ବାହାଘର ପରେ ସ୍ଵାମୀଙ୍କ ସହ କେମିତି ଅଛନ୍ତି ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ Tulasi ଦେଖନ୍ତୁ ଏହି ଭିଡିଓ ରେ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଡିଆ ଧାରାବାହିକ ର ଅଭିନେତ୍ରୀ ସ୍ୱେତାଲାନା ଭଟ୍ଟାଚାର୍ଯ୍ୟ ଙ୍କ ବିବାହ ହୋଇ ସାରିଛି।
ପ୍ରଥମେ ସ୍ୱେତାଲାନା ଙ୍କୁ "ତୋ ଅଗଣା ର ତୁଳସୀ ମୁଁ" ନାମକ ଏକ ଧାରାବାହିକ ରେ ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ସେ ଅନେକ ଧାରାବାହିକ ରେ ମଧ୍ଯ ଅଭିନୟ କରିଛନ୍ତି।
ସେ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।
ଏବେ ସ୍ୱେତାଲାନା ଓ ତାଙ୍କ ସ୍ୱାମୀ ଶିବ ମହାନ୍ତିଙ୍କ ବିବାହକୁ ଏକ ମାସ ପୁରୀ ଯାଇଛି। ଏବଂ ସ୍ୱେତାଲାନା ତାଙ୍କ ସ୍ୱାମୀ ଙ୍କ ସହ ଖୁବ ମଜା ମସ୍ତି କରିଥିବାର ମଧ୍ୟ ଦେଖିବାକୁ ମିଳିଛନ୍ତି।
ସ୍ୱେତାଲାନା ତାଙ୍କ ସ୍ୱାମୀ ଙ୍କ ସହ ଶାଶୁ ଘରେ ବେଶ ଖୁସୀରେ ମଧ୍ୟ ଅଛନ୍ତି।ସ୍ୱେତାଲାନା ପ୍ରାୟତଃ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି। ଏବଂ ପ୍ରାୟ ସମୟରେ ସେ ତାଙ୍କ ସ୍ୱାମୀ ଙ୍କ ସହ ଫଟୋ ,
ଶାଶୂ ଘର ଲୋକ ମାନଙ୍କ ସହ ଫଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର ମଧ୍ଯ କରିଥାଆନ୍ତି। ଯାହାକୁ କି ଲୋକ ମାନେ ଦେଖିବାକୁ ମଧ୍ଯ ଖୁବ୍ ପସନ୍ଦ କରିଥାନ୍ତି।ସ୍ୱେତାଲାନା ପ୍ରେମ ବିବାହ କରିଛନ୍ତି।
ପ୍ରେମ ବିବାହ କରି ମଧ୍ୟ ସେ ତାଙ୍କ ସ୍ୱାମୀ ଙ୍କ ସହ ବେଶ ଖୁସୀରେ ଅଛନ୍ତି। ଅନେକ ଲୋକ ପ୍ରିୟତା ସାଉଁଟିବା ପରେ ଏବେ ସେ ବେଶ ଲୋକ ମାନଙ୍କ ନିକଟରେ ବେଶ ଆଦରଣୀୟ ମଧ୍ୟ ହୋଇ ସାରିଛନ୍ତି।
ଅନେକ ଦିନ ପରେ ସ୍ୱେତାଲାନା ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଛନ୍ତି। ଏବଂ ତାଙ୍କ ବିବାହକୁ ଏବେ ପ୍ରାୟ ପାଖା ପାଖି ଏକ ମାସ ର ସମୟ ମଧ୍ୟ ହୋଇ ଗଲାଣି।
ଏବେ ସେ ତାଙ୍କ ଶାଶୁ ଘରେ ତାଙ୍କ ଶାଶୁ ଶଶୁର ଙ୍କ ସହ ବେଶ ଖୁସୀରେ ଥିବାର ମଧ୍ୟ ନଜର ଆସିଛନ୍ତି। ନିଜ ଶାଶୂ ଘରେ ଶାଶୁ ଓ ପରିବାର ଲୋକଙ୍କ ସେବା କରୁଥିବାର ନଜର ଆସିଛନ୍ତି ସ୍ୱେତାଲାନା।