ଭାରତୀୟ ଫିଲ୍ମ ଉପରେ ପଡୁଛି ଏହି ସବୁ ପ୍ରଭାବ ଯାହାଦ୍ବାରା ଆଜି ଫିଲ୍ମ୍ ଦୁନିଆ ....

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ କଳାକାର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ସାଂସଦ ଅନୁଭବ ମହାନ୍ତିଙ୍କୁ ଭଲଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଆଉ ତାଙ୍କ ରାଜନୀତିକ ଜୀବନ ମଧ୍ୟ ବହୁତ ସୁନ୍ଦର ଅଟେ । ଆଉ ସେ ଜଣେ ଭଲ ସୁଶାସକ ଅଟନ୍ତି ।
ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସାଂସଦ ଅନୁଭବ ମହାନ୍ତି ଏକ ଅଭିଭାଷଣ ଦେଇଛନ୍ତି ଆମ ପରମ୍ପରା ଆଉ ସଂସ୍କୃତିକୁ ନେଇ । ଆଉ ସେ କହିଛନ୍ତି ବହୁତ ପ୍ରକାରର ସଂସ୍କୃତି ଆଉ ପରମ୍ପରା ଭାରତରେ ଅଛି ଆଉ ସବୁ ଅଲଗା ଅଲଗା ହୋଇଥିଲେ ମଧ୍ୟ ସମସ୍ତେ ଏକାଠି ହୋଇଯାଆନ୍ତି । ଆଉ ଆଗରୁ ସିନ୍ଦୂର କେବଳ ନାଲ୍ ରଙ୍ଗର ଥିଲା କିନ୍ତୁ ଏବେ ଅନେକ କଲରର ଆସୁଛି ଆଉ ଏହା ଭଲ ନୁହେଁ ।
ଆଉ ଲୋକମାନେ ଯେତେ ମର୍ଡନ ହେଉଛନ୍ତି ସେତେ ସଂସ୍କୃତି ଆଉ ପରମ୍ପରା ଭୁଲି ଯାଉଛନ୍ତି । ଆଉ ଅନେକ ରାଜନେତା ଏମିତି ଅଛନ୍ତି ଯେଉଁମାନେ କି ଏଠାରେ ଅଭିନେତା ଅଛନ୍ତି । ଆଉ କୂଟନୀତି କରୁଛନ୍ତି । ଆଗରୁ ଫିଲ୍ମ୍ ଏକ ସଂସ୍କୃତି କୁ ନେଇ ହେଉଥିଲା ଆଉ ତାପରେ କାଳ୍ପନିକ ବିଷୟବସ୍ତୁକୁ ନେଇ ଆଉ ଏବେ ସଂସ୍କୃତି ଏବଂ ପରମ୍ପରାକୁ ନେଇ ଫିଲ୍ମ୍ ତିଆରି ହେଉଛି । ଆଉ ଆଜିକା ଦୁନିଆରେ ଇତିହାସ ଆଉ ସଂସ୍କୃତିକୁ ନେଇ ଫିଲ୍ମ୍ କରିଲେ ଏହା ବହୁତ ସୁନ୍ଦର ହେବ ।
ଆଉ ଆଜିକା ଦୁନିଆରେ ଫିଲ୍ମର ବହୁତ ଚାହିଦା ହେଉଛି ଆଉ ସେଥିପାଇଁ ଫିଲ୍ମ୍ ଭଲ ବା ସଂସ୍କୃତି ଓ ପରମ୍ପରା ବା ଭାରତୀୟ ସଂସ୍କୃତିକୁ ନେଇ ହେଲେ ଏହା ଅନେକ ଶିକ୍ଷା ଦେବ । ଆଉ ସେ ଏହି ଅଭିଭାଷଣ ପୁନେରେ ଦେଇଛନ୍ତି । ଆଉ ଆଜିକାର ଯୁବ ଗୋଷ୍ଠୀଙ୍କ ପାଇଁ ସେ ଅନେକ କଥା କହିଛନ୍ତି । ସେ କହିଛନ୍ତି ପାଶ୍ଚାତ୍ୟ ଧାରାକୁ ଅବଲମ୍ବନ କରି ଆମ କାର୍ଯ୍ୟକୁ ଭୁଲି ଯାଉଛେ । ଆଉ ସେଥିପାଇଁ ଆମକୁ ଏକଜୁଟ ରହିବାକୁ ପଡିବ ।ଆପଣ ଯେତେ ବି ବଡ ହୁଅନ୍ତୁ ବା ଯେଉଁଠି ବି ରୁହନ୍ତି କେବେ ଆପଣଙ୍କ ସଂସ୍କାର ଆଉ ସଂସ୍କୃତିକୁ ଭୁଲନ୍ତୁ ନାହିଁ ।