ଶାଳୀ ଭିଣେଇ ସମ୍ପର୍କରେ ଲାଗିଲା କଳଙ୍କ ଦେଖନ୍ତୁ କେମିତି ୩ ଶାଳୀ ମାନଙ୍କ ସବୁ ପୋଲ ଖୋଲିଲେ ଭିଣେଇ ବାବୁ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶାଳୀ ଭେଣେଇର ସମ୍ପର୍କ ହେଉଛି ଭାଇ ଭଉଣୀର ସମ୍ପର୍କ। ଭଉଣୀକୁ ବିବାହ ଦେଇ ଭଉଣୀ ବଦଳରେ ଭେଣେଇ ପାଇଥାନ୍ତି।
ହେଲେ ଦୁଃଖର କଥା ତିନି ଶାଳୀ ଏଠାରେ ଭେଣେଇକୁ ହୋଟେଲ ରୁମକୁ ଡାକି ମାଗିଥାନ୍ତି ଦେହ ସୁଖ। ଦେହ ସୁଖ ପାଇବା ପାଇଁ ଶାଳୀ ମାନେ ଧମକ ଚମକ ଦେଇ ଭେଣେଇଙ୍କ ସହ ରଖିଥାନ୍ତି ଶା-ରୀ-ରି-କ ସଂ-ପ-ର୍କ। ଭେଣେଇ ଯେତେ ମନା କଲେ କିଛି ମଧ୍ୟ ଶୁଣନ୍ତି ନାହିଁ ଶାଳୀ ମାନେ। 
ତେବେ ବନ୍ଧୁଗଣ ଏପରି ଅଭିଯୋଗ ଆଣିଛନ୍ତି ଖୋଦ ଭେଣେଇ ଓ ଭଉଣୀ। ଅନୁଗୋଳ ସଦର ଥାନା ଅଞ୍ଚଳର ପରତରା ଗ୍ରାମ ରିନା ନାଏକ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଦୂରସ୍ଥ ହେଇଥିବା ଦେଖିବାକୁ ମିଳିଲା।
ସୂଚନା ଯେ, ପରତରା ଗ୍ରାମର ରିନା ନାଏକ ଙ୍କ ସ୍ବାମୀ ବଳରାମ ନାଏକଙ୍କୁ ତାଙ୍କ ନିଜର ତିନି ଜଣ ଶାଳୀ ବ୍ଲାକମେଲ କରିବା ନେଇ ଥାନାରେ ଅଭିଯୋଗ ହେଇଥିଲା। ତେବେ ବନ୍ଧୁଗଣ ବଳରାମଙ୍କୁ ତାଙ୍କ ଶାଳୀ ମାନେ ଧମକ ଚମକ ଦେଇ ବ୍ଲାକମେଲ କରୁଥିଲେ। 
ଟଙ୍କା ନ ଦେଲେ ତତେ ଏବଂ ତ ଚୁଆ ଓ ସ୍ତ୍ରୀ କୁ ମାରି ଦେବୁ ବୋଲି ଧମକ ଦେଉ ଥିଲେ। ବଳରାମ ନିଜ ଜୀବନ ଏବଂ ପରିବାରର ଜୀବନ ଲକୁ ଭୟ କରି ତାଙ୍କ ତିନି ଜଣ ଶାଳୀଙ୍କୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଓ ସୁନା ଗହଣା ଦେଇଥିଲେ।
ଘଟଣା ସମ୍ପର୍କରେ ବଳରାମଙ୍କ ସ୍ତ୍ରୀ ରିନା ନାଏକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ କୌଣସି ସୁଫଳ ନ ମିଳିବାରୁ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇ ହୋଇଛନ୍ତି। ଆରକ୍ଷୀ ଅଧିକ୍ଷକ ସଦର ଥାନାକୁ ପଠାଇ ଦେଇଥିଲେ। 
ସଦର ଥାନା ରିନା ନାଏକ ପୁଣି ଅଭିଯୋଗ କରିଥିଲେ। ଏ ନେଇ ସଦର ଥାନା ଅଧିକାରୀଙ୍କ ସହ ଆଲୋଚନା କରିବାରୁ ଏ ଘଟଣା ତଦନ୍ତ କରା ଯାଉଛି ବୋଲି କରିଥିଲେ।
ଅନ୍ୟ ପକ୍ଷରେ ବଳରାମଙ୍କର ଶାଳୀ ମାନେ ଛେଣ୍ଡିପଦା ଥାନା ରେ ଅଭିଯୋଗ କରିଥିବା ଜଣାପଡିଛି। ଏ ଦେଖିବାକୁ ବାକି ରହିଲା ଯେ, ରିନା ନାଏକ ନ୍ୟାୟ କେବେ ପାଇବେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।