ଆସିଲା ବ୍ୟାଙ୍କ୍ ରେ ବଡ ନିଯୁକ୍ତି ଉଭୟ ପୁରୁଷ ମହିଳା କରିବେ ଆବେଦନ ଦେଖନ୍ତୁ କେମିତି କରିପାରିବେ ଆବେଦନ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆସି ଯାଇଛି ଏକ ବହୁତ ବଡ଼ ଖୁସି ଖବର। ଆଜ୍ଞା ହଁ ଏଚଡିଏଫସି ବ୍ୟାଙ୍କ ତତଫରୁ ବାହାରିଛି ଏକ ବହୁତ ବଡ଼ ନିଯୁକ୍ତି। ଏଥିରେ ମଧ୍ଯ ୫୦୦୦ ପୋଷ୍ଟ ପାଇଁ ନିଯୁକ୍ତି ଆସିଛି। ଯଦି ଆପଣ ଦଶମ,+୨ କିମ୍ବା +୩ ପାସ୍ କରିଛନ୍ତି ତେବେ ଆପଣ ଏହି ପୋଷ୍ଟ ପାଇଁ ଉପଯୁକ୍ତ ବୋଲି ବିବେଚିତ ହେବେ। ଏଥି ପାଇଁ ମଧ୍ଯ କୌଣସି ପ୍ରକାରର ପରୀକ୍ଷା ନାହିଁ।
ଏଥିରେ ଆପଣଙ୍କୁ ଇଣ୍ଟରଭ୍ୟୁ ମାଧ୍ୟମରେ ହିଁ ଭର୍ତି କରାଯିବ। ସବୁ ଠାରୁ ବଡ଼କଥା ଏହାକି ଆପଣ ମାନେ ନିଜ ମୋବାଇଲ୍ ରେ ହିଁ ଏହି ପୋଷ୍ଟ ପାଇଁ ଆପଲାଏ କରି ପାରିବେ। ଏଥିରେ ଆପଣଙ୍କୁ ମାଗଣା ଆବେଦନ ମଧ୍ୟ ରହିଛି। ଏଥି ପାଇଁ ଆପଣଙ୍କୁ କୌଣସି ପଇସା ଦେବା ପାଇଁ ପଡ଼ିବ ନାହିଁ। ଉଭୟ ପୁରୁଷ ଏବଂ ମହିଳା ମଧ୍ଯ ଏହି ପୋଷ୍ଟ ପାଇଁ ଆପ୍ଲାଏ କରି ପାରିବେ। ଏହାର ସାଲାରି ମଧ୍ୟ ୧୮ ହଜାର ରୁ ୩୩ ହଜାର ରହିବ।
ଟୋଟଲ ପୋଷ୍ଟ ୫୫୦୦ ଥିବା ବେଳେ ଓଡିଶା ପାଇଁ ୩୫୦ ଟି ପୋଷ୍ଟ ଅଛି। ଏଥିରେ ସେଲ୍ସ ମ୍ୟାନେଜର, ଆସିଷ୍ଟାଣ୍ଟ, କ୍ଲର୍କ, ପିଅନ, ଏକ୍ଜିକ୍ୟୁଟିଭ ଅଫିସର, ସିକ୍ୟୁରିଟି ଅଫିସର। ଆପଣ ମାନେ ଚାହିଁଲେ ଯେକୌଣସି ମଧ୍ୟ ପୋଷ୍ଟ ପାଇଁ ଆପ୍ଲାଏ କରି ପାରିବେ। ଆପଣ ଯେଉଁ ଷ୍ଟ୍ରିମ ର ହେଲେ ମଧ୍ଯ ଏଥି ପାଇଁ ଆପ୍ଲାଏ କରି ପାରିବେ। ସେଥି ପାଇଁ ମିନିମମ୍ ୩୦ ପ୍ରତିଶତ ମାର୍କ ରଖିବାକୁ ହେବ।
ଏଥି ପାଇଁ ମଧ୍ଯ ସମସ୍ତ ପିଲା ମାନେ ଫ୍ରୀ ରେ ଆପଲାଏ କରି ପାରିବେ। ଏଥିରେ ବିଭିନ୍ନ ପୋଷ୍ଟ ପାଇଁ ଭିନ୍ନ ଭିନ୍ନ ସାଲାରି ମଧ୍ୟ ଅଛି। ଏଥିରେ କୌଣସି ପ୍ରକାରର ପରୀକ୍ଷା ଦେବାର ନାହିଁ ଏବଂ ଇଣ୍ଟରଭିଉ ଓ ଡକ୍କୁମେଣ୍ଟ ଭେରିଫିକେସନ କରିବେ। ଏହି ପୋଷ୍ଟ ପାଇଁ ମଧ୍ଯ ଆପଣ ପାସ୍ କରିଥିବା ସମସ୍ତ ପରୀକ୍ଷାର ମାର୍କସିଟ ଦେବାକୁ ପଡ଼ିବ। ଏଥି ସହ ରେସିଡେଣ୍ଟ ସାର୍ଟିଫିକେଟ ମଧ୍ୟ ଦରକାର ଅଟେ। ତେବେ ଆପଣ ମାନେ ଭିଡିଓ କୁ ସମ୍ପୂର୍ଣ୍ଣ ଭାବରେ ଦେଖିଲେ ଏହି ଜବ ବିଷୟରେ ଜାଣି ପାରିବେ।