ମାତ୍ର ୧୦୦୦୦ /- ଟଙ୍କାରେ ଆରମ୍ଭ ରେ କରନ୍ତୁ ଏହି ବ୍ୟବସାୟ ଆଉ କରନ୍ତୁ ମାସକୁ ୨୦୦୦୦ /- ରୋଜୋଗାର

 
ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ଜାଣିବେ କିପରି ଆପଣ ମାନେ ୧୦ ହଜାର ଟଙ୍କା ଇନଭେଷ୍ଟ କରି ମାସ କୁ ୨୦ ହଜାର ଟଙ୍କା ରୋଜଗାର କରି ପାରିବେ। ତେବେ ବନ୍ଧୁଗଣ ଏହି ବିସେନେସ ର ନା ହେଉଛି ମୋମୋ ଷ୍ଟଲ୍ ବିଜନେସ
ବନ୍ଧୁ ଗଣ ଆପଣ ମାନେ ନିଜ ର ଗୋଟେ ମୋମୋ ଷ୍ଟଲ୍ ଖୋଲି ପାରିବେ।
ଆପଣ ନିଜ ଅଞ୍ଚଳ ରେ ଖୋଲି ପାରିବେ। ପୁରୁଷ ହେଉ କି ନାରୀ ଆପଣ ମାନେ ନିଶ୍ଚିତ ଭାବରେ ବଜାର ଅଞ୍ଚଳ ରେ ଗୋଟେ ଛୋଟ ମୋମୋ ଷ୍ଟଲ୍ ୧୦ ହଜାର ଟଙ୍କା ଭିତରେ ଖୋଲି ପାରିବେ। ବନ୍ଧୁ ଗଣ ପ୍ରଥମେ ଜାଣି ରଖିବେ ଆପଣ ମୋମୋ ଷ୍ଟଲ୍ ପକେଇବା ପାଇଁ କଣ ସବୁ ସରଞାମ କିଣିବେ।
ତେବେ ବନ୍ଧୁ ଗଣ ପ୍ରଥମେ ଆପଣ ଏକ ଫ୍ଲେକ୍ସ ଷ୍ଟଲ୍ ବନେଇ ଦେବେ ଯେ କୌଣସି ଫ୍ଲେକ୍ସ ଦୋକାନ କୁ ଯାଇ ବନେଇ ପାରିବେ। ଏହି ଷ୍ଟଲ୍ ଟି ଆପଣ ଙ୍କୁ ପାଞ୍ଚ ହଜାର ରୁ ଆଠ ହଜାର ପର୍ଯ୍ୟନ୍ତ ଆପଣ ଙ୍କୁ ପଡ଼ି ଯିବ। ଜଦିବି ଆଠ ହଜାର ପଡୁଛି ତେବେ ଆରାମ ରେ ଗୋଟେ ଛୋଟ ଫ୍ଲେକ୍ସ ଷ୍ଟଲ୍ ବନେଇ ଦେବେ।
ଏହା ଦ୍ବାରା ଆପଣ ମାନେ ଯେ କୌଣସି ସ୍ଥାନ ରେ ଏହାକୁ ପକେଇ ଦେବେ ତେବେ ଆରାମ ସେ ଲୋକ ମାନେ ଜାଣି ପାରିବେ କାରଣ ଏଥିରେ ବିଭିନ୍ନ ଡିଜାଇନ ର ଚିତ୍ର ଦେଖିଲେ ଲୋକ ମାନେ ଜାଣି ପାରିବେ ଏହା ଏକ ମୋମୋ ଷ୍ଟଲ୍ ବୋଲି। ଆଉ ବାକି ଟଙ୍କା ରେ ମୋମୋ ପ୍ରସ୍ତୁତି ପାଇଁ ସାମଗ୍ରୀ କିଣି ମୋମୋ ବିକ୍ରି କରି ମାସ କୁ ୨୦ ହଜାର ଇନକମ କରି ପାରିବେ।