ପୋଲିସ ହାତରେ ଲାଗିଲେ ମାତାଲ୍ ବ୍ୟକ୍ତି ଦେଖନ୍ତୁ ଧରା ପଡ଼ିଲା ପରେ କେମିତି ଚାଲିଲା ଖେଳ

 
ଆପଣମାନେ ଓ ଟିଭି ରେ ପ୍ରସାରିତ ହେଉଥିବା ନିୟୁଜ ଫିୟୂଜ ଶୋ ବିଷୟରେ ଜାଣିଥିବେ।ଏହି ଶୋ କୁ ଲୋକମାନେ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।କାରଣ ଏଥିରେ ଯେଉଁଠି ଯାହା ଭୁଲ ହୋଇଥାଏ ତାହା ଦେଖାଇଥାନ୍ତି।
ଏବଂ ଲୋକମାନଙ୍କୁ ମଜାଳିଆ ଭିଡିଓ ଦେଖିବା ପାଇଁ ପସନ୍ଦ ଆସିଥାଏ।ଏଥିରେ ମଧ୍ୟ ଯେଉଁ ଘଟଣା ଦେଖାଇଥାନ୍ତି ତାହା ହସ ଲାଗିଥାଏ।ବର୍ତ୍ତମାନ ଏକ ଭିଡିଓ ମଧ୍ୟ ଭାଇରାଲ।
ଦେଶ ସେବା ପାଇଁ ଜୀବନରେ ବାଜି ଲଗାଇ ଥାନ୍ତି।କିନ୍ତୁ ଏଠାରେ ରାଜସ୍ବ ବଢ଼ାଇବା ପାଇଁ କିପରି ଜୀବନ ବାଜି ରେ ଲଗାଉଛନ୍ତି ତାହା ଦେଖିବାକୁ ମିଳିଛି।
ଭୁବନେଶ୍ୱର ର ଡିସିପି ପ୍ରତୀକ ସିଂହ ମଧ୍ୟ ସେଥିରେ ଅଛନ୍ତି।ଆଉ ତାଙ୍କ ପାଖରେ ଅନେକ ପୋଲିସ ମାନେ ଛିଡ଼ା ହୋଇଛନ୍ତି।ଯିଏ ଦେଶର ରାଜସ୍ବ ବଢାଉଛନ୍ତି ତାଙ୍କୁ ମଧ୍ୟ ପୋଲିସ ପ୍ରୋଟେକ୍ସନ୍ ବି ଦରକାର।
ଯାହାଙ୍କର ଫୁଙ୍କା ମେସିନ ରେ ଯେତେ ନାଲି ହେଉଛି ତାର ରାଜସ୍ବ ବଢ଼ାଇବାରେ ସେତିକି ଅଧିକା ଯୋଗଦାନ ରହିଛି।
ସମସ୍ତେ ଜାଣିଛନ୍ତି ମ-ଦ ରେ ବେଶି ରାଜସ୍ବ ମିଳିଥାଏ।ଯେଉଁ ମାନେ ମ-ଦ ପିଇ ପୋଲିସ ସାମ୍ନାରେ ଧରା ପଡିଛନ୍ତି ସେମାନେ ଜୋରିମାନା ଦେଉଛନ୍ତି।
ଯେଉଁଠି ମ-ଦ ପିଇ କରି ଆସିଥିଲେ ସେମାନେ ପ୍ରଥମେ ସେଠାରେ ପଇସା ଦେଉଛନ୍ତି ପୁଣି ଦ୍ଵିତୀୟ ରେ ପୋଲିସ ଙ୍କ ପାଖରେ ମଧ୍ୟ ଜୋରିମାନା ଦେଉଛନ୍ତି।ଏହିଭଳି ରାଜସ୍ବ ବଢାଇଛନ୍ତି।ଜଣେ ବ୍ୟକ୍ତି ମଦ ପିଇ ଆସିଥିଲେ।
ପୋଲିସ ଯେତେବେଳେ ମ-ଦ ପିଇ ଛନ୍ତି ବୋଲି କହିଲେ ସେତେବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ପାଟିରେ ହାତ ଦେଇ ଛିଡ଼ା ହୋଇଥିଲେ।ଯେତେ କହିଲେ ଶୁଣି ନଥିଲେ।
ଏହାପରେ ବ୍ୟକ୍ତି ଜଣଙ୍କ ପୋଲିସ ଙ୍କୁ କ୍ଷମା ମାଗିଥିଲେ।ଏବଂ ଆଉ ଏଭଳି କରିବେ ନାହିଁ ବୋଲି କହିଥିଲେ।ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।