୧୭ ଦିନରେ ବ୍ୟକ୍ତି ହେଲେ Ips officer ଦେଖନ୍ତୁ ସେହି ୧୭ ଦିନ କେମିତି ଥିଲା ସଂଘର୍ଷ ମୟ ଯେ ବଦଳିଗଲା ଭାଗ୍ୟ

 

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆଜି ଆପଣ ମାନେ ଯାହା ଶୁଣିବେ ତାକୁ ଜାଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ। ମାତ୍ର ସତର ଦିନ ରେ ବଦଳିଲା ଭାଗ୍ୟ।

ମା ଙ୍କ କଥା ମାନି ପରୀକ୍ଷା ଦେଲେ ଆଇ ପି ଏସ ବନିଲେ। ୟୁ ପି ଏସିପରୀକ୍ଷା ରେ ଉତିର୍ଣ୍ଣ ହେବା କେତେ ଯେ କଷ୍ଟ କର ଏହା ସମସ୍ତେ ଜାଣନ୍ତି।

ସିଭିଲ ସର୍ଭିସ ପରୀକ୍ଷାରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ସାମିଲ ହୋଇ ଥାଆନ୍ତି। କିନ୍ତୁ ଖୁବ୍ କମ୍ ଛାତ୍ର ଛାତ୍ରୀ ଙ୍କୁ ଏଥିରେ ସଫଳତା ମିଳି ଥାଏ। ଯେଉଁ ମାନେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଥାଆନ୍ତି ସେମାନେ ବିଫଳ ହେଲା ପରେ ବି ନିଜର ପ୍ରଚେଷ୍ଟା ଜାରି ରଖି ଥାଆନ୍ତି।
ଆଉ କଥା ରେ ଅଛି ପରିଶ୍ରମ ର ଫଳ ଦିନେ ନା ଦିନେ ନିଶ୍ଚିତ ଭାବରେ ମିଳିଥାଏ। ଠିକ୍ ଏହି ଭଳି ଆଇ ପି ଏସ ଅଫିସର ଙ୍କ କାହାଣୀ ଆଜି ସାମ୍ନା କୁ ଆସିଛି। ବାରମ୍ବାର ବିଫଳତା ପରେ ବି ହାର ନ ମାନି ପରିଶ୍ରମ କରି ଚାଲି ଥିଲେ। ଆଉ ମାତ୍ର ସତର ଦିନ ରେ ତାଙ୍କୁ ମିଳିଥିଲା ବଡ଼ ସଫଳତା।
ଫରିଦାବାଦ ର ଅକ୍ଷତ କୌଶଲ ଲଗାତାର ୪ ଥର ୟୁ ପି ଏସି ପରୀକ୍ଷା ରେ ବିଫଳ ହୋଇ ଥିଲେ ଏବଂ ପଞ୍ଚମ ଥର ତାଙ୍କ ହାତ ରେ ଥିଲା ସଫଳତା ର ଲଡୁ ସେ ୨୦୧୨ ରେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଥିଲେ ୨୦୧୩ରେ ପ୍ରଥମ ଥର ସିଭିଲ ସର୍ଭିସ ପରକ୍ଷା
ଦେଈ ଥିଲେ ଓ ଲଗାତାର ଚାରି ଥର ବିଫଳ ହେଲା ପରେ ପଞ୍ଚମ ଥର ସେ ସଫଳ ହୋଇ ଆଇ ପି ଏସ ବନିଥିଲେ।