ମା ହେବାପରେ ନୂଆ ରୂପରେ ଫେରିଲେ ଅଭିନେତ୍ରୀ Jhilik ଦେଖନ୍ତୁ କେମିତି ଅଛି ମାହୋଲ

 
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ବର୍ତ୍ତମାନ ସେ ଜଣେ ପ୍ରଯୋଜିକା ମଧ୍ୟ ଅଟନ୍ତି।ଲୋକମାନଙ୍କୁ ତାଙ୍କ ଅଭିନୟ ପସନ୍ଦ ଆସିଥାଏ।କିନ୍ତୁ ବହୁତ ଦିନ ହୋଇଗଲାଣି ଅଭିନେତ୍ରୀ ଝିଲ୍ଲିକ ଚଳଚ୍ଚିତ୍ର ରେ ଅଭିନୟ କରି ନାହାନ୍ତି।
କାରଣ ଅଭିନେତ୍ରୀ ଝିଲ୍ଲିକ ଗର୍ଭବତୀ ଥିଲେ।ସେଥିପାଇଁ କୌଣସି ଚଳଚ୍ଚିତ୍ର ରେ ଅଭିନୟ କରୁ ନଥିଲେ।ସେଥିପାଇଁ ଅଭିନେତ୍ରୀ ଝିଲ୍ଲିକ ଙ୍କ ପ୍ରଶଂସକ ମାନେ ତାଙ୍କୁ ଚଳଚ୍ଚିତ୍ର ରେ ଅଭିନୟ କେବେ କରିବେ ବୋଲି ମିସ୍ କରୁଥିଲେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ଝିଲ୍ଲିକ ଙ୍କ ପ୍ରଶଂସକ ମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ବହୁତ ଖୁସି ହୋଇଯିବେ।
ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ଅଭିନେତା ଅମ୍ଳାନ ଙ୍କ ସହିତ ଅଭିନେତ୍ରୀ ଝିଲ୍ଲିକ ଟାର୍ଗେଟ ଚଳଚ୍ଚିତ୍ର ରେ ଅଭିନୟ କରିଥିବା।ଯାହାକି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା।ଏହାପରେ ବାବୁଶାନ୍ ଙ୍କ ସହିତ ମଧ୍ୟ ସୁପର ହିଟ୍ ଚଳଚ୍ଚିତ୍ର କରିଛନ୍ତି।ବର୍ତ୍ତମାନ ଏକ ଖୁସି ଖବର ସାମ୍ନାକୁ ଆସିଛି।ଅଭିନେତ୍ରୀ ଝିଲ୍ଲିକ ପୁଣିଥରେ ଚଳଚ୍ଚିତ୍ର ରେ ଅଭିନୟ କରିବାକୁ ଯାଉଛନ୍ତି।ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିନେତ୍ରୀ ଝିଲ୍ଲିକ ମା ହେବାପରେ ଆଉ ଗୋଟିଏ ନୂଆ ଚଳଚ୍ଚିତ୍ର ରେ ଅଭିନୟ କରିବେ ବୋଲି ଜଣାଇଛନ୍ତି।ଚଳଚ୍ଚିତ୍ର ର ନାମ ହେଉଛି ରୁଦ୍ରାଣି। ଏହି ଚଳଚ୍ଚିତ୍ର ରେ ହିରୋ ହୋଇଛନ୍ତି ଅଭିନେତା ଶୁଭାଶିଷ।ଅଭିନେତା ଶୁଭାଶିଷ ଅନେକ ଚଳଚ୍ଚିତ୍ର ରେ ଏବଂ ଧାରାବାହିକ ରେ ଅଭିନୟ କରିଛନ୍ତି।ବର୍ତ୍ତମାନ ଦର୍ଶକ ମାନେ ଏହି ଚଳଚ୍ଚିତ୍ର ଟି ଦେଖିବା ପାଇଁ ବହୁତ ଆଗ୍ରହୀ ଅଛନ୍ତି।ସମସ୍ତେ ଏକାଠି ହୋଇ ଚଳଚ୍ଚିତ୍ର ଟି ବିଷୟରେ କହିଥିଲେ।