ବାପା ଙ୍କ ମୃତ୍ୟୁ ବିଧି ର ବିଧାନ, ସେ କଥା ଛାଡ! ମତେ ଭୋଟ ଦେଇ ଜିତାଓ ,ମୁଁ ମୋ ବାପା ଙ୍କ ଭଳିଆ କାମ କରିବି

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସୁଛି ଯାହା ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆପଣମାନେ ସମସ୍ତେ ତ ଅନେକ ପ୍ରକାରର, ଅନେକ ଅଞ୍ଚଳର ଖବର ବିଷୟରେ ଜାଣିବାକୁ ପାଉଥିବେ । 
ଆପଣମାନେ ସମସ୍ତେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହ-ତ୍ୟା ବିଷୟରେ ଆସୁଥିବା ଖବର ବିଷୟରେ ଜାଣିଥିବେ । ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହ-ତ୍ୟା କରାଯାଇଛି । ASI ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହ-ତ୍ୟା କରିଛି ।
ସେ କାହିଁକି ଏଭଳି କରିଲେ କି ତାଙ୍କୁ ଏଭଳି କରିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ସେ ରହସ୍ୟ ଏବେ ଯାଏଁ ଜଣା ପଡିନାହିଁ । ଆଉ ଏବେ ପର୍ଯ୍ୟନ୍ତ ତାଙ୍କ ହ-ତ୍ୟାର କାରଣ ରହସ୍ୟ ହୋଇ ରହିଛି ।
ଆଉ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ପରେ ଏବେ ଝାରସୁଗୁଡ଼ା ଜିଲ୍ଲାରେ ଉପ ନିର୍ବାଚନ ହେବ । ଆଉ ଏଥିରେ ସବୁ ଦଳରୁ ଲୋକମାନେ ଛିଡ଼ା ହୋଇଛନ୍ତି । ସେମାନେ ଏବେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ପରେ ତାଙ୍କ ଝିଅ ଦିପାଳୀ ବିଜୁ ଜନତା ଦଳ ପକ୍ଷରୁ ଛିଡ଼ା ହୋଇଛନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସ ଅନେକ ଭଲ କାମ କରିଥିଲେ । ସେ ସବୁବେଳେ ଲୋକମାନଙ୍କୁ ଭଲ ପାଉଥିଲେ । ସବୁବେଳେ ଜନ ହିତକର କାର୍ଯ୍ୟ କରୁଥିଲେ । ଆଉ ଏବେ ତାଙ୍କ ଝିଅ ଦିପାଳୀ ଏହି ପ୍ରଚାର ସମୟରେ କହିଛନ୍ତି କିଛି କଥା । 
ସେ କହିଛନ୍ତି, ତାଙ୍କ ବାପା ସ୍ବର୍ଗତ ଶ୍ରୀ ନବ କିଶୋର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ ଏବଂ ଆର୍ଶୀବାଦରେ ଏହି ଅଞ୍ଚଳ ପାଇଁ ବହୁତ ଭଲ କାମ କରିଛନ୍ତି ।
ଆଉ ସେମିତି ସେ ମଧ୍ୟ ତାଙ୍କ ବାପାଙ୍କ ଆର୍ଶୀବାଦ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ଅଞ୍ଚଳ ପାଇଁ ଆହୁରି ଭଲ କାମ କରିବେ । ସେ ତାଙ୍କ ବାପାଙ୍କ ଠାରୁ ଆହୁରି ବେଶି କାମ କରିବେ ବୋଲି କହିଛନ୍ତି ।
ଜନ ସମର୍ଥନ ତାଙ୍କ ସହ ଅଛି କାରଣ ଲୋକମାନେ ଜାଣି ସାରିଲେଣି ବିକାଶର ଅର୍ଥ ହେଉଛି ବିଜୁ ଜନତା ଦଳ । ଲୋକ ସମର୍ଥନ ବିକାଶ ପାଇଁ ବୋଲି ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦିପାଳି କହିଛନ୍ତି ।