ହଠାତ୍ ଷ୍ଟେଜ ଉପରେ ସବୁ ଖୋଲିଦେଲେ ଯୁବତୀ ଉପରେ ଚଢ଼ିଗଲେ ଯୁବକ ଆଉ ତାପରେ
Mar 30, 2025, 12:16 IST
ଆଜିକାଲି ଆପଣମାନେ ସମସ୍ତେ ତ ଅନେକ ପ୍ରକାରର ଖବର ଦେଖି ପାରୁଥିବେ । ଏବେ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଗୋଟିଏ ଗାଁରେ ଦଣ୍ଡ ନାଚ ହେଉଥିଲା । ଆଉ ଏହି ନାଚରେ ଲୋକମାନେ ଏଭଳି ସବୁ କରିଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗାଁରେ ଦଣ୍ଡ ନାଚ ହେଉଥିଲା ଆଉ ଏହି ଦଣ୍ଡ ନାଚ ପୂର୍ବରୁ ମେଲୋଡି ହେଉଥିଲା ।
ମେଲୋଡିରେ ନାଚ କରିବା ପାଇଁ ଯୁବତୀ ମାନେ ଆସିଥିଲେ । ଆଉ ଏହି ଯୁବତୀମାନେ ଅ-ଶ୍ଳୀ-ଳ ନାଚ କରୁଥିଲେ । ଜଣଙ୍କ ପରେ ଜଣେ ଯୁବତୀ ସବୁକିଛି ଖୋଲି ଦେଇଥିଲେ । ଏହି ଯୁବତୀମାନେ ଆଇଟମ ଡ୍ୟାନ୍ସ କରୁ କରୁ ହଠାତ୍ ଷ୍ଟେଜ ଉପରେ ସବୁ ଖୋଲି ଦେଲେ । ବହୁତ ଲୋକ ସେଠାରେ ଜମା ହୋଇଥିଲେ । ଆଉ ଏପଟେ ଚାରି ରୁ ପାଞ୍ଚ ଜଣ ଝିଅ ଗୋଟି ଗୋଟି କରି ତାଙ୍କ ଦେହରୁ ସବୁ ବସ୍ତ୍ର ଖୋଲି ଦେଇଥିଲେ । ଷ୍ଟେଜ ଉପରେ ଖୋଲୁ ଖୋଲୁ ନାଚ କରୁ କରୁ ଯାହା ଘଟି ଯାଇଥିଲା ତାହା କେହି କେବେ ଭାବି ନଥିଲେ ।
ଏହି ଷ୍ଟେଜ ଉପରେ ଏଭଳି କିଛି ଘଟିଥିଲା ଯାହା ଦେଖିଲେ ଆପଣ ଚମକି ପଡ଼ିବେ । ଗୀତ ବାଜିଥିଲା ଆଉ ଜଣେ ଜଣେ ଯୁବତୀ ଆସି ତାଙ୍କ ଅଙ୍ଗ ପ୍ରତ୍ୟେଙ୍ଗ ଦେଖାଉଥିଲେ । ଏହି ଷ୍ଟେଜ ତଳେ ଯୁବକମାନେ ଛିଡ଼ା ହୋଇଥିଲେ । ଆଉ ଏହି ଯୁବକମାନେ ଷ୍ଟେଜ ତଳେ ନାଚ କରୁଥିଲେ । ଏହି ମେଲୋଡ଼ିରେ ହୋଇଥିବା ଏଭଳି ନାଚକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହି ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଦୃଶ୍ୟ । ଏହି ସ୍ଥାନରେ ଅ-ଶ୍ଳୀ-ଳ ନାଚ ଚାଲୁ ଚାଲୁ ଏତେବଡ କାଣ୍ଡ ଘଟିଗଲା ।
ବ୍ରହ୍ମପୁର ଗାନ୍ଧୀନଗରର ପ୍ରଥମ ଲାଇନରେ ସ୍ଥାନୀୟ କମିଟି ପକ୍ଷରୁ ଏହି ନାଚ ପ୍ରଦର୍ଶନ କରାଯାଇଥିଲା । ଚାରି ରୁ ପାଞ୍ଚ ଜଣ ଯୁବତୀ ଅନେକ ଲୋକଙ୍କ ମଝିରେ ଛିଡ଼ା ହୋଇ ନାଚ କରିଥିଲେ । ଆଉ ଏହି ଯୁବକମାନେ ମଧ୍ୟ ସେହି ଯୁବତୀଙ୍କ ସହ ନାଚ କରିବାକୁ ଲାଗିଥିଲେ । ଏହାକୁ ଆୟୋଜକ ବିରୋଧ କରିଥିଲେ । ତାପରେ ଯୁବକମାନଙ୍କର ଆଉ ଆୟୋଜକମାମନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା ପୋଲିସ ପାଖକୁ ଯାଇଥିଲା । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।