କାହାକୁ ପ୍ରେମ କରୁଥିଲେ କରନ୍ତୁ ଏହି ୨ ଟି କାମ ଆଉ ତା ପରେ ଦେଖନ୍ତୁ ଏହି ଚମତ୍କାର ୧୦୦ ଗୁଣା ଅଧିକ ବଢ଼ିଯିବ ପ୍ରେମ

 
ଏପରି ଦୁଇଟି ଉପାୟ ରହିଛି ଯାହାକୁ ଆପଣମାନେ କରିଲେ ଯାହାଙ୍କୁ ଆପଣମାନେ ଭଲ ପାଉଥିବେ ସେ ଆପଣଙ୍କୁ ଆହୁରି ଅଧିକ ଭଲ ପାଇବେ। ଯଦି ଏହି ଦୁଇଟି ଜିନିଷ ଆପଣମାନେ ଇଗ୍ନୋର କରିବେ ତାହେଲେ କେବେ ହେଲେ ଭଲ ପାଇବା ବଢାଇ ପାରିବେ ନାହିଁ।
ପ୍ରଥମଟି ହେଉଛି ବେଟର ହାଲ୍ଫ:- ଯଦି ଏହି ସମ୍ମାନ ଠିକ୍ ଭାବରେ ଦେଇ ପାରିବେ ତାହେଲେ ଭଲ ପାଇବା ବହୁତ ବଢିଯିବ।ଏହି ୱାର୍ଡ ଆପଣମାନେ ଶୁଣି ଥିବେ।ଆପଣମାନେ ଶୁଣି ଥିବେ ଅର୍ଦ୍ଧାଙ୍ଗିନୀ।
ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ଗାଳି ଦେଇଥାନ୍ତି,ମାଡ଼ ମାରୁଥାନ୍ତି,ନିର୍ଯାତନା ଦେଇଥାନ୍ତି ଏହା କାହାକୁ ଭଲ ଲାଗେ କି?ଏହାର ଉତ୍ତର ହେବ ନା।ତେଣୁ ପାର୍ଟନର ସହିତ ଏଭଳି କିଛି କରିବେ ନାହିଁ।
କାରଣ ସେ ଆପଣଙ୍କର ଅର୍ଦ୍ଧାଙ୍ଗିନୀ।ଏହାର ଅର୍ଥ ହେଉଛି ଭଲ ବ୍ୟବହାର ଦେଖାନ୍ତୁ ଆଉ ସମ୍ମାନ ଦିଅନ୍ତୁ।ପରସ୍ପର ଙ୍କ ସହିତ ସବୁବେଳେ ରହିଥାନ୍ତୁ।ଏକ ରୁଲ ରହିଛି ପ୍ରଥମେ ସେ ଆପଣଙ୍କର ଅର୍ଦ୍ଧାଙ୍ଗିନୀ ବୋଲି ଭାବନ୍ତୁ ଆଉ ତାଙ୍କୁ ସେହି ଦୃଷ୍ଟିରେ ଦେଖନ୍ତୁ।
ଯଦି ଆପଣ କାହା ଉପରେ ରାଗୁଛନ୍ତି ତାହେଲେ ସେମାନଙ୍କୁ ମଧ୍ୟ ରାଗି ବାକୁ ଦିଅ।ଯଦି ଆପଣଙ୍କର ଇଗୋ ଅଛି ତାଙ୍କୁ ମଧ୍ୟ ଈଗୋ ରଖିବାକୁ ଦେବା ଉଚିତ୍।
ଦ୍ୱିତୀୟ ହେଉଛି ପରସ୍ପର ଙ୍କୁ ଭଲ ଭାବରେ ବୁଝିବା ଉଚିତ।ଯେତେ ଜାଣିବା ଦରକାର ଜାଣନ୍ତୁ।ଏପରି ହେଲେ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ବଢିବ।ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନେ କହିଥାନ୍ତି ଯେ ସେ ତାଙ୍କ ପାର୍ଟନର ଙ୍କ ବିଷୟରେ ସବୁକିଛି ଜାଣିଛନ୍ତି।
କିନ୍ତୁ ଏପରି ହୋଇ ନଥାଏ।ସଂପର୍କ ଯେତେ ଦିନର ହୋଇଥାଉ ଅଥବା ବର୍ଷ ବର୍ଷ ର ହୋଇଥିଲେ ମଧ୍ୟ ପାର୍ଟନର ଙ୍କ ବିଷୟରେ ସବୁକିଛି ଜାଣି ନଥାନ୍ତି।
ଆପଣ କେବଳ ପାଖରେ ରୁହନ୍ତି,ଯେଉଁ ଜିନିଷ ଦେଖିଥିବେ ତାହା ହିଁ କେବଳ ଜାଣିଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।