ଦିନ ଦି ପହରେ ନିଉଜ ଚ୍ୟାନେଲ ଅଫିସ ରେ ଚାଲିଥିଲା ଯୁବତୀ ସହ ଦେହ ବେପାର, ଚଢ଼ାଉ କଲା ପୋଲିସ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଅନେକ ଖବର ବିଷୟରେ ଜାଣିପାରିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଭିଡିଓରେ ଆପଣ ଏହି ଖବର ଦେଖିପାରିବେ ।
ଆମ ରାଜ୍ୟରେ ଏଭଳି କିଛି ଘଟଣା ଘଟିଥାଏ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଆପଣମାନେ ଏଭଳି କିଛି ଖବର ଦେଖିପାରିବେ । ଏହି ଭିଡିଓ ଆସିଛି ଭୁବନେଶ୍ୱର ସହରରୁ କିଛି ଖବର ।
ଭୁବନେଶ୍ୱର ସହରରେ ସେ-କ୍ସ ରାକେଟ ଚାଲୁଥିବା ଖବର ଅନେକ ଥର ସାମ୍ନାକୁ ଆସିଛି । ଆଉ ଆପଣମାନେ ମଧ୍ୟ ଅନେକ ଏହି ଖବର ବି ଜାଣିଥିବେ । ମିଛରେ ଝିଅମାନଙ୍କୁ ଫସାଇ ଏଭଳି କାମ କରିଥାନ୍ତି ।
ଝିଅମାନଙ୍କୁ ଚାକିରୀ ଦେବା ନାଁରେ କିଛି ବ୍ୟକ୍ତି ଚଲାଇ ଥାଆନ୍ତି ସେ-କ୍ସ ରାକେଟ । ଆଉ ଏହି ଖବର ହେଉଛି, ଭୁବନେଶ୍ୱର ମଞ୍ଚେଶ୍ୱର ନିକଟରେ ସତ୍ୟବିହାର ଅଞ୍ଚଳରେ ସେ-କ୍ସ ରାକେଟ ଠାବ କରାଯାଇଛି ।
ସାମ୍ନାରେ କନସିଲଟନାର ଅଫିସ ଏବଂ ଭିତରେ ଚାଲୁଥିଲା ସେ-କ୍ସ ରାକେଟ । ମିଛରେ ଝିଅଙ୍କୁ ଚାକିରୀ ଦେବା ନାଁରେ ଚାଲୁଥିଲା ସେ-କ୍ସ ରାକେଟ । ଆଉ ଏହି ରାକେଟରେ ଫସିଥିବା ଜଣେ ଝିଅ ସେଠାରୁ ଖସି ଆସିଥିଲା ।
ଆଉ ଏହି ଝିଅ ଖସି ଆସି ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିଥିଲା । ଆଉ ଏହାପରେ ପୋଲିସ ସେଠାରେ ଚଢାଉ କରିଥିଲା । ପୋଲିସ ଏହି ରାକେଟର ମାଲିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କୁ ଗିରଫ କରିଛି ।
ଏହାସହ ୪ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଆଉ ରହି ସମ୍ପର୍କରେ ମାଲିକ ଜଣଙ୍କୁ ପଚାରିବା ପରେ ସେ ମିଛ କଥା କହୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି । ଏବେ ଏହାକୁ ନେଇ ଅନେକ କଥା ଆସୁଛି ।