୩୦ ଲକ୍ଷ ଦରମା ଛାଡି ଦହିବରା ବିକିବା ପରେ ହେଲେ ଏମିତି କିଛି ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ବ୍ୟକ୍ତି ୩୦ ଲକ୍ଷ ଟଙ୍କା ଦରମାର ଚାକିରି କରୁଥଲେ।କିନ୍ତୁ ବର୍ତମାନ ବ୍ୟକ୍ତି ଜଣଙ୍କ ଚାକିରି ଛାଡ଼ି ଦେଇ ଦହିବରା ବିକ୍ରି କରୁଛନ୍ତି।
ଆପଣମାନେ ଜାଣିଥିବେ ଯେ କଟକ ର ଦହିବରା ବହୁତ ଫେମଶ।ଆଉ ସେଠାରେ ଯେଉଁ କାରିଗର ଅଛନ୍ତି ସେମାନେ ୱାଲ୍ଡ ଫେମସ।ଦହିବରା ନାମ ଶୁଣିଲେ ପାଗଳ ହୋଇଥାନ୍ତି।
କେତେବେଳେ ଜାତୀୟ ସ୍ତର ର ପୁରସ୍କୃତ ହୋଇଛନ୍ତି ଆଉ କେତେବେଳେ ନିଜର ରୋଜଗାର ମେଣ୍ଟାଇବା ପାଇଁ ତାଙ୍କ ପାଖରେ ପଇସା ର ଅଭାବ ନଥାଏ ଯଦି ତାଙ୍କ ପାଖରେ ଏକ ଦହିବରା ର ଷ୍ଟଲ ଅଛି।
ତେବେ ଯଦି ଦହିବରା ର କଥା ପଡୁଛି ଆଉ କଟକ ର କଥା ଉଠୁଛି ତାହେଲେ ଆମ ଓଡ଼ିଶାର ନାମ କାହିଁକି ବିଦେଶ ରେ ପରିଚିତ ନ ହେବ।ଏହି ଦହିବରା କେବଳ କଟକ ରେ ସୀମିତ ରହିବ ନାହିଁ।
ସେଥିପାଇଁ ଯୁବ ବ୍ୟବସାୟୀ ସୌରଭ ଦହିବରା କୁ ନେଇ ପହଞ୍ଚାଇବେ ଦୁବାଇ ରେ ବୋଲି ଜଣାପଡିଛି।ଆପଣମାନେ ଜାଣିଥିବେ ଆଜିର ଯୁବ ସମାଜ ଚାକିରି ପଛରେ ପାଗଳ ହେଉଛନ୍ତି।
କେତେବେଳେ ସରକାରୀ ଚାକିରି ଆଉ କେତେବେଳେ ବେସରକାରୀ ଚାକିରି କରିବା ପାଇଁ ଯାଇ ଯାଇ ତାଙ୍କ ଚପଲ ଘୋରି ହୋଇଯାଏ।କିନ୍ତୁ ସୌରଭ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କର କିଛି ଏମିତି କରିବାର ଅଛି ଯେଉଁଟା ବର୍ଷ ବର୍ଷ ଧରି ବଞ୍ଚିକି ରହିବ।
ଆଉ ସେ ଯେଉଁଥି ରହୁଛନ୍ତି ଲୋକମାନେ ତାଙ୍କୁ ଜାଣି ପାରିବେ।ସୌରଭ ହୋଟେଲ ମ୍ୟାନେଜମେଣ୍ଟ ମଧ୍ୟ କରିଛନ୍ତି।ଦହିବରା କରିବା ପାଇଁ ଭାବିଲେ।ଆହୁରି କହିଛନ୍ତି ଯେ ସେ କେବଳ ଦହିବରା କରିବେ ନାହିଁ,
ଓଡ଼ିଶାର ଟ୍ରାଡିସ୍ନାଲ ଖାଦ୍ୟ ମଧ୍ୟ ଆଗକୁ ନେଇ କରି ଯିବେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ବହୁତ ଖୁସି ହେଉଛନ୍ତି।