ବିରାଟ ଆଉ ରୋହିତ ଙ୍କ ଫଟୋ କୁ ଏମିତି କରିଦେଲା AI (Artificial intelligence) ରୋବୋଟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଭାରତୀୟ କ୍ରିକେଟ ଖେଳାଳୀ ମାନଙ୍କ ଛୋଟ ବେଳର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଯାହାକୁ ଦେଖିବାକୁ ଲୋକ ମାନେ ଖୁବ ପସନ୍ଦ ମଧ୍ଯ କରୁଛନ୍ତି। ଫଟୋ ଗୁଡ଼ିକ AI ଏଡିଟ କରାଯାଇ ତାକୁ ଭାଇରାଲ କରା ଯାଉଛି। ସେହି ଫଟୋ ଗୁଡିକରେ ସେମାନେ ମଧ୍ୟ ୧ ରୁ ୨ ବର୍ଷ ର ଛୋଟ ପିଲା ଭଳି ଦେଖା ଯାଉଛନ୍ତି।
ବିରାଟ କୋହଲି ଙ୍କ ସମ୍ପର୍କ ରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ସେ ବ୍ୟାଟସ୍ ମ୍ୟାନ ଭାବରେ ସର୍ବାଧିକ ରନ କରି ଆଗରେ ମଧ୍ୟ ଅଛନ୍ତି। ଆଇପିଏଲ ରେ ତାଙ୍କ ଟିମ୍ RCB ରେ ମଧ୍ୟ ତାଙ୍କର ଭଲ ପ୍ରଦର୍ଶନ ରହିଛି। ଏବେ ତାଙ୍କର AI ଏଡିଟ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କି ସେ ଖୁବ୍ ସୁନ୍ଦର୍ ଦେଖା ଯାଉଛନ୍ତି।
ଆପଣ ମାନେ ଋଷାବ ପନ୍ତ ଙ୍କୁ ମଧ୍ଯ ଭଲ ଭାବରେ ଜାଣିଥିବେ। ତାଙ୍କର ଟିମ୍ DC ରେ ମଧ୍ଯ ତାଙ୍କର ଭଲ ପ୍ରଦର୍ଶନ ଥିଲା ହେଲେ ଦୁର୍ଘଟଣା କାରଣ ବସତଃ ସେ ଏ ବର୍ଷ ଆଇପିଏଲ ୨୦୨୩ ରେ ଅଂଶ ଗ୍ରହଣ କରି ପାରି ନାହାଁନ୍ତି। କାରଣ ସେ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ହୋଇ ନାହାଁନ୍ତି। ତାଙ୍କର ମଧ୍ଯ ଏବେ AI ଏଡିଟ୍ ରେ ଛୋଟ ବେଳର ଫଟୋ ଭାଇରାଲ୍ ହେବାରେ ଲାଗିଛି।
ଜସ୍ପ୍ରିତ୍ ବୁମରା ଙ୍କ ଛୋଟ ବେଳର AI ଏଡିଟ ଫଟୋ ମଧ୍ୟ ଦର୍ଶକ ମାନଙ୍କୁ ଏବେ ଖୁବ ପସନ୍ଦ ଆସିବାରେ ଲାଗିଛି। ସେ ହେଉଛନ୍ତି ଏକ ଦକ୍ଷ ବୋଲର। ତାଙ୍କର ବୋଲିଂ ରୁ ବ୍ୟାଟସ୍ ମ୍ୟାନ ମାନେ ସର୍ବଦା ନିଜ ୱିକେଟ ବଞ୍ଚାଇବାକୁ ଚାହାଁନ୍ତି।
ଦିନେଶ କାର୍ତ୍ତିକ ହେଉଛନ୍ତି ଜଣେ ଭାରତୀୟ ଖେଳାଳୀ। ଯଦି ଧୋନି ଙ୍କ ପରେ ୱିକେଟ କିପିଂ ରେ କାହା ନାମ ସାମ୍ନାକୁ ଆସେ ତେବେ ସେ ହେଉଛନ୍ତି ଦିନେଶ କାର୍ତ୍ତିକ। ସେ ଖୁବ ସୁନ୍ଦର୍ ୱିକେଟ କିପିଂ କରନ୍ତି ଏବଂ ଭଲ ବ୍ୟାଟିଂ ମଧ୍ଯ କରନ୍ତି। ତାଙ୍କର ମଧ୍ୟ AI ଏଡ଼ିଟ ଫଟୋ ଭାଇରାଲ୍ ହେଉଛି।
ଏମଏସ ଧୋନି ଙ୍କୁ କିଏ ଅବା ନ ଚିହ୍ନେ। ସେ ଅବସର ନେଇ ସାରିଥିଲେ ଶୁଦ୍ଧା ଫିଲ୍ଡ ଉପରେ ଲୋକ ମାନେ ଏବେ ମଧ୍ୟ ତାଙ୍କର ଚାମତ୍କରିତା କୁ ଲୋକ ମାନେ ମାନେ ପକାଉଛନ୍ତି। ତାଙ୍କର ମଧ୍ୟ ଅନେକ ଫ୍ୟାନ ମାନେ ଅଛନ୍ତି ଆଉ ସେମାନେ ମଧ୍ଯ ଧୋନୀ ଙ୍କ ଏହି AI ଏଡ଼ିଟ୍ ଛୋଟ ବେଳର ଫଟୋ କୁ ଖୁବ ପଶନ୍ଦ କରିଛନ୍ତି।
କ୍ରିକେଟ ର ନାମ ସହିତ ସଚିନ ତେନ୍ଦୁଲକର ଙ୍କ ନାମ ମଧ୍ଯ ଜଡ଼ିତ ଅଟେ। ତାଙ୍କର ମଧ୍ୟ ଭାରତିୟ କ୍ରିକେଟ ଟିମ୍ ପାଇଁ ଅନେକ ଅବଦାନ ରହିଛି। କାରଣ ତାଙ୍କ ପାଇଁ ମଧ୍ଯ ଭାରତ ଅନେକ ଟ୍ରଫି ଜିତିଛି। ତାଙ୍କର ମଧ୍ୟ ଏବେ AI ଏଡିଟ ରେ ଛୋଟ ବେଳର ଫଟୋ ଭାଇରାଲ ହେବାରେ ଲାଗିଛି।
ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ରୋହିତ ଶର୍ମା ହେଉଛନ୍ତି ଭାରତୀୟ ଟିମ୍ ର ଅଧିନାୟକ। ସେ ବେଶ ଭଲ ଭାବରେ ମଧ୍ୟ ନିଜ ଅଧିନାୟକ ଦାୟିତ୍ଵ କୁ ମଧ୍ୟ ତୁଲାଉ ଛନ୍ତି। ସେଥିପାଇଁ ଲୋକ ମାନେ ତାଙ୍କୁ ପ୍ରଶଂସା ମଧ୍ଯ କରୁଛନ୍ତି। ଏବେ ସୋସିଆଲ ମିଡ଼ିଆରେ ତାଙ୍କର AI ଏଡ଼ିଟ୍ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।