ପ୍ରଥମ ଥର ଦେଖନ୍ତୁ ଅଭିନେତ୍ରୀ ପିଙ୍କି ପ୍ରଧାନ ଙ୍କ ପରିବାର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଓଡିଆ ସିନେମା ର ହିରୋଇନ୍ ପିଙ୍କି ପ୍ରଧାନ ଙ୍କ ସମ୍ପର୍କ ରେ ଜାଣିବା। ତାଙ୍କ ବ୍ୟକ୍ତି ଗତ ଜୀବନ ସମ୍ପର୍କ ରେ ଓ ତାଙ୍କ ସ୍ୱାମୀ ଙ୍କ ସମ୍ପର୍କ ରେ ମଧ୍ଯ ଜାଣିବା।
ତେବେ ଆପଣ ମାନେ ଜାଣିଛନ୍ତି କି ତାଙ୍କ ସ୍ୱାମୀ କଣ କରନ୍ତି ଏବଂ ସେ କେଉଁ ଚାକିରୀ କରିଛନ୍ତି। ଆଜି ଆମେ ଆପଣଙ୍କୁ ସେହି ସମ୍ପର୍କ ରେ କହିବୁ। ପିଙ୍କି ପ୍ରଧାନ ଜଣେ ଖୁବ ଭଲ ଅଭିନେତ୍ରୀ ।
ସେ ଖୁବ ସୁନ୍ଦର୍ ଅଭିନୟ ମଧ୍ୟ କରନ୍ତି। ନିଜ ଅଭିନୟ ମାଧ୍ୟମରେ ହିଁ ସେ ସମସ୍ତ ଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛନ୍ତି। ଅଭିନୟ ବ୍ୟତିତ ପିଙ୍କି ଖୁବ ସୁନ୍ଦର୍ ଗୀତ ମଧ୍ୟ ଗାଆନ୍ତି।
ଏଥି ସହ ସେ ଏବେ ରାଜନୀତି ରେ ମଧ୍ଯ ସାମିଲ୍ ହୋଇଛନ୍ତି। ଆଜ୍ଞା ହଁ ପିଙ୍କି ଏବେ ବିଜେପି ଦଳରେ ସାମିଲ୍ ହୋଇଛନ୍ତି। ଏବଂ ଏହି ଦଳ ପାଇଁ ସେ ପ୍ରଚାର ମଧ୍ଯ କରୁଛନ୍ତି। ସେ ନିଜର ଅଭିନୟ ର ଜୀବନୀ,
ଓଡିଆ ଆଲବମ୍ ଜଗତରୁ ହିଁ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଗୁଡ଼ିଏ ହିଟ୍ ଚଳଚ୍ଚିତ୍ରରେ ମଧ୍ଯ ନଜର ଆସିଥିଲେ। ତାଙ୍କର ଜବରଦସ୍ତ ଅଭିନୟ ଦେଖିବା ପାଇଁ ମଧ୍ୟ ଦର୍ଶକ ମାନେ ବେଶ ପଶନ୍ଦ କରିଥାଆନ୍ତି।
ଏବଂ ତାଙ୍କୁ ମଧ୍ଯ ବେଶ ଭଲ ପାଇବା ମିଳିଛି। ଅଭିନେତ୍ରୀ ପିଙ୍କି ପ୍ରଧାନ ଙ୍କ ସ୍ୱାମୀ ଙ୍କ ନାମ ହେଉଛନ୍ତି ସବ୍ୟସାଚୀ ଦାସ। ପିଙ୍କି ଙ୍କ ସ୍ୱାମୀ ହେଉଛନ୍ତି ଜଣେ ମିଲିଟାରୀ ଅଫିସର।
ପିଙ୍କି ତାଙ୍କ ସ୍ଵାମୀ ଙ୍କୁ ଖୁବ୍ ଭଲ ପାଆନ୍ତି। ଏନେଇ ସେ ସୋସିଆଲ ମିଡ଼ିଆରେ ଅନେକ ଫଟୋ ମଧ୍ଯ ପୋଷ୍ଟ କରିଥାନ୍ତି। ଏବେ ସୋସିଆଲ ମିଡ଼ିଆରେ ପିଙ୍କି ଙ୍କ ପୋଷ୍ଟ ବେଶ ଭାଇରାଲ୍ ହେବାରେ ଲାଗିଛି।
ଦର୍ଶକ ମାନେ ମଧ୍ୟ ତାଙ୍କ ପୋଷ୍ଟ କୁ ଖୁବ ପଶନ୍ଦ କରନ୍ତି। ତେବେ ଆପଣଙ୍କୁ ପିଙ୍କି ଙ୍କ ସ୍ୱାମୀ କିଭଳି ଲାଗିଲେ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।