ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ ଦେଖନ୍ତୁ କେମିତି ହନିମୁନ ଆଗରୁ ହେଲା ସ୍ଵାମୀଙ୍କ ଏମିତି ଭାବେ ପରଲୋକ ଶୁଣିଲେ କାନ୍ଦି ପକାଇବେ

 
ନମସ୍କାର ପାଠକ ବନ୍ଧୁ। ବିବାହ ଏକ ପବିତ୍ର ବନ୍ଧନ। ବିବାହ ଆଣିଦେଇଥାଏ ନବଦମ୍ପତି ଙ୍କ ଜୀବନରେ ନୂଆ ଖୁସି ର ଲହରୀ। ହେଲେ ଭାବନ୍ତୁ ତ ଯଦି ଏହି ଖୁସି ର ଲହରୀ ପାଲଟି ଯାଏ ଦୁଃଖ ର ଅସୀମା ଅଶ୍ରୁ ରେ।
ବିବାହର କିଛି ସମୟ ମଧ୍ୟରେ ହସଖୁସି ପୂର୍ଣ୍ଣ ଘର ପାଲଟିଯାଏ ଶୋକ ଆବାସ ରେ..!! ହନିମୁନ ଯିବା ପୂର୍ବ ରୁ ହୋଇଯାନ୍ତି ନବବିହିତ ଦମ୍ପତି ଜନ୍ମ ଜନ୍ମ ପାଇଁ ବିଚ୍ଛିନ୍ନ..!! କଣ ରହିଛି ଏହି ଘଟଣା ପଛରେ ସତ୍ୟତା ଆସନ୍ତୁ ଜାଣିବା।
ମେରଠ ର ସରୋଜ୍ ର ମେନପାଟ୍ଟି ଗାଁ ରେ ଦେଖିବାକୁ ମିଳିଛି ଏପରି ଏକ ଦୁଃଖଜନକ ଦୁର୍ଘଟଣା। ଗୁଡଗାଓ ର ପ୍ରାଇଭେଟ୍ ଆଇଟି କ୍କମ୍ପାନି ରେ କାମ କରୁଥିବା ସନ୍ନି ଯାଇଥିଲେ ନିଜ ଗାଁ କୁ କରିବା ପାଇଁ ବିବାହ।
ବରଯାତ୍ରୀ ନାଚିଲେ ଖୁବ୍ ସୁନ୍ଦର୍ ଭାବରେ ହୋଇଥିଲା ବିବାହ। ନବବିବାହି ବହୁ ଙ୍କୁ ନେଇ ନିଜ ଘରକୁ ଆସିଥିଲେ ସନ୍ନି। ଘରେ ପହଞ୍ଚି ବିବାହ ପରେ କରାଯାଇଥିଲା ରସମ। ହସ ଉଲ୍ଲାସ ରେ ଭାସି ଉଠିଥିଲା ବାହାଘର। କିନ୍ତୁ ଏହା ପରେ ଘଟିଯାଇଥିଲା ଏକ ଅଘଟଣ।
ହନିମୁନ ଯିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ନବଦମ୍ପତ୍ତି। ଯିବା ପାଇଁ ଫ୍ଲାଇଟ୍ ର ଟିକେଟ ଥିଲା ପ୍ରସ୍ତୁତ। ହନିମୁନ ଯିବା ପାଇଁ ପୋଷାକ ମଧ୍ୟ ପାକିଂ କରିଦେଇଥିଲେ। ହେଲେ ଗଢ଼ିବା ପୁର୍ବ ରୁ ଛିନ୍ନ ହୋଇ ଭାଙ୍ଗିଗଲା ସୁନା ର ସଂସାର । 
ସବୁ ରସମ୍ ସରିବା ପରେ ସନ୍ନି ତାଙ୍କ କିଛି ବନ୍ଧୁ ଙ୍କ ସହ ରାତିରେ ବାହାରିଯାଇଥିଲେ ସହର ଭ୍ରମଣ କରିବାକୁ ହେଲେ ଦୁର୍ଘଟଣା ରେ ଚାଲିଗଲା ତାଙ୍କ ଜୀବନ।
ରାସ୍ତା କନଷ୍ଟ୍ରକ୍ସନ ଚାଲୁଥିବା ସମୟରେ ଗାଡ଼ି ନିଜର ଆପା ହରାଇଥିଲା ଏବଂ ଗାଡ଼ି ର ହୋଇଗଲା ଏକ୍ସିଡେଣ୍ଟ। ବିବାହ ର ୧୬ ଘଣ୍ଟା ମଧ୍ୟ ରେ ଚାଲିଗଲା ସନ୍ନି ଙ୍କ ଜୀବନ। ନବବିବାହିତ ବହୁ ହୋଇଗଲା ନବବିଧବା। ହାତରୁ ବିବାହ ମେହେନ୍ଦି ଚଡ଼ିବା ପୁର୍ବ ରୁ ଲିଭିଗଲା ମଥା ର ସିନ୍ଦୁର।