ବାପା ଛଡାଇ ନେଲେ ଫୋନ ପୁଅ କରିଦେଲେ ଏମିତି ଦେଖନ୍ତୁ ଆସିଲା ବଡ ଖବର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଦିନକୁ ଦିନ ଖୁବ ଭାଇରାଲ୍ ହେବାରେ ଲାଗିଛି। ଦିନକୁ ଦିନ ପ୍ରତ୍ୟେକ ଘଟଣା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ଆଜି କାଲି ଫୋନ୍ ଆମ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପାଲଟି ଗଲାଣି। ଫୋନ୍ ପାଇଁ ଆଜିକାଲି ଛୋଟ ଛୋଟ ପିଲା ମାନେ ମଧ୍ୟ ପାଗଳ ହୋଇ ଯାଉଛନ୍ତି।
ଆଜ୍ଞା ହଁ ଆମେ ଆପଣଙ୍କୁ ଏବେ ଯେଉଁ ଭିଡ଼ିଓ ଦେଖେଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ଜାଣି ପାରିବେ କି ଆମେ କଣ ପାଇଁ ଏଭଳି କହୁଛୁ। ବାପା ଯେତେବେଳେ ପିଲାଟି ଠାରୁ ଆଇ ଫୋନ୍ ଓ
 ଆଇ ପ୍ୟାଡ ଛଡ଼ାଇ ନେଇଥିଲେ ସେତେବେଳେ ପିଲାଟି ସଂପୂର୍ଣ୍ଣ ଭାବରେ ରାଗି ଯାଇଥିଲା। ପିଲାଟି ଏତେ ମାତ୍ରାରେ ରାଗି ଯାଇଥିଲା କି ସେ ରାଗି ଯାଇ ସତର ମହଲା ବିଶିଷ୍ଟ କୋଠା ଉପରୁ ଡେଇଁ ପଡିବାକୁ ବାହାରି ଥିଲା।
ଆପଣ ମାନେ ଦେଖି ପାରୁଥିବେ କି ପିଲାଟି କିଭଳି ଭାବରେ ରାଗିକି ଝରକା ଉପରେ ବସିଛି। ଆଉ ସେ ତା ବାପା ଙ୍କ ଉପରେ ରାଗିକି ଝରକା ଉପରେ ବସିଛି। ଆଉ ଏଭଳି ରାଗିବାର ଏକମାତ୍ର କାରଣ ହେଉଛି ଫୋନ୍।
ଭିଡିଓ ରୁ ଜଣା ପଡ଼ିଛି କି ଏହି ଭିଡିଓ ଟି ହେଉଛି ସିଙ୍ଗାପୁର ର। ପିଲା ମାନେ ଏବେ ଫୋନ୍ ପାଇଁ ଏତେ ଜିଦିଆ ହୋଇ ଗଲେଣି କି ସେମାନେ ଏବେ ନିଜ ଇଚ୍ଛା ନପୁରଣ ହେଲେ ଏଭଳି ଭୟଙ୍କର ପଦକ୍ଷେପ ନେଇ ଯାଉଛନ୍ତି।
ଆଶ୍ୱସ୍ତି ର କଥା ଏହାକି ପିଲାଟି ର ବାପା ତାଙ୍କ ପିଲା ସମ୍ପର୍କ ରେ ସତର୍କ ହୋଇ ଯାଇଥିଲେ। ଏବଂ ସେ ଅଗ୍ନିଶମ ବାହୀନି ଙ୍କୁ ଫୋନ ଦ୍ବାରା ଡ଼ାକି ଦେଇଥିଲେ। ଏହାପରେ ଯେତେବେଳେ ପିଲାଟି ସତର ମହଲା ଉପରୁ ତଳେ ଗଳି ପଡିଲା
ସେତେବେଳେ ଅଗ୍ନିଶମ ବାହୀନି ଙ୍କ ଦ୍ବାରା ବିଛା ଯାଇଥିବା କୁସନ ଉପରେ ଆସି ପଡିଥିଲା। ଯାହାଦ୍ଵାରା କି ପିଲାଟିର ଜୀବନ ମଧ୍ୟ ବଞ୍ଚି ଯାଇଥିଲା। ଏବେ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି।