ଶେଷରେ ମୁହଁ ଖୋଲିଲେ ପୋଲିସ ଆଗରେ ସବୁ ହେଇଛି ମତେ ଥାନାକୁ ନିଅ ମୁଁ ସବୁ କହିବି

 
ଜଣେ ବ୍ୟକ୍ତି ଙ୍କୁ ହ-ତ୍ୟା କରାଯାଉଛି ବୋଲି ଗ୍ରାମବାସୀମାନେ କହିଛନ୍ତି।ବର୍ତ୍ତମାନ ଏହି ଘଟଣା ଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ବ୍ୟକ୍ତି ଙ୍କ ନାମ ହେଉଛି ଚନ୍ଦୁଆ।ତାଙ୍କୁ ହ-ତ୍ୟା କରାଯାଇଛି ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ବିଷୟରେ ଜାଣିଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି।ଜଣେ ସ୍ତ୍ରୀ ଲୋକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସ୍ବାମୀ ଆଉ ସ୍ତ୍ରୀ ଦୁଇ ଜଣ ବାଡ଼େଇଛନ୍ତି।
କାରଣ ଆଉ କେହି ନଥିଲେ।କେବଳ ସ୍ବାମୀ ସ୍ତ୍ରୀ ହିଁ ସେଠାରେ ଦୁହେଁ ଥିଲେ।ସେମାନେ ଦେଖିଛନ୍ତି।ସେମାନେ ଦେଖିଛନ୍ତି ବୋଲି ମିଡ଼ିଆ ସାମ୍ନାରେ କହି ସାରିଲେଣି।ସେ ଦୁଇ ଜଣ ମାରିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ ଦେଖିଛନ୍ତି।କିନ୍ତୁ ଏଥିରେ କିଛି ଲୋକ ଯେତେବେଳେ ପ୍ରତିବାଦ କରିଥିଲେ ସେତେବେଳେ ମହିଳା ଜଣଙ୍କ ଚିତ୍କାର କରି କହୁଥିଲେ ସମସ୍ତେ ଦେଖିଛନ୍ତି।
୯:୩୦ ଟା ସମୟରେ ତିନି ରୁ ଚାରି ଜଣ ଲୋକ ଥିଲେ ଆଉ କେହି ଘରେ କେହି ନଥିଲେ।ବର୍ଷା ହେଉଥିଲା ସମସ୍ତେ ନିଜେ ଘରେ ନିଜେ ଥିଲେ।କିନ୍ତୁ ଆଉ କିଛି ମହିଳା ମାନେ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଙ୍କୁ ହ-ତ୍ୟା କରାଯାଇଛି ସେ ବହୁତ ଜୋରେ ଚିଲାଇଛନ୍ତୀ ବୋଲି କହିଥିଲେ।କିନ୍ତୁ ଅନ୍ୟ କିଛି ମହିଳାମାନେ କହୁଛନ୍ତି ତାଙ୍କୁ ଏସବୁ କିଛି ଶୁଣା ଯାଇନଥିଲା।ପାଟିତୁଣ୍ଡ କିଛି ହୋଇଥିଲା ବୋଲି ସେମାନେ ଜାଣି ନାହାନ୍ତି।
ଅନ୍ୟ ଜଣେ ମହିଳା କହିଛନ୍ତି ଯେ ଯେତେବେଳେ ସ୍ବାମୀ ସ୍ତ୍ରୀ ଦୁଇ ଜଣ ହ-ତ୍ୟା କରିଥିଲେ ସେ ଦେଖିଛନ୍ତି ଏବଂ ସେ ଥାନାକୁ ଯାଇ ସବୁ କଥା କହିବେ।ମହିଳା ଜଣଙ୍କ ସେହି ସମୟରେ କାମରୁ ଫେରୁଥିଲେ।ସେଥିପାଇଁ ସେ ଦେଖିଥିଲେ।ଯିଏ ମାରିଛନ୍ତି ପୋଲିସ ତାଙ୍କୁ ସବୁ କାମରେ ସପୋର୍ଟ କରୁଛନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି।ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।