ଶେଷରେ ନିଜ ବିବାହକୁ ନେଇ ମୁଁହ ଖୋଲିଲେ ପ୍ରିୟଙ୍କା !! ସବୁ ଦିନ ଏମିତି ହେଲେ କିଏ ସହିବ ମୁ ଆଉ ରହି ପାରିବିନି !!!

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ବଲିଉଡ ର ଏକ ଚର୍ଚ୍ଚିତ ଚେହେରା। ସେ ବଲିଉଡ୍ କୁ ଅନେକ ସୁପର୍ ହିଟ୍ ଫିଲ୍ମ୍ ମଧ୍ୟ ଭେଟି ଦେଇଛନ୍ତି।
ତାଙ୍କର ଫିଲ୍ମ୍ ଦେଖିବା ପାଇଁ ମଧ୍ଯ ଦର୍ଶକ ମାନେ ଖୁବ୍ ପଶନ୍ଦ କରନ୍ତି। ତାଙ୍କ ଅଭିନୟ ପାଇଁ ହିଁ ସେ ଘରେଘରେ ପରିଚିତ ଅଟନ୍ତି। ତେବେ ଆପଣ ମାନେ ଜାଣିଥିବେ କି ପ୍ରିୟଙ୍କା ନିକ୍ ଯୋନାସ୍ ଙ୍କୁ ବିବାହ କରି ଆମେରିକାରେ ରହୁଛନ୍ତି।
ଆଉ ସେ ଯେବେଠୁ ବିବାହ କରିଛନ୍ତି ସେବେଠାରୁ ସେ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଲୋକ ମାନଙ୍କ ମଧ୍ୟରେ ଏହା ଚର୍ଚ୍ଚା ହେବାରେ ଲାଗିଛି ପ୍ରିୟଙ୍କା ଏବଂ ତାଙ୍କର ସ୍ଵାମୀ ନିକ୍ ଯୋନାସ୍ ଙ୍କ ମଧ୍ୟରେ ସବୁ କିଛି ଠିକ ଚାଲି ନାହିଁ ବୋଲି।
କାରଣ ୨୦୨୧ ରେ ସୋସିଆଲ ମିଡ଼ିଆ ରେ ପ୍ରିୟଙ୍କା ତାଙ୍କ ନାମରୁ ଯୋନାସ୍ ଟାଇଟଲ ହଟାଇ ଦେଇଥିଲେ। ଆଉ ଯେତେବେଳେ ଚର୍ଚ୍ଚା ଜୋର୍ ଧରିଥିଲା ସେ ଏହି ଘଟଣାକୁ ସମ୍ପୂର୍ଣ୍ଣ ଭାବେ ମିଛ ବୋଲି କହିଥିଲେ।
ଆଉ ଏବେ ମଧ୍ଯ ଏଭଳି କିଛି ଖବର ପ୍ରିୟଙ୍କା ଚୋପ୍ରା ଙ୍କ ସମ୍ପର୍କରେ ବେଶ ଭାଇରାଲ୍ ହେବାରେ ଲାଗିଛି। ଜଣେ ଫିଲ୍ମ ସମୀକ୍ଷକ ବା ବେଦେଶୀ ବୋର୍ଡ ସେନ୍ସର୍ ର ଜଣେ ସଦସ୍ୟ ଏହା ଟୁଇଟ କରି କହିଛନ୍ତି କି ପ୍ରିୟଙ୍କା ଚୋପ୍ରା ଓ
ତାଙ୍କ ସ୍ୱାମୀ ନିକ୍ ଯୋନାସ୍ ଙ୍କ ମଧ୍ୟରେ ସବୁ କିଛି ଠିକ ନାହିଁ। ନିକଟରେ ଇଟାଲୀ ରେ ଦୁହିଁଙ୍କ ମଧ୍ୟରେ ଖୁବ ଜୋରେ ଝଗଡ଼ା ହେଇଥିଲା। କାରଣ ନିକ୍ ଅନ୍ୟ ଏକ ଯୁବତୀ ସହ ଗୁପ୍ତ ସମ୍ପର୍କ ରଖିଥିବା ବେଳେ,
ପ୍ରିୟଙ୍କା ତାଙ୍କୁ ସେଠାରେ ଧରି ପକାଇ ଥିଲେ। ଯାହା ଫଳରେ କି ଦୁହିଁଙ୍କ ମଧ୍ୟରେ ଜୋରେ ଝଗଡ଼ା ଲାଗିବା ସହ ଦୁହିଁଙ୍କ ମଧ୍ୟରେ ତିକ୍ତତା ମଧ୍ୟ ଦେଖା ଦେଇଛି।
ହେଲେ ଏହି କଥା ପ୍ରତି ପ୍ରିୟଙ୍କା ଚୋପ୍ରା କି ତାଙ୍କ ସ୍ଵାମୀ ନିକ୍ ଯୋନାସ୍ କୌଣସି ପ୍ରକାରର ପ୍ରତିକ୍ରିୟା ରଖି ନାହାଁନ୍ତି। ସେଥିପାଇଁ ଏହି ଘଟଣାର ସତ୍ୟତା ଏବେ ପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ଦେଖାଯାଉ ଏହି ଘଟଣାର ପ୍ରକୃତ ସତ୍ୟ କେବେ ସାମ୍ନା କୁ ଆସୁଛି।