YouTube ଦେଖିଲା ଆଉ ଯୁବତୀ ଛୁଆ ଜନ୍ମ କଲା, ଆଉ ତାପରେ ..

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସୋସିଆଲ ମିଡ଼ିଆ ସାଇଟ ଯେପରିକି ୟୁଟ୍ୟୁବରେ, ଇନଷ୍ଟାଗ୍ରାମରେ, ଫେସବୁକରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ତ ୟୁଟ୍ୟୁବରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।
ଅନେକ ଲୋକ ୟୁଟ୍ୟୁବରେ ଅନେକ ପ୍ରକାରର ଭିଡିଓ ଦେଖି ସେଥିରୁ ଅନେକ କିଛି ଶିକ୍ଷା କରିଥାନ୍ତି । ଆପଣମାନେ ୟୁଟ୍ୟୁବରେ ରୋଷେଇ ଭିଡିଓ, ନାଚ ଭିଡିଓ, ଗୀତ ଭିଡିଓ ଏବଂ ଅନେକ ପ୍ରକାରର ପାଠ ଜନିତ ଭିଡିଓ ଆଉ ଏହାସହ ସବୁ ପ୍ରକାରର ଭିଡିଓ ପାଇପାରିବେ ।
ଏହି ଭିଡିଓ ମାଧ୍ୟମରେ ଲୋକମାନେ ସବୁବେଳେ ସବୁ କଥା ବା କାମ କରିଥାନ୍ତି । ଏବେ ଏହି ୟୁଟ୍ୟୁବରେ ଏଭଳି କିଛି ଖବରକୁ ନେଇ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ସାଧାରଣତଃ ସନ୍ତାନ ଜନ୍ମ କରିବାକୁ ମହିଳାମାନେ ମେଡ଼ିକାଲକୁ ଯାଇଥାନ୍ତି । କିନ୍ତୁ ଏହି ଭିଡିଓରେ ଆପଣ ଏଭଳି ଏକ ଖବର ଶୁଣିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ନାବାଳିକା ୟୁଟ୍ୟୁବରେ ସନ୍ତାନ ଜନ୍ମ କରିବାର ଭିଡିଓ ଅର୍ଥାତ୍ ପ୍ରସବ ଭିଡିଓ ଦେଖି ସନ୍ତାନ ଜନ୍ମ କରିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହା ହେଉଛି ସାଙ୍ଘାତିକ ମାନସିକତା । ୟୁଟ୍ୟୁବ ଦେଖି ନିଜେ ନିଜର ଡେଲିଭରି କରିଲା ନାବାଳିକା । 
ୟୁଟ୍ୟୁବ ପ୍ରସବ ପଡିଲା ମହଙ୍ଗା । ଶେଷରେ ଆଖି ବୁଜିଲା ନବଜାତ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରରେ । ୧୫ ବର୍ଷୀୟା ନାବାଳିକା ସବୁବେଳେ ଫୋନରେ ସମୟ ବିତାନ୍ତି । ଅଧିକାଂଶ ସମୟରେ ସେ ଅଜଣା ଲୋକଙ୍କ ସହ ଚାଟିଂ ବି କରନ୍ତି ।
ଏମିତି କରିବା ପରେ ଜଣେ ଯୁବକ ତାଙ୍କୁ ଦେଖା କରିଥିଲେ । ଆଉ ଏହାପରେ ସେ ଗର୍ଭବତୀ ହୋଇଥିଲେ । ଏହିକଥା ଘରେ କେହି ନ ଜାଣିବା ପାଇଁ ସେ ୟୁଟ୍ୟୁବ ଦେଖି ପ୍ରସବ କରିବା ଶିଖିଥିଲେ । ଆଉ ଘରେ କେହି ନଥିବା ସମୟରେ ସେ ପ୍ରସବ କରିଥିଲେ । 
ପରେ ଛୁଆର କାନ୍ଦ ବାହାରକୁ ନ ଶୁଭିବା ପାଇଁ ସେ ଛୁଆର ଗଳାକୁ ବାନ୍ଧି ବ୍ୟାଗରେ ପୁରାଇ ଛାତରେ ରଖି ଦେଇଥିଲେ । ଫଳରେ କଅଁଳ ଶିଶୁଟି ଆଖି ବୁଜି ଦେଇଥିଲା । ତାପରେ ଘର ସାରା ରକ୍ତ ପଡ଼ିଥିବାରୁ ତାଙ୍କ ମାଆଙ୍କ ସନ୍ଦେହ ହୋଇଥିଲା ।
ଏହାପରେ ମାଆ ପଚାରିବାରୁ ଋ-ତୁ-ସ୍ରା-ବ ହୋଇଛି ବୋଲି ନାବାଳିକା କହିଥିଲେ । ପରେ ଛୁଆ ବିଷୟରେ ଜାଣିବାରୁ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମାଆ । ଏପର୍ଯ୍ୟନ୍ତ ଯିଏ ତାଙ୍କ ସହ ଦୁ-ଷ୍କ-ର୍ମ କରିଥିଲା ତାକୁ ପୋଲିସ ଧରି ପାରିନାହିଁ ।