ଛାଡପତ୍ର କୁ ନେଇ ମୁଁହ ଖୋଲିଲେ ଅନୁଭବ ମହାନ୍ତି ଦେଖନ୍ତୁ କଣ କହିଲେ ଶେଷରେ Exclusive Visual

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ଲୋକ ମାନେ ତାଙ୍କୁ ପ୍ରେମରେ ଭାଇ ଜାନ ବୋଲି ଡାକନ୍ତି।
ଆଜି ସେହି ସୁପରଷ୍ଟାର ଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ପର୍କ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ତେବେ ଆପଣ ମାନେ ଜାଣିଥିବେ କିଛି ଦିନ ହେଲା ସେ ବାଦ ବିବାଦ ରେ ଛନ୍ଦି ହୋଇ ଯାଇଛନ୍ତି।
ହେଲେ ସେ ସେଠାରେ ଅଟକି ଯାଇ ନାହାଁନ୍ତି। ତାଙ୍କର ଏବେ ନୁଆ ସିନେମା ଆସିବାକୁ ଯାଉଛି ଯାହାର ନାମ ହେଉଛି ଲଭ୍ ଇନ୍ ଲଣ୍ଡନ। ସେ କହିଛନ୍ତି କି ଲଭ୍ ଇନ୍ ଲଣ୍ଡନ ହେଉଛି
ଭିନ୍ନ ଏକ ଫିଲ୍ମ୍ କାରଣ ଏଥିରେ ଏଭଳି ଏକ ଟ୍ୱିଷ୍ଟ ଅଛି ଯାହାକି ଆପଣ ମାନେ ସ୍ବପ୍ନ ରେ କେବେ ହେଲେ ମଧ୍ୟ ଭାବି ନଥିବେ। ଏବଂ ଏହା ହେଉଛି ଏକ ଫାମିଲି ଫିଲ୍ମ୍ ଓ ଏହାକୁ ଆପଣ ମାନେ ଆପଣ ମାନଙ୍କ ପରିବାର ସହ ବସି ଆପଣ ମାନେ ଦେଖି ପାରିବେ।
ଏହା ହେଉଛି ପ୍ରଥମ ଓଡିଆ ଚଳଚ୍ଚିତ୍ର ଯେଉଁଥିରେ କି ବହୁତ୍ ଉଚ୍ଚ କୋଟି ର Technology ର ବ୍ୟବହାର କରାଯାଇଛି।
ତାଙ୍କ ବିପକ୍ଷରେ ଥିବା ଦୁଇଜଣ ହିରୋଇନ୍ ମାନଙ୍କର ମଧ୍ଯ ଖୁବ ପ୍ରଶଂସା କରିଛନ୍ତି।
ସେମାନେ ଦୁଇ ଜଣ ଜୀବନରେ ଅଧିକ କାମ କରିବାକୁ ଅନୁଭବ ମହାନ୍ତି ତାଙ୍କ ପାଇଁ ଶୁଭକାମନା ମଧ୍ଯ ଚିନ୍ତା କରିଛନ୍ତି। ଏବଂ ଅନୁଭବ ମହାନ୍ତି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।
ସେ କହିଛନ୍ତି କି ବିବାହ କରିବା ପୁର୍ବରୁ ସେ କେବେ ହେଲେ ଭାବି ନଥିଲେ କି ଦିନେ ତାଙ୍କୁ ଛାଡ଼ପତ୍ର ଦେବା ପାଇଁ ପଡ଼ିବ। ଏକଥା ସେ ନିଜ ସ୍ବପ୍ନ ରେ ସୁଦ୍ଧା ଚିନ୍ତା କରି ପାରି ନଥିଲେ।
ହେଲେ ତାଙ୍କୁ ଏବେ ପରିସ୍ଥିତି ଏଭଳି ବାଧ୍ୟ କରିଛି କି ସେ ଏବେ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ତେବେ ଆପଣଙ୍କୁ ଅନୁଭବ ମହାନ୍ତି ଙ୍କ କଥା କେତେଦୂର ଠିକ୍ ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣେଇବାକୁ ଅନୁରୋଧ।