ନବିନ ଙ୍କ ଯୋଜନା କୁ କାଟି ଦେବ ମୋଦୀ ଙ୍କ ଏହି ଯୋଜନା, ୭ ଦିନ ଭିତରେ ସରକାର ଦେବେ ୭ ଲକ୍ଷ!! କେମିତି ହାତେଇବେ ପଇସା ଦେଖନ୍ତୁ

 
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗ୍ୟାରେଣ୍ଟର ଦରକାର ନାହିଁ।୧୦ ଲକ୍ଷ ଟଙ୍କା ଯାଏଁ ବ୍ୟାଙ୍କ ଲୋନ୍ ଦେବ। ଯାହାକୁ ନେଇ ଆପଣମାନେ ବିଜନେସ କରିପାରିବେ।ବ୍ୟବସାୟ ବଢ଼ାଇବା ପାଇଁ ସରକାର ଏମିତି ଯୋଜନା କରୁଛନ୍ତି।
କେନ୍ଦ୍ର ସରକାର ଙ୍କ ର ଏହି ଜନହିତକର ଯୋଜନା ର ନାମ ରହିଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା।ଏଥିରେ ଯେ କୌଣସି ବ୍ୟକ୍ତି ସହଜରେ ଋଣ ନେଇ ବ୍ୟବସାୟ ଆରମ୍ଭ କରି ପାରିବେ।
କେବଳ ବ୍ୟବସାୟ କରିବାକୁ ଚାହୁଁଥିବା ବ୍ୟକ୍ତି ଯୋଜନା ର ଲାଭ ଉଠାଇ ପାରିବେ। ମୁଦ୍ରା ଯୋଜନା ରେ ଜଣଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଲୋନ ମିଳି ପାରୁଛି। ମୁଦ୍ରା ଯୋଜନା ର ସମ୍ପୂର୍ଣ୍ଣ ନାମ ହେଉଛି ପ୍ରଧାନମନ୍ତ୍ରୀ ମାଇକ୍ରୋ ୟୁନିଟ ଡେଭଲପମେଣ୍ଟ ରି ଫାଇନାନ୍ସ ଏଜେନ୍ସି।
ବିଶେଷ କରି ମୁଦ୍ରା ଯୋଜନା ରେ ତିନି ପ୍ରକାରର ଲୋନ ଦିଆଯାଇଛି।ପ୍ରଥମଟି ହେଉଛି ଶିଶୁ ମୁଦ୍ରା ଲୋନ।ଯେଉଁଥିରେ ଜଣେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବ।ସେହିପରି ଦ୍ୱିତୀୟ ଟି କିଶୋର ମୁଦ୍ରା ଲୋନ।
ଏଥିରେ ଆପଣଙ୍କର ଯଦି କୌଣସି ବ୍ୟବସାୟ ରହିଛି ତେବେ ଆପଣ ପାଞ୍ଚ ଲକ୍ଷ ଟଙ୍କା ଯାଏଁ ଲୋନ ନେଇ ପାରିବେ।ଆଉ ତୃତୀୟ ଟି ହେଉଛି ତରୁଣ ମୁଦ୍ରା ଲୋନ।ଏଥିରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିଥାଏ।
ମୁଦ୍ରା ଯୋଜନା ରେ ବ୍ୟବସାୟ ଙ୍କୁ ବିନା ଗ୍ୟାରେଣ୍ଟର ରେ ଲୋନ ମିଳିଥାଏ।ଏହା ସହିତ ଋଣ କରୁଥିବା ବ୍ୟବସାୟ ଙ୍କ ଠାରୁ କୌଣସି ପ୍ରୋସେଶିଂ ଚାର୍ଜ ନିଆ ଯାଉନାହିଁ।
ଏମିତି କି ଋଣ ନେଇଥିବା ବ୍ୟକ୍ତି ଙ୍କୁ ପରିଶୋଧ କରିବା ପାଇଁ ପାଞ୍ଚ ବର୍ଷ ସମୟ ଦିଆଯାଉଛି। ଏହା ସହିତ ମାତ୍ର ୧୨ ରୁ ୧୬ ପ୍ରତିଶତ ସୁଧ ରେ ଲୋନ ପ୍ରଦାନ କରାଯାଉଛି।
ଆଉ ଋଣ ନେବାକୁ ଚାହୁଁଥିବା ବ୍ୟକ୍ତି ଙ୍କ ଆୟ ମାସିକ ୧୭ ହଜାର ଟଙ୍କା ଠାରୁ ଅଧିକ ହେବା ଆବଶ୍ୟକ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।