ପୂର୍ବରୁ ସବୁ ଜାଣି ଯାଇଥିଲେ ବାହାନଗା ଦୁର୍ଘଟଣା କଥା ଦେଖନ୍ତୁ ସାମ୍ନାକୁ ଆସିଲେ ସବୁ ସତ କହିଲେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ । ଆଜିକା ଯୁଗରେ ଅନେକ ଲୋକ ମିଛ ଆଉ କପଟୀ ଅଟନ୍ତି । ଲୋକମାନେ ଏଭଳି ଅନେକ ଲୋକଙ୍କର ଶିକାର ହୋଇ ଥାଆନ୍ତି । ଭଣ୍ଡ ବାବା ଆଉ ମାତା ଆଜି ମଧ୍ୟ ତାଙ୍କର ପ୍ରଭାବ ଦେଖାଉଛନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ଭଣ୍ଡ ମାତାଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ତ କେନ୍ଦ୍ରାପଡ଼ା ଜିଲ୍ଲାର
ସାରଥୀ ବାବାଙ୍କ ବିଷୟରେ ଯେଉଁ ସବୁ ଖବର ଆସିଥାଏ ତାହା ଜାଣିଥିବେ । ଆଉ ଏଭଳି ଭଣ୍ଡ ବାବାକୁ ଆଜି ପର୍ଯ୍ୟନ୍ତ କିଛିଲୋକ ବିଶ୍ବାସ କରୁଛନ୍ତି । ଆଉ ଏହି ଭଣ୍ଡ ବାବାଙ୍କ ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଭଣ୍ଡ ମାତାଙ୍କୁ । 
ଏବେ ଏହି ମାତାଙ୍କୁ ନେଇ ଖବର ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅରଖକୁଦ କୁଦା ନଗରୀ ପୀଠ ନିକଟରେ ଥିବା ଆକୁଳି ପରବ୍ରହ୍ମ ଆଶ୍ରମର ମୁଖ୍ୟ ସତ୍ୟଭାମା ରାଉତଙ୍କ ନାଁରେ ଆସିଛି କିଛି ଏଭଳି ଅଭିଯୋଗ ।
ନରେନ୍ଦ୍ରପୁର ଅଞ୍ଚଳର କାଦର ଗୋଚ୍ଛାୟତ ନାମକ ଯୁବକଙ୍କ ଦେହ ଅସୁସ୍ଥ ଥିବାରୁ ଗତ ବର୍ଷ ତାଙ୍କ ମାଆ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏହି ଆଶ୍ରମକୁ ତାଙ୍କ ପୁଅକୁ ନେଇଥିଲେ । ସତ୍ୟଭାମା କାଦରଙ୍କୁ କହିଥିଲେ ତାଙ୍କ ଘର ତଳେ ସୁନା ଅଛି ଆଉ ଏହା ପୂଜା କରିଲେ ବାହାରିବ ।
ଏଭଳି ପ୍ରଲୋଭନ ଦେଖାଇ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଆକୁଳି ପରବ୍ରହ୍ମ ଆଶ୍ରମର ମାତା ସତ୍ୟଭାମା ରାଉତ । କାଦର ୨ ଲକ୍ଷ ଟଙ୍କା ଦେଲା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଆଉ ସେ ଠକାମୀର ଶିକାର ହୋଇଥିଲେ । ଏନେଇ ତାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଥାନା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ।
ଆଉ ଏବେ ଏହି ଘଟଣା ସଂପର୍କରେ ମାତା ସତ୍ୟଭାମା କହିଛନ୍ତି ଏହିସବୁ ମିଥ୍ୟା ବୋଲି । ଏଭଳି ଅନେକ କଥା କହି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏବେ ଏହି ଘଟଣାର ତଦନ୍ତ ପରେ ସତ କଣ ସାମ୍ନାକୁ ଆସିବ ।