ରାଜସ୍ଥାନ ରେ ଆପଣଙ୍କ ପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଦେଖନ୍ତୁ କେମିତି ଅଛନ୍ତି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଶ୍ରଦ୍ଧା ପାଣିଗ୍ରାହୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ କାରଣ ସେ ହେଉଛନ୍ତି ଆମର ଓଲିଉଡ଼ ଇଣ୍ଡଷ୍ଟ୍ରି ର ଜଣେ ଆଗଧାଡି ର ଅଭିନେତ୍ରୀ ଅଟନ୍ତି। ତାଙ୍କ ଅଭିନୟ ମଧ୍ୟ ଖୁବ୍ ସୁନ୍ଦର୍ , ଖାସ୍ ସେଥି ପାଇଁ ସେ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ରାଜ୍ କରୁଛନ୍ତି। ସେ ହେଉଛନ୍ତି ଜଣେ ଦକ୍ଷ ଅଭିନେତ୍ରୀ। ସେଥି ପାଇଁ ସେ ଅନେକ ଧାରାବାହିକ ରେ ଅଭିନୟ କରିବା ସହ ଅନେକ ଆଲବମ ରେ ମଧ୍ଯ ଏବେ ହିରୋଇନ୍ ଭୂମିକାରେ ନଜର ଆସୁଛନ୍ତି।
ତାଙ୍କର ପ୍ରଥମ ଧାରାବାହିକ ଥିଲା “ଆମ ଘରର ଲକ୍ଷ୍ମୀ" ତାଙ୍କର ଏହି ଧାରାବାହିକ ଟି ଅନେକ ହିଟ୍ ହୋଇଥିଲା। ଏବଂ ପ୍ରଥମ ଥର ତାଙ୍କ ଏଭଳି ଜୀବନ୍ତ ଅଭିନୟ ଦେଖି ଲୋକ ମାନେ ତାଙ୍କୁ ଅନେକ ପ୍ରଶଂସା କରିବାକୁ ଲାଗିଲେ। ଏବଂ ସେହି ଧାରାବାହିକ ମାଧ୍ୟମରେ ହିଁ ତାଙ୍କୁ ଅନେକ ପଶନ୍ଦ କରିବାକୁ ଲାଗିଲେ। ଏହା ପରେ ତାଙ୍କୁ ଅନେକ ଧାରାବାହିକ କରିବା ପାଇଁ ଅଫର ଆସିଥିଲା।
 ତାଙ୍କୁ ଏବେ ଅନେକ ଆଲବମ ରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛି। ତାଙ୍କ ଆଲବମ କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାଆନ୍ତି। ସେଥି ପାଇଁ ସେ ଏବେ ହେଉଛନ୍ତି ଜଣେ ଆଗ ଧାଡ଼ି ର ଅଭିନେତ୍ରୀ ଏବଂ ତାଙ୍କୁ ଏବେ ଆଲବମ କ୍ୱିନ ବୋଲି କୁହାଯାଉଛି। ପ୍ରାୟ ସମୟରେ ଶ୍ରଦ୍ଧା ଙ୍କୁ ତାଙ୍କ ପରିବାର ଲୋକ ଓ ସାଙ୍ଗ ମାନଙ୍କ ସହ ସମୟ ବିତାଉ ଥିବାର ଦେଖିବାକୁ ମିଳିଥାଏ। ଏବେ ମଧ୍ୟ ଶ୍ରଦ୍ଧା ତାଙ୍କ ସୁଟିଂ ପାଇଁ ବାହାରକୁ ଯାଇଥିବାର ଜଣା ପଡ଼ିଛି।
ଅର୍ଥାତ ଶ୍ରଦ୍ଧା ଏବେ ରାଜସ୍ଥାନ ରେ ଅଛନ୍ତି। ଏବଂ ସେ ସେଠାକୁ ନିଜ ପରିବାର ଲୋକ ମାନଙ୍କ ସହ ଯାଇଛନ୍ତି। ସେଠାରେ ଅନେକ ମଜା ଓ ମସ୍ତି କରି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଅନେକ ଭିଡ଼ିଓ ପୋଷ୍ଟ ମଧ୍ୟ କରୁଛନ୍ତି। ଏବଂ ସେଠାକୁ ସେ ନିଜ ବାପା ଓ ମାଆ ଙ୍କ ସହ ଯାଇଛନ୍ତି। ନିଜ ବାପା ମାଆ ଙ୍କ ସହ ସେ ସେଠାରେ ଅନେକ ଖୁସିରେ ମଧ୍ଯ ଥିବାର ଦେଖିବାକୁ ମିଳିଛି।