ନିଜର ପ୍ରଥମ ପ୍ରେମିକା ଐଶ୍ୱର୍ଯ୍ୟା କୁ ଏଇ ଗୋଟେ ଭୁଲ୍ ଲାଗି ସବୁ ଦିନ ପାଇଁ ପର କରିଦେଇଥିଲେ ସଲମାନ୍ ! ଏବେ ବି ମୁହଁ ଚାହୁଁ ନାହାନ୍ତି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରାୟତଃ ସମୟରେ ଶୁଣି ଥିବେ କି ଐଶୋରର୍ଯ୍ୟା ରାୟ ବଚ୍ଚନ ଓ ସଲମାନ୍ ଖାନ ଙ୍କ ସମ୍ପର୍କ ରେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ହୋଇଥାଏ।
ତେବେ ଆପଣ ମାନେ ଜାଣିଥିବେ କି ସଲମାନ୍ ଖାନ ଓ ଐଶୋରର୍ଯ୍ୟା ରାୟ ବଚ୍ଚନ ଙ୍କ ଯୋଡ଼ି କୁ ଲୋକ ମାନେ ଖୁବ୍ ପଶନ୍ଦ କରୁଥିଲେ। ଆଉ ତାଙ୍କୁ ଖୁବ୍ ଭଲ ପାଇବା ମଧ୍ୟ ଦେଉଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ଆରମ୍ଭ ହୋଇଥିଲା।
ହମ୍ ଦିଲ ଦେ ଚୁକେ ଫିଲ୍ମ୍ ପରେ ଦୁହେଁ ଦୁହିଁଙ୍କୁ ଅନେକ ଦିନ ଧରି ଡେଟ୍ ମଧ୍ଯ କରିଥିଲେ। ମାତ୍ର ଏହି ସମ୍ପର୍କ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା। କାରଣ ଦୁହିଁଙ୍କ ମଧ୍ୟରେ ତିକ୍ତତା ଲାଗି ରହିଲା ଯାହା ଫଳରେ କି ୨୦୦୩ ମସିହାରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ।
ଆଉ ଦୁହେଁ ଅଲଗା ହେବା ପରେ ଐଶୋରର୍ଯ୍ୟା ମିଡିଆ ସାମ୍ନାରେ କିଛି ଏଭଳି ମନ୍ତବ୍ୟ ରଖିଥିଲେ ଯାହାକୁ କି ସଲମାନ୍ ଖାନ ବିଲକୁଲ ପସନ୍ଦ କରି ନଥିଲେ।
ଐଶୋରର୍ଯ୍ୟା ରାୟ ବଚ୍ଚନ କହିଥିଲେ କି ସେ ସଲମାନ୍ ଙ୍କ ସହ ସମ୍ପର୍କ ରେ ଥିବା ସମୟରେ ଅନେକ ଥର ସଲମାନ୍ ତାଙ୍କ ଉପରକୁ ହାତ ଉଠାଇଛନ୍ତି। ଆଉ ଏଭଳି କିଛି କାର୍ଯ୍ୟ କରିଛନ୍ତି ଯାହାକି ଐଶୋରର୍ଯ୍ୟାଙ୍କୁ ବିଲକୁଲ ପଶନ୍ଦ ନୁହେଁ।
ଏଭଳି ଅନେକ କାଠର ବ୍ୟବହାର ସେ ଐଶୋରର୍ଯ୍ୟା ଙ୍କ ସହ କରିଛନ୍ତି। ମାତ୍ର ଏହି କଥାକୁ ସଲମାନ୍ ବିଲକୁଲ ପସନ୍ଦ କରି ନଥିଲେ। ଏବଂ ଏହାର ସେ ଘୋର ବିରୋଧ ମଧ୍ୟ କରିଥିଲେ।
ସେ କହିଥିଲେ କି ସେ କେବେ ହେଲେ କାହା ଉପରକୁ ହାତ ଉଠାଇ ନାହାଁନ୍ତି। ଆଉ ସେ ଐଶୋରର୍ଯ୍ୟା ଙ୍କ ଉପରକୁ କେବେ ହେଲେ ମଧ୍ୟ ହାତ ଉଠାଇ ନଥିଲେ। ସେଥିପାଇଁ ସେ ତାଙ୍କର ସମସ୍ତ ଅଭିଯୋଗ କୁ ଭିତ୍ତିହୀନ ବୋଲି କହିଥିଲେ।
ଆଉ ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଆରୋପ ବୋଲି ଦର୍ଶାଇ ଥିଲେ । ଆଉ ଯଦି ସେ ଐଶୋରର୍ଯ୍ୟା ରାୟ ବଚ୍ଚନ ଙ୍କ ଉପରକୁ ହାତ ଉଠାଇ ଥାଆନ୍ତେ ତେବେ ଐଶୋରର୍ଯ୍ୟା ରାୟ ବଚ୍ଚନ ଆଉ ବଞ୍ଚିବାର ସ୍ଥିତି ରେ ନଥାନ୍ତେ ବୋଲି କହିଛନ୍ତି।