ରହସ୍ୟମୟ କୈଳାସ ମନ୍ଦିର ଏଠାରେ ଅଛି ପ୍ରଭୁ ଭୋଳାନାଥଙ୍କ ଦିବ୍ୟ ଶକ୍ତି ଦେଖନ୍ତୁ କେମିତି ନିର୍ମାଣ ହେଲା ଗୋଟିଏ ପଥରରେ ସମ୍ପୂର୍ଣ ମନ୍ଦିର
Oct 2, 2023, 09:51 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇ ଥାଆନ୍ତି ।
ଏବେ ଏଭଳି କିଛି ଖବର ବିଷୟରେ ଆପଣମାନେ ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏବେ ଏକ ମନ୍ଦିର ବିଷୟରେ ଜାଣିପାରିବେ । ଆମ ଦେଶ ଭାରତରେ ଅନେକ ମନ୍ଦିର ଅଛି । ଆଉ ଲୋକମାନେ ଦେବଦେବୀଙ୍କୁ ବହୁତ ବିଶ୍ବାସ କରନ୍ତି ।
ଆଉ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ମନ୍ଦିର ବିଷୟରେ ଜାଣିପାରିବେ ଯାହା ହେଉଛି ଏକ ଶିବ ମନ୍ଦିର ଆଉ ଏହି ଶିବ ମନ୍ଦିର ଗୋଟିଏ ପଥରରେ ତିଆରି ହୋଇଛି । ଆଉ ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ଆମ ଦେଶ ଭାରତରେ ଅନେକ ଧର୍ମର ଲୋକମାନେ ବସବାସ କରନ୍ତି ।
ଆମ ଦେଶ ଭାରତ ହେଉଛି ଅନେକ ଧର୍ମାବଲମ୍ବୀ ଲୋକମାନଙ୍କର ଦେଶ । ଆମ ଦେଶରେ ବିଭିନ୍ନ ଧର୍ମର ଲୋକମାନଙ୍କୁ ଦେଖିବାକୁ ମିଳିବ । ଆମ ଦେଶ ଏବେ ଉନ୍ନତିର ପଥରେ ଅଛି । ଆଉ ଆମ ଦେଶ ଭାରତ ଦ୍ରୁତ ଗତିରେ ଉନ୍ନତି କରୁଛି ବୋଲି ସୂଚନା ମିଳିଛି ।
ଆମ ଦେଶରେ ଏଭଳି ଅନେକ ଜିନିଷ ଅଛି ଯାହାକୁ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଖୋଜି ପାରିନାହାନ୍ତି । ପୂର୍ବରୁ ଯେତେ ସବୁ ମନ୍ଦିର ନିର୍ମାଣ କରାଯାଏ କାରିଗରମାନେ ପଥରକୁ ଯୋଡ଼ି ଠାକୁରଙ୍କ ମୂର୍ତ୍ତି ବା ଆକାର କରିଥାନ୍ତି ।
କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ମନ୍ଦିର ବିଷୟରେ ଜାଣିପାରିବେ ଯାହାକୁ କି ମଣିଷ କରିପାରିବ ନାହିଁ ବୋଲି ବିଶ୍ୱାସ ହୁଏ ନାହିଁ । ଏହି ମନ୍ଦିରକୁ ନେଇ ଅନେକ ଲୋକକଥା ମଧ୍ୟ ରହିଛି । ଲୋକକଥା ରହିଛି କି ଏହି ମନ୍ଦିରର ନିର୍ମାଣ ମଣିଷ ସହ ଦୈବ ଶକ୍ତି ମଧ୍ୟ କରିଛନ୍ତି ।
କେରଳାର କୈଳାଶ ମନ୍ଦିର ଏକମାତ୍ର ସୃଷ୍ଟି ଯାହାକି ଗୋଟିଏ ପଥର ଖଣ୍ଡରୁ ତିଆରି ହୋଇଛି । ସାଧାରଣତଃ ସବୁ ମନ୍ଦିର କଟ ଇନ୍ ପଦ୍ଧତିରେ ତିଆରି ହୋଇଥାଏ । କିନ୍ତୁ ଏହି ମନ୍ଦିର କଟ ଆଉଟ୍ ପଦ୍ଧତିରେ ତିଆରି ହୋଇଛି । ଏହି ମନ୍ଦିର ଗୋଟିଏ ପଥରକୁ ଉପରୁ ତଳୁ କାଟି କରାଯାଇଥିଲା।
ଏହି ମନ୍ଦିରରେ ଏଭଳି କିଛି ରହସ୍ୟମୟୀ ଗୁମ୍ଫା ଅଛି ଯାହା କେହି ଜାଣି ନାହାନ୍ତି । ବର୍ତମାନର ବୈଜ୍ଞାନିକ ଯୁଗରେ ଏହି ମନ୍ଦିର ତିଆରି କରାଗଲେ ଏହାକୁ ତିଆରି ହେବା ପାଇଁ ୧୮ ବର୍ଷରୁ ଅଧିକ ସମୟ ଲାଗିବ । ଆଉ ସେହି ମନ୍ଦିର ସେହି ସମୟରେ ୧୮ ବର୍ଷରେ ତିଆରି ହୋଇଛି ଯାହା ଦୈବଶକ୍ତିର ପ୍ରମାଣ ଦିଏ ।