ଓଡ଼ିଶା କୁ ପୁଣି ଲଘୁଚାପ ବିପଦ କାଲିଠୁ ପ୍ରବଳ ଛେଚିବ ଏହି ୯ ଟି ଜିଲ୍ଲାକୁ ବିପଦ

 
ବର୍ତ୍ତମାନର ବଡ଼ ଖବର ପାଣିପାଗର ଖବରକୁ ନେଇକି ପୁଣି ଆସୁଛି ନୂଆ ଅପଡେଟ।ଆସୁଛି ଆଉ ଏକ ଲଘୁଚାପ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା।ଏପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ ଜିଲ୍ଲାରେ ଭୟଙ୍କର କାଳ ବୈଶାଖୀ।ୟେଲୋ ୱାର୍ଣିଂ ଜାରି।ଏସବୁ ଜିଲ୍ଲାକୁ ବଜ୍ରପାତ ସହ ଭୀଷଣ ବର୍ଷା ନେଇ ସତର୍କ ଚେତାବନୀ ଜାରି କଲା ପାଣିପାଗ ବିଭାଗ।
ସମୁଦ୍ର କୋଳରେ ମୌସୁମୀ ବର୍ତ୍ତମାନ ଦକ୍ଷିଣ ପୂର୍ବ ପାକିସ୍ତାନ ଉପରେ ରହୁଥିବା ଲଘୁଚାପ କ୍ଷେତ୍ରରେ କେନ୍ଦ୍ର ଦେଇ ଗତି କରୁଛି।ଏବଂ ଦକ୍ଷିଣ ପଶ୍ଚିମ ତାପରେ ଦକ୍ଷିଣ ପୂର୍ବ ଦକ୍ଷିଣ ଦିଗ ଦେଇ ଗତି କରି ଉତ୍ତର ପୂର୍ବ ବଙ୍ଗୋପ ସାଗର କୁ ଯାଉଛି। ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ଅଳ୍ପ କିଛି ସ୍ଥାନରେ ହାଲ୍କା କିମ୍ବା ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। 
ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଇଥିବା ଏକ ସତର୍କ ସୂଚନାରେ କୁହାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଆସନ୍ତା କାଲି ରାତି ସୁଦ୍ଧା ରାଜ୍ୟ ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଭଳି ୬ଟି ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୟିଲୋ ୱାର୍ନିଂ ବା ହାଉଲିଆ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭ୍ବନେଶ୍ୱରରୁ କଟକ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆକାଶ ଆଁସୁଇକ ମେଘୁଆ ରହିବା ସହ ରାତି ସୁଦ୍ଧା ପ୍ରବଳ ବର୍ଷା ହୋଇପାରେ। କାଳବୈଶାଖୀ ରହିବାର ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଆସୁଛି ଆଉ ଏକ ଲଘୁଚାପ,ରାଜ୍ୟରେ ବାତ୍ୟା ନେଇ ଭୟ ବଢୁଛି ପାଣିପାଗ ବିଭାଗର ସୂଚନା। ଚଳିତ ବର୍ଷ ଆସିପାରେ ଚାରି ଚାରିଟି ବାତ୍ୟା। ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।