ଆସିଲା ସ୍କୁଲ ରେ ନିଯୁକ୍ତି ସୁଯୋଗ ଦେଖନ୍ତୁ ସମ୍ପୂର୍ଣ ବିବରଣ କେମିତି କରିବେ ଆବେଦନ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଆସି ଯାଇଛି ଆପଣ ମାନଙ୍କ ପାଇଁ ବହୁତ ବଡ଼ ଖୁସୀ ଖବର। ନିଜ ନିଜ ଗ୍ରାମ ସ୍କୁଲ ରେ ବହୁତ ବଡ଼ ମଧ୍ଯ ନିଯୁକ୍ତି ଆସି ଅଛି।
ଏଥିରେ ଗ୍ରାମ ସହାୟକ ,ସୁପର୍ ଭାଇଜର , ପ୍ରାଥମିକ ଶିକ୍ଷକ ପୋଷ୍ଟ ରହିଛି। ଏହି ପୋଷ୍ଟ ଗୁଡିକ ମାଧ୍ୟମରେ ଆପଣ ମାନେ ଆପଣଙ୍କ ଗ୍ରାମ ସ୍କୁଲ ରେ ନିଯୁକ୍ତି ପାଇ ପାରିବେ । ଏଥିରେ କୌଣସି ପରୀକ୍ଷା ନାହିଁ।
କେବଳ ଆପଣ ଆପଣଙ୍କ ମାର୍କ ମାଧ୍ୟମରେ ହିଁ ଏଥିରେ ସିଲେକ୍ସନ୍ ହୋଇ ପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଦେୟ ମଧ୍ଯ ଦେବାକୁ ପଡ଼ିବ ନାହିଁ।
ଯଦି ଆପଣ ମାନେ ଏଥିରେ ସିଲେକ୍ସନ ହେବେ ତେବେ ଆପଣଙ୍କ ନିଜ ଗାଁ ସ୍କୁଲ ରେ ହିଁ ଆପଣଙ୍କ ପୋଷ୍ଟିଂ ହେବ। ଏହି ପୋଷ୍ଟ ରେ ସାରା ଓଡ଼ିଶାର ପିଲା ମାନେ ଆପ୍ଲାଏ କରି ପାରିବେ। ଓଡ଼ିଶାର ସମସ୍ତ ଜିଲ୍ଲାର ପିଲା ମାନେ ମଧ୍ୟ ଏହା ଆପ୍ଲାଏ କରି ପାରିବେ।
ଉଭୟ ପୁରୁଷ ଏବଂ ମହିଳା ମାନେ ମଧ୍ୟ ଏହି ପୋଷ୍ଟ ରେ ଆପ୍ଲାଏ କରି ପାରିବେ। ଏଥିପାଇଁ ଆପଣଙ୍କ ସଲାରୀ ମଧ୍ୟ ୧୨,୮୦୦ ଟଙ୍କାରୁ ଆରମ୍ଭ କରି ୨୦,୭୦୦ ପର୍ଯ୍ୟନ୍ତ ରହିବ।
ଜବ ଟାଇପ ମଧ୍ୟ ସରକାରୀ ଚାକିରୀ ରହିବ। ଏଥିରେ ହେଡମାଷ୍ଟର ପାଇଁ ପୋଷ୍ଟ ରହିବ , ପିଅନ , କ୍ଲର୍କ, ଯୋଗାଣ ସହାୟକ , ପିଇଟ୍ ଶିକ୍ଷକ , ସଙ୍ଗୀତ ଶିକ୍ଷକ, କମ୍ପ୍ୟୁଟର ଶିକ୍ଷକ, ଆସିଷ୍ଟାଣ୍ଟ ଶିକ୍ଷକ ଓ ୱାର୍ଡନ୍ ପାଇଁ ମଧ୍ଯ ପୋଷ୍ଟ ରହିବାକୁ ଯାଉଛି।
ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆପଣ ମାନେ ଭିନ୍ନ ଭିନ୍ନ ପୋଷ୍ଟ ରେ ମଧ୍ଯ ଆବେଦନ କରି ପାରିବେ। ଏହାକୁ ଆବେଦନ କରିବାକୁ ହେଲେ କେତେଗୁଡ଼ିଏ ଷ୍ଟେପ ମଧ୍ଯ ଅଛି ଯାହାକୁ କି
 ପୂରା କରିବା ନିହାତି ଜରୁରୀ ଅଟେ। ତେବେ ଆପଣ ମାନେ ମଧ୍ୟ ଏଥିପାଇଁ ଆବେଦନ କରିବାକୁ ଭୂଲି ଯିବେ ନାହିଁ। ଭିଡିଓ କୁ ସମ୍ପୂର୍ଣ ଭାବରେ ଦେଖିଲେ ସମସ୍ତ ସୁଚନା ପାଇ ପାରିବେ।