ମୋ ସ୍ତ୍ରୀ କୁ ମୋ ବାପା ଦେହ ସୁଖ ଦିଏ

 
ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଆଉ ବାପା ଙ୍କ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବ୍ୟକ୍ତି ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ବାପା ତାଙ୍କ ସ୍ତ୍ରୀ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖୁଛନ୍ତି।
କିନ୍ତୁ ବ୍ୟକ୍ତି ଜଣଙ୍କ ଏସବୁ ଜାଣି ମଧ୍ୟ କିଛି କରି ପାରୁ ନାହାଁନ୍ତି।ସେମାନେ ଏପରି ଅଧର୍ମ କରୁଛନ୍ତି ଯେ ତାଙ୍କୁ ଭଗବାନ ବି ତାଙ୍କୁ କ୍ଷମା କରିବେ ନାହିଁ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।
ତାଙ୍କ ବାପା ଆଉ ସ୍ତ୍ରୀ ଙ୍କ ଯେଉଁ ପାପ କାମ କରୁଛନ୍ତି ତାହା ସେ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚାହୁଁଛନ୍ତି।ଏହିଭଳି ଘଟଣା ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଦେଖିଥିବେ।
ଦିଅର ଭାଉଜ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖୁଛନ୍ତି।ଆଉ କିଏ ବିବାହିତ ହୋଇ ମଧ୍ୟ ଅନ୍ୟ କାହା ସହିତ ଫେରାର ହୋଇଯାଇଛନ୍ତି।ଏହି ଘଟଣା ଟି ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ବ୍ୟକ୍ତି ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ଏସବୁ ଦେଖିବା ପରେ ଗ୍ରାମବାସୀ ମାନେ ମଧ୍ୟ ବ୍ୟକ୍ତି ଙ୍କୁ ପାଗଳ ବୋଲି କହିଛନ୍ତି।ଏହିପରି କଥା କୁ କେହି ବି ବିଶ୍ୱାସ କରୁ ନାହାନ୍ତି।ତେଣୁ ବ୍ୟକ୍ତି ଜଣଙ୍କ ଏସପି ସାର୍ ଙ୍କୁ ଅନୁରୋଧ କରିଛନ୍ତି
ଯେ ଏହି ଘଟଣାକୁ ସମାଧାନ କରନ୍ତୁ।ଆଉ ତାଙ୍କୁ ନ୍ୟାୟ ଦିଆଯାଉ।ବେହେଲେ ତାଙ୍କ ଜୀବନ ନଷ୍ଟ ହୋଇଯିବ।ବ୍ୟକ୍ତି ଜଣଙ୍କ କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ କହିଛନ୍ତି।
ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ବ୍ୟକ୍ତି ଜଣଙ୍କ ଭଗବାନ ଙ୍କ ରାଣ ଖାଇ କହିଛନ୍ତି ଯେ ସେ ଯାହା କହୁଛନ୍ତି ସତ କହୁଛନ୍ତି।
ଦର୍ଶକ ମାନେ ଏହା ଦେଖି ବହୁତ ଛି ଛି କରୁଛନ୍ତି।ଦୁଇ ବର୍ଷ ହୋଇଗଲାଣି ଏହି କଥା ଭାବି ଭାବି ବ୍ୟକ୍ତି ଜଣଙ୍କ ଚିନ୍ତାରେ ପଡ଼ି ଯାଇଛନ୍ତି।