେ ଗୋଟେ ପଥର କୁ ଯୋଡ଼ା ଯାଇଥାଏ।
ଆମେ ଆପଣଙ୍କୁ କୈଳାସ ମନ୍ଦିର ପଥରକୁ କାଟି କାଟି ନିର୍ମାଣ କରାଯାଇଛି ଏବଂ ସେଥିରେ ମୂର୍ତ୍ତି ମଧ୍ୟ ନିର୍ମାଣ କରା ଯାଇଛି।ରେକର୍ଡ ଅନୁସାରେ କୁହା ଯାଇଛି କି ଏହାକୁ ବନେଇବା ପାଇଁ ୧୮ ବର୍ଷ ଲାଗିଛି।
 ଏହା ବ୍ୟତୀତ ଏହି ମନ୍ଦିରରେ ବର୍ଷା ପାଣି କୁ ସଂଗୃହିତ କରିବା ପାଇଁ water drainage system ମଧ୍ୟ ଅଛି। ପଥରକୁ କାଟିବା ଷ୍ଟାର୍ଟ କରିବା ପୂର୍ବରୁ ହିଁ ଏଠାରୁ ଅନେକ ଜଟିଳ ପ୍ରାଣୀ ମାନଙ୍କୁ ହଟା ଯାଇଥିଲା।
ସେହି ସମୟରେ ଇଞ୍ଜିନିୟରିଂ ପ୍ଲାନ ବିନା ଏତେ ସୁନ୍ଦର୍ architecture କିଭଳି ହୋଇଥିବ ଏହା ନେଇ ମନରେ ପ୍ରଶ୍ନ ମଧ୍ୟ ଉଠୁଛି। ଏହି ମନ୍ଦିରରେ ଅନେକ ରହସ୍ୟମୟ ଗୁମ୍ଫା ମଧ୍ୟ ଅଛି।
ଯାହାର ଅନ୍ୟ ରାସ୍ତା କେଉଁଠାରେ ଖୋଲୁଛି ସେ ସମ୍ପର୍କ ରେ କେହି ହେଲେ ମଧ୍ଯ ଜାଣି ନାହାଁନ୍ତି। ଏହି ମନ୍ଦିରର ନିର୍ମାଣ ସମୟରେ ଏକ ଘଣ୍ଟାରେ ପାଞ୍ଚ ଟନ୍ ପଥର ବାହାର କରା ଯାଉଥିଲା।
ତେବେ ପାଞ୍ଚ ଟନ ପଥର ବାହାର କରିବା ସେହି ସମୟରେ ତ କଣ ଆଜିର ଆଧୁନିକ ସମୟରେ ମଧ୍ଯ ଅନେକ କଷ୍ଟସାଧ୍ୟ ଅଟେ। ସେଥିପାଇଁ ଏହା ନିଶ୍ଚିତ ଭାବରେ କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ। ତେଣୁ ସନ୍ଦେହ କରା ଯାଉଛି କି ଏହା ଐଶୋରିକ ଶକ୍ତି ବଳରେ ହିଁ ନିର୍ମାଣ କରାଯାଇଛି।