ପିଣ୍ଟୁ ନନ୍ଦଙ୍କ ବିୟୋଗରେ ମୁଁହ ଖୋଲିଲେ ଡ଼କ୍ଟର ରଜନୀ ରଞ୍ଜନ ଦେଖନ୍ତୁ କଣ କହିଲେ Exclusive

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଓଲିଉଡ ଜଗତକୁ ନେଇ ଆସିଥିବା ଖବର ବିଷୟରେ ବି ଜାଣିବାକୁ ପାଇଥିବେ ।
ଓଲିଉଡ ଜଗତର ମହାନ୍ କଳାକାର ପିଣ୍ଟୁ ନନ୍ଦ ଆଉ ଏହି ଦୁନିଆରେ ନାହାଁନ୍ତି । ସେ ଆରପାରିକୁ ଚାଲି ଯାଇଛନ୍ତି । ଏହି ଅଭିନେତା ଜଣକ ତାଙ୍କ ଅଭିନୟର ଯାଦୁରେ ଅନେକ ଲୋକଙ୍କର ପ୍ରିୟ ହୋଇଛନ୍ତି । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରିଥାନ୍ତି ।
ଏହି ଅଭିନେତା ଜଣକ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ଏହି ଅଭିନେତା ଜଣକ ବିୟୋଗରେ ସମଗ୍ର ସିନେ ଜଗତ ଆଜି ଭାଙ୍ଗି ପଡ଼ିଛି । ସମଗ୍ର ସିନେ ଜଗତରେ ଦୁଃଖର ବାତାବରଣ ଖେଳିଯାଇଛି ।
ଏହି ଅଭିନେତା ଜଣକ ତାଙ୍କ ଅଭିନୟର ଯାଦୁରେ ଲୋକମାନଙ୍କୁ ହସାଇ ଥାଆନ୍ତି ଏବଂ କନ୍ଦାଇ ଥାଆନ୍ତି । ଏହି ଅଭିନେତା ଜଣକ ବହୁତ ଭଲ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ଏବେ ଏହି ଖବର ଦ୍ଵାରା ଜାଣିପାରିବେ ଅଭିନେତା ପିଣ୍ଟୁ ନନ୍ଦଙ୍କୁ କିଏ ଏହି ଓଲିଉଡ ଜଗତକୁ ଆଣିଥିଲେ ।
ଡକ୍ଟର ରଜନୀ ରଞ୍ଜନ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଏହି ଓଲିଉଡ ଜଗତକୁ ଆଣିଥିଲେ । ତାଙ୍କ ଠାରୁ ଅଭିନେତା ପିଣ୍ଟୁ ନନ୍ଦ କାମ ଶିଖିଥିଲେ । ଏହି ଅଭିନେତା ଜଣକ ବହୁତ ବର୍ଷ ତଳେ କାମ କରିବାକୁ ଆସିଥିଲେ ।
ଆଉ ସେ ଆସିଷ୍ଟାଣ୍ଟ କାମ କରିବେ ବୋଲି ଆସିଥିଲେ । ସେ ଅଭିନୟ କରିବାକୁ ଚାହୁଁଥିଲେ ଆଉ ତାଙ୍କୁ ଏହି ବ୍ୟକ୍ତି ଜଣକ ଅଭିନୟ କରିବାକୁ ଦେଇଥିଲେ ।
ସେ ହିରୋ, କମେଡିଆନ୍, ଖଳନାୟକ ଭୂମିକାରେ ଅଭିନୟ କରନ୍ତି । ଏହି ଅଭିନେତା ଜଣକ ସବୁ ପ୍ରକାରର ଭୂମିକା ନିର୍ବାହ କରିପାରିବେ ।
ଏହି ଅଭିନେତା ଜଣକ ଧୀରେ ଧୀରେ ବହୁତ ଉନ୍ନତି କରିଲେ । ଏହି ବ୍ୟକ୍ତି ଜଣକ ଯେତେବେଳେ ଫିଲ୍ମ୍ କରନ୍ତି ସେତେବେଳେ ସେ ସବୁବେଳେ ପିଣ୍ଟୁ ନନ୍ଦଙ୍କ ପାଇଁ କିଛି ଭୂମିକା ରଖିଥାନ୍ତି ।
ରାଣ୍ଡିପୁଅ ଅନନ୍ତା ଗଳ୍ପରେ ମଧ୍ୟ ସେ ଅଭିନୟ କରିବାକୁ ଆଗେଇ ଆସିଥିଲେ । ତାଙ୍କ ଭଳି ଜଣେ ଅଭିନେତାଙ୍କୁ ହରାଇ ଆଜି ଦୁଃଖରେ ଭାଙ୍ଗି ପଡିଛନ୍ତି ସିନେ ଜଗତ ଏବଂ ସମସ୍ତ ଲୋକ ।
ଡକ୍ଟର ରଜନୀ ରଞ୍ଜନ ହେଉଛନ୍ତି ଅଭିନେତା ପିଣ୍ଟୁ ନନ୍ଦଙ୍କ ଗୁରୁ । ତାଙ୍କୁ ଅଭିନେତା ପିଣ୍ଟୁ ନନ୍ଦ ଗୁରୁ ଭାବରେ ମାନୁଥିଲେ । ପିଣ୍ଟୁ ନନ୍ଦଙ୍କ ବିୟୋଗ ଓଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ ।