ଓଡ଼ିଶାର ଗହିର ମଥା କେଉଁଠାରେ ଅବସ୍ଥିତ ଦିଅନ୍ତୁ ଉତ୍ତର କେବଳ ବୁଦ୍ଧିମାନ ବ୍ୟକ୍ତି ଦେଇପାରିବେ ଉତ୍ତର

 
IAS ପାଇଁ ଆସିଯାଇଛି କିଛି ପ୍ରଶ୍ନ ଆଉ ଉତ୍ତର । ଓଡିଆ ଢଗ ଢମାଳିକୁଆଉ ସାଧାରଣ ଜ୍ଞାନକୁ ନେଇ ଆସିଛି କିଛି ପ୍ରଶ୍ନ ଆଉ ଉତ୍ତର । ଆଉ ସେହି ବିଷୟରେ ଜାଣିବା ।।
୧) ଗଣେଶ ଗୁମ୍ଫା ଓଡ଼ିଶାର କେଉଁଠାରେ ଅବସ୍ଥିତ?
  A) ଖଣ୍ଡଗିରି ଠାରେ B) ଉଦୟଗିରି ଠାରେ
  C) ନୀଳଗିରି ଠାରେ D) ପୁରୀ ଠାରେ
ଉତ୍ତର- B) ଉଦୟଗିରି ଠାରେ
୨) ଓଡ଼ିଶାରେ କେଉଁଠାରେ ଚଉଷଠୀ ଯୋଗିନୀ ମନ୍ଦିର ଅଛି ?
  A) ବଲାଙ୍ଗୀର B) କୋରାପୁଟ
  C) ବାଲେଶ୍ଵର D) ମୟୂରଭଞ୍ଜ
ଉତ୍ତର- A) ବଲାଙ୍ଗୀର
୩) ଓଡ଼ିଶାର କେଉଁଠାରେ ପକ୍ଷୀ ପ୍ରକଳ୍ପ ଅଛି ?
 A) ଅଂଶୁପାରେ B) ଚିଲିକାରେ 
 C) ମହାନଦୀରେ D) ବୁଢ଼ାବଳଙ୍ଗରେ
ଉତ୍ତର- B) ଚିଲିକାରେ
୪) ଓଡ଼ିଶାର ଗହୀରମଥା କାହିଁକି ପ୍ରସିଦ୍ଧ ?
  A) ସାପ ପାଇଁ B) ପକ୍ଷୀ ପାଇଁ
  C) ସାମୁଦ୍ରିକ କଇଁଛ ପାଇଁ D) କଙ୍କଡା ପାଇଁ
ଉତ୍ତର- C) ସାମୁଦ୍ରିକ କଇଁଛ ପାଇଁ
୫) ଓଡ଼ିଶାର ପୁରାତନ ନାମ କଣ ଥିଲା ?
  A) ଉତ୍କଳ, କଳିଙ୍ଗ B) କର୍ମବୀର
  C) ପିପିଲି D) ଟାଙ୍ଗୀ   
ଉତ୍ତର- A) ଉତ୍କଳ, କଳିଙ୍ଗ 
୬) ୧୯୨୦ ମସିହାରେ ଓଡ଼ିଶାରେ କଣ ଘଟିଥିଲା ?
ଉତ୍ତର- ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଘଟିଥିଲା
୭) ରାମକୃଷ୍ଣ ନନ୍ଦ କି ପ୍ରାର୍ଥନା ଲେଖିଥିଲେ ?
ଉତ୍ତର- ଆହେ ଦୟାମୟ ବିଶ୍ଵ ବିହାରୀ
୮) ନେତାଜୀ ସୁବାଷ ଚନ୍ଦ୍ର ବୋଷ କଣ ଗଠନ କରିଥିଲେ ?
  A) ପୁରୀ ମନ୍ଦିର B) କୋଣାର୍କ ମନ୍ଦିର
  C) ଆଜାଦ ହିନ୍ଦ୍ ଫୌଜ D) ଲିଙ୍ଗରାଜ ମନ୍ଦିର 
ଉତ୍ତର- C) ଆଜାଦ ହିନ୍ଦ୍ ଫୌଜ
୯) ଗୋପବନ୍ଧୁ ଚୌଧୁରୀଙ୍କୁ କେଉଁ ଆନ୍ଦୋଳନର ପିତା ବୋଲି କୁହାଯାଏ ?
ଉତ୍ତର- ସର୍ବୋଦୟ ଆନ୍ଦୋଳନ
୧୦) ଓଡ଼ିଶାର ପ୍ରଥମ ଛାପାଖାନାର ନାମ କଣ ?
ଉତ୍ତର- ଉତ୍କଳ ପ୍ରିଣ୍ଟିଂ କମ୍ପାନୀ, କଟକ
୧୧) ଓଡ଼ିଶାର ବୃହତ୍ତମ ସଡକପଥ କିଏ ?
ଉତ୍ତର- ଜୟପୁରଠାରୁ କଟକ
୧୨) ମଧୁସୂଦନ ଦାସ କେଉଁ ଧର୍ମ ଗ୍ରହଣ କରିଥିଲେ ?
ଉତ୍ତର- ଖ୍ରୀଷ୍ଟ ଧର୍ମ
୧୩) ଓଡ଼ିଶାରେ ୧୯୭୧ ମସିହାରେ କଣ ହୋଇଥିଲା ?
ଉତ୍ତର- ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଶାସନ ଜାରି 
୧୪) ୧୯୬୪ ମସିହାରେ ଓଡ଼ିଶାରେ କେଉଁ ବରପୁତ୍ର ଭାରତୀୟ ଡାକଟିକଟରେ ସ୍ଥାନ ପାଇଥିଲେ ?
ଉତ୍ତର- ଗୋପବନ୍ଧୁ ଦାସ
୧୫) ଉତ୍କଳ ବିଶ୍ୱବିଦ୍ୟାଳୟ କେଉଁଠାରେ ଅବସ୍ଥିତ ?
ଉତ୍ତର- ବାଣୀବିହାର, ଭୁବନେଶ୍ୱର
୧୬) ସମ୍ବଲପୁର ବିଶ୍ବବଦ୍ୟାଳୟ କେଉଁଠାରେ ଅବସ୍ଥିତ ?
ଉତ୍ତର- ଜ୍ୟୋତି ବିହାର, ବୁର୍ଲା
୧୭) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କେଉଁଠାରେ ଅବସ୍ଥିତ ?
ଉତ୍ତର- ଭଞ୍ଜ ବିହାର, ବ୍ରହ୍ମପୁରରେ
୧୮) ଓଡ଼ିଶାର କେଉଁଠାରେ ଗୋଳାବାରୁଦ ପରୀକ୍ଷା କେନ୍ଦ୍ର ଅଛି ?
ଉତ୍ତର- ଚାନ୍ଦିପୁର