ବୁଡିଯିବ କି ଆପଣଙ୍କ LIC ! ଦେଖନ୍ତୁ ଆପଣଙ୍କ ଟଙ୍କା ଅଛି କେତେ ସୁରକ୍ଷିତ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରୁ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଏବେ ଏକ ଖବର ଆସିଛି ଯାହା LIC କୁ ନେଇ ଆସିଛି ।
ଆପଣମାନେ ସମସ୍ତେ ତ LIC କଣ ଜାଣିଥିବେ । LIC ହେଉଛି ଏକ ଜୀବନ ବୀମା । ଯାହା ଆମକୁ ଅନେକ ଫାଇଦା ଯୋଗାଇଥାଏ । ଏହା ଜୀବନ ସହିତ ଆଉ ଜୀବନ ପରେ ମଧ୍ୟ ସହାୟକ ହୋଇଥାଏ ।
LIC ଖୋଲିଥିବା ଲୋକମାନେ କିଛି ଟଙ୍କା ଜମା କରିଥାନ୍ତି । ଆଉ ଜମା କରିଥିବା ଟଙ୍କା ଅନୁସାରେ ତାଙ୍କୁ ସେହି ଅନୁସାରେ ଟଙ୍କା ମିଳିଥାଏ ।
ଏହି LIC ର ସୁବିଧା ଆପଣମାନେ ମଧ୍ୟ ମରିଯିବା ପରେ ଆପଣଙ୍କ ପରିବାରଲୋକ ପାଇପାରିବେ । ହଠାତ୍ ଯଦି ଆପଣ କୌଣସି ଦୁର୍ଘଟଣାର ଶିକାର ହୁଅନ୍ତି ତାହେଲେ ବି ଏହି LIC ଆପଣଙ୍କୁ ସାହାଯ୍ୟ କରିବ ।
ଏବେ LIC କୁ ନେଇ ଆସିଥିବା ଖବର ହେଉଛି, ଆପଣ LIC ରେ ଖାତା ଖୋଲିବାକୁ ଚାହୁଁଛନ୍ତି କି ? କିମ୍ବା ଟଙ୍କା ବାନ୍ଧିବା ବା ଫିକ୍ସ୍ ଡିପୋଜିଟ କରିବାକୁ ଚାହୁଁଛନ୍ତି କି ?
ତାହେଲେ ଏହି ଖବର ବିଷୟରେ ଜାଣି ନିଅନ୍ତୁ । ବୁଡି ଯାଇପାରେ LIC । ଋଣ ଗ୍ରସ୍ତ ଥିବା ଅନେକ ଶିଳ୍ପପତି ଅମ୍ବାନୀଙ୍କ କମ୍ପାନୀ LIC ଏବେ ବୁଡି ଯାଇପାରେ ।
ରିଲିଆନ୍ସ କ୍ୟାପିଟାଲ ଉପରେ LIC ର ୩୪୦୦ କୋଟି ଟଙ୍କା ଋଣ ଅଛି । ଆଉ ଏଥିରୁ ସେ ୭୦୦ କୋଟି ଟଙ୍କା ପାଇପାରିବେ । ବିଜନେସ ଷ୍ଟାଣ୍ଡାର୍ଡ ରିପୋର୍ଟ ଅନୁଯାୟୀ ଆରସିଏଫରେ ଋଣ ବିକ୍ରି କରିବା ପାଇଁ LIC ସ୍ଵିସ ଆଧାରରେ ଆବେଦନ କରିଥିଲା କିନ୍ତୁ ଏହାକୁ ମୂଲ୍ୟ ମିଳିନାହିଁ ।
ଯେଉଁ କାରଣରୁ ଏହାର ଋଣ କିଣିବା ପାଇଁ ଚାପ ଗ୍ରସ୍ତ ସମ୍ପତ୍ତି ସଂସ୍ଥା ଏସିଆରଏସସି କମ୍ପାନୀ ପାଇଁ ବର୍ତ୍ତମାନ ରାସ୍ତା ସଫା କରାଯାଇଛି । କିନ୍ତୁ ଏଥିପାଇଁ LIC କୁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ । ୭୩ ପ୍ରତିଶତ ଋଣ ଦେଇ କମ୍ପାନୀ କିଣିବ ବୋଲି କହିଛି ।
ଏହି ଶୁକ୍ରବାର ଦିନ ଏହି LIC ଋଣକୁ କେଉଁ କମ୍ପାନୀ କିଣିବ ତାହା ଜଣାପଡ଼ିବ । ସମସ୍ତେ ଟେଣ୍ଡର ପକାଇବେ । ୪,୪୦୦ କୋଟି ଟଙ୍କାର ଋଣ ଅଛି । SCRE କମ୍ପାନୀ ଉପରେ ୧୩୫୦ କୋଟି ଟଙ୍କା ଋଣ ଅଛି । ଆଇବିଶି ନିୟମ ଅନୁଯାୟୀ ଏହାର ରିପୋର୍ଟ ମିଳିବ ।
LIC ର ଋଣ କମରେ ବିକ୍ରି ହେଉଛି ଏନେଇ ଅନେକ କଥା ଆସୁଛି । ରିଲିଆନ୍ସ କ୍ୟାପିଟାଲକୁ ଅଗଷ୍ଟ ୨୯ ତାରିଖ ପର୍ଯ୍ୟନ୍ତ ବିଟ୍ କରିବାକୁ ସମୟ ଦିଆଯାଇଥିଲା ।
ଯେଉଁମାନେ LIC ରେ ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଭାବିଚିନ୍ତି ପୁଞ୍ଜି ନିବେଶ କରନ୍ତୁ ।