ଖୋଲୁଛି ରହସ୍ୟ କାହିଁକି ପ୍ରେମିକା ମାରିଥିଲେ ଚାପୁଡ଼ା ଜାଣନ୍ତୁ ଆସିଲା ବଡ ଖବର

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଉ ନାହାନ୍ତି ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣା। ବନ୍ଧୁମାନେ ପୁରା ରାଜଧାନୀରେ ଡିଜେ ଆଜେକ୍ସଙ୍କର ମୃ-ତ୍ୟୁ ଏକ ଛାଞ୍ଚଲ୍ୟ ସୃଷ୍ଟି କରିଛି।
ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ଅକ୍ଷୟଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।
ଅକ୍ଷୟଙ୍କ ମୃ-ତ୍ୟୁ ପାଇଁ ଦୁଇ ଜଣ ଦାୟୀ ରହିଥିବା ଅଭିଯୋଗ କରିଛନ୍ତି ମୃ-ତ-କ-ଙ୍କ ପରିବାର ଲୋକ। ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ। 
ଯେଉଁ ଡିଜେ ଆଜେକ୍ସଙ୍କ ମ୍ୟୁଜିକରେ ଦିନେ କେତେ ଯୁବପିଢ଼ି ଝୁମୁ ଥିଲେ ଆଜି ସେହି ଡିଜେ ଆଜେକ୍ସଙ୍କ ମୃ-ତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁନାହାଁନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ଗଣମାଧ୍ୟମ ଆଗରେ ଅକ୍ଷୟଙ୍କ ବନ୍ଧୁ ରାହୁଲ କହିଛନ୍ତି ଜିଜ୍ଞାସା ଅକ୍ଷୟଙ୍କୁ ଚାପୁଡ଼ା ମାରିବାର କାରଣ। ତେବେ ରାହୁଲ କହିଛନ୍ତି, ରଶ୍ମି ଏବଂ ଜିଜ୍ଞାସା ଭିତରେ ଚାଲିଥିବା ସଂପର୍କକୁ ଅକ୍ଷୟଙ୍କୁ ଜିଜ୍ଞାସାଙ୍କ ମାଆ ଙ୍କୁ କହିଦେବା ପାଇଁ ଜିଜ୍ଞାସାଙ୍କୁ କହିଥିଲେ। 
ଯାହାଫଳରେ ଜିଜ୍ଞାସା ଉପରୁ ତଳକୁ ଆସି ଅକ୍ଷୟଙ୍କୁ ଚାପୁଡ଼ା ମାରିଥିଲେ। ଏବଂ ଏହାପରେ ଜିଜ୍ଞାସା ଅକ୍ଷୟଙ୍କୁ କହିଥିଲେ ଯେ, ତାଙ୍କ ବାପା ହେଉଛନ୍ତି ବିରାଟବଡ ଗୁଣ୍ଡା।
ଅକ୍ଷୟଙ୍କ ସାଙ୍ଗ ରାହୁଲ କହୁଛନ୍ତି ଅକ୍ଷୟ ହେଉଛନ୍ତି ଡରୁକୁରା ପିଲା। ଯାହାଫଳରେ ସେହି ଦିନ ହିଁ ଅକ୍ଷୟ ଆ-ତ୍ମ-ହ-ତ୍ୟା କରିଥିଲେ ବୋଲି କହିଛନ୍ତି ରାହୁଲ। ଏବଂ ରାହୁଲ କହିଛନ୍ତି, ଅକ୍ଷୟଙ୍କର କିଛି ସିକ୍ରେଟ ଜିନିଷ ଯାହାକି ଜିଜ୍ଞାସା ପାଖରେ ଥିଲା। 
ଯାହାକୁ ଜିଜ୍ଞାସା ଏବଂ ରଶ୍ମିକୁ ଭାଇରାଲ କରିଦେବେ ବୋଲି କହି ଅକ୍ଷୟଙ୍କୁ ବ୍ଲା-କ-ମେ-ଲ୍ କରୁଥିଲେ। ଅକ୍ଷୟ ସବୁବେଳେ ଲୋକଲୋଚନକୁ ଭୟ କରୁଥିଲେ। ଯାହକି ତାଙ୍କ ଚରିତ୍ରକୁ ସେ କେବେ ଖରାପ କରିନଥିଲେ।
ଯାହାଫଳରେ ଅକ୍ଷୟ ବାହାରକୁ ନଯାଇ ଘରେ ଆ-ତ୍ମ-ହ-ତ୍ୟା କରିଦେଇଛନ୍ତି ବୋଲି ଅକ୍ଷୟଙ୍କ ସାଙ୍ଗ ରାହୁଲ କହୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।