ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦେଖନ୍ତୁ ଚାହୁଁ ଚାହୁଁ ବିତିଗଲା ବର୍ଷେ ଥରେ ଦେଖନ୍ତୁ କେମିତି ଅଛି ବର୍ତ୍ତମାନ ପରିସ୍ଥିତି

 
ବନ୍ଧୁଗଣ ଆପଣମାନେ ସମସ୍ତେ ଟିଭି ହେଉ ବା ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଖବର ଦେଖୁଥିବେ । ଅନେକ ପ୍ରକାରର ନ୍ୟୁଜ ଚ୍ୟାନେଲ ଦ୍ଵାରା ଅନେକ ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଅନେକ ପ୍ରକାରର ଖବର ଆପଣଙ୍କୁ ଅଲଗା ଅଲଗା ନ୍ୟୁଜ ଚ୍ୟାନେଲର ରିପୋର୍ଟରମାନେ ବିଭିନ୍ନ ଘଟଣା ଯୋଗାଉଥିବେ । ଆଉ ଏହି ରିପୋର୍ଟରମାନେ ବହୁତ ସାହସୀ ଆଉ ସାରା ଓଡିଶାବାସୀଙ୍କୁ ସବୁ ଖବରର ସୂଚନା ଦେଇଥାନ୍ତି ।
ଆଉ ଆପଣମାନେ ତ ସମସ୍ତେ ଓଡ଼ିଶାର ନମ୍ବର ୱାନ ନ୍ୟୁଜ ଚ୍ୟାନେଲ ବା ସମସ୍ତଙ୍କର ପ୍ରିୟ ନ୍ୟୁଜ ଓଟିଭି ଅଟେ । ଆଉ ଏହି ନ୍ୟୁଜ ଚ୍ୟାନେଲ ସାରା ଓଡ଼ିଶାରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛି । ଆଉ ଆଜିକୁ ୧ ବର୍ଷ ହେବ ଆମେ ଜଣେ ସାହସୀ ରିପୋର୍ଟରଙ୍କୁ ହରାଇଥିଲେ । ଆଉ ସେ ଥିଲେ ଜଣେ ସାହସୀ ଆଉ ସବୁଠୁ ଭଲ ରିପୋର୍ଟର । ଆମ ଓଡ଼ିଶାବାସୀ ଏହି ରିପୋର୍ଟରଙ୍କୁ ହରାଇ ଆଜି ଦୁଃଖିତ ଅଛି । ଏହି ରିପୋର୍ଟର ଜଣକ ହେଉଛନ୍ତି ଅରବିନ୍ଦ ଦାସ । ଏହି ବ୍ୟକ୍ତିତ୍ଵ ଏକ ମହାନ୍ ବ୍ୟକ୍ତିତ୍ଵ ଭାବେ ସବୁଆଡ଼େ ପରିଚିତ ।
ତାଙ୍କର ଶ୍ରାଦ୍ଧ ବାର୍ଷିକରେ ଏକ ଶାନ୍ତି ସଭା ଆୟୋଜିତ କରାଯାଇଥିଲା । ଆଉ ତାଙ୍କ ଜନ୍ମମାଟିରେ ଅର୍ଥାତ୍ କେଉଁଝର ଜିଲ୍ଲାର ଏକ ସ୍ଥାନରେ ତାଙ୍କର ଏକ ମୃଣ୍ମୟୀ ପ୍ରତିମା ସ୍ଥାପନ କରାଯାଇଛି । ଆଉ ଏହି ପ୍ରତିଭା ଜଣକ ସବୁ ଓଡ଼ିଶାବାସୀଙ୍କ ଘରେ ଘରେ ପରିଚିତ । ଆଉ ସେ ଏଭଳି ଜଣେ ସାହସୀ ରିପୋର୍ଟର ଥିଲେ ସେ ସବୁ ସ୍ଥାନକୁ ନଡରି ଯାଇ ନ୍ୟୁଜ କଭରେଜ କରନ୍ତି । ଆଉ ତାଙ୍କ ଭଳି କେହି ସାହସୀ ରିପୋର୍ଟର ନାହାଁନ୍ତି ବୋଲି ଓଡ଼ିଆ ଟେଲିଭିଜନର ଏମଡି ଜାଗି ପଣ୍ଡା କହିଛନ୍ତି ।
ଓଡ଼ିଆ ଟେଲିଭିଜନର ଏମଡି ଜାଗି ପଣ୍ଡା ରିପୋର୍ଟର ଅରବିନ୍ଦ ଦାସଙ୍କ ବାର୍ଷିକ ଶ୍ରାଦ୍ଧ ସଭାରେ ଯୋଗ ଦେଇଥିଲେ । ଆଉ ସେ ଅରବିନ୍ଦ ଦାସଙ୍କ ପ୍ରତିମା ଆଗରେ ପୁଷ୍ପ ଅର୍ପଣ କରିଥିଲେ ।ଆଉ ସଭାରେ ସେ କହିଛନ୍ତି " ଏହିଭଳି ସାହସୀ ରିପୋର୍ଟରଙ୍କୁ ହରାଇ ଆଜି ଆମେ ଦୁଃଖିତ । ଆଉ ଏଭଳି ଜଣେ ସାହାସୀ ରିପୋର୍ଟର ଆଜିକା ଦୁନିଆରେ ମିଳିବା ଅସମ୍ଭବ ।ସେ ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବ । ଆଉ ସେ ସବୁବେଳେ ସବୁ ସମୟରେ ଆମର ମନେ ପଡ଼ିବେ ।ଆଉ ଏଭଳି ପ୍ରତିଭାଙ୍କୁ ଆଜି ସାରା ଓଡ଼ିଶାବାସୀ ହରାଇଛନ୍ତି "। ତାଙ୍କ ଆତ୍ମାର ସଦଗତି ହେଉ ।