ବର୍ଷା ଙ୍କ ହୃଦୟ ତରଳିଲା!! ଦେଖନ୍ତୁ କଣ ହେଲା ପୁରା ଘଟଣା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କିଛି ଦିନ ହେବ ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହିଛନ୍ତି।
ଆଉ ଏବେ ଅନୁଭବ ମହାନ୍ତି ଙ୍କ ବାପା ଙ୍କ ଦେହ ଅସୁସ୍ଥ ଥିବାରୁ ସେ ବର୍ଷା ଙ୍କୁ କରିଥିବା ନିବେଦନ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଥିଲେ। ଅନୁଭବ ମହାନ୍ତି ଙ୍କ ବାପା ଙ୍କ ଦେହ ଭଲ ନଥିବା କାରଣରୁ ଅନୁଭବ ଦିଲ୍ଲୀ ରୁ ଓଡ଼ିଶା ଆସିଥିଲେ।
୧୪ ତାରିଖରେ ଅନୁଭବ ଓ ବର୍ଷାଙ୍କ ବିବାଦର ଅନ୍ତ ଘଟାଇବା ପାଇଁ ଅନୁଭବ ଟ୍ୱିଟ୍ କରି ବର୍ଷା ଙ୍କୁ ଅନୁରୋଧ ମଧ୍ୟ କରିଥିଲେ। ତେବେ ଗୋଟିଏ ଦିନ ପରେ ପୁଣି ଥରେ ଅନୁଭବ ଙ୍କ ଏକ ଟ୍ୱିଟ୍ ସାମ୍ନାକୁ ଆସିଥିଲା।
ଆଇସିୟୁ ରୁ ବାପା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପରେ ଅନୁଭବ ବର୍ଷା ଙ୍କୁ ଟାର୍ଗେଟ୍ କରିଥିଲେ। ସେ ଲେଖିଥିଲେ ଯେ ସେ ଜଣେ ମଣିଷ ଭାବରେ ମହିଳା ସଶକ୍ତି କରଣ ପାଇଁ ମଜବୁତ୍ ଭାବରେ ଛିଡ଼ା ହୋଇଛନ୍ତି।
ହେଲେ କିଛି ମହିଳା ମଧ୍ଯ ଏହାକୁ ଦୁରୁପଯୋଗ କରୁଛନ୍ତି ।ଏଭଳି ମହିଳା ଯଦି ରାଜନୈତିକ ଭାବରେ ପୁରୁଷ ଙ୍କ କ୍ଷତି ସାଧନ କରିବେ ତେବେ ସେଥିପାଇଁ ସେ ଦୁଃଖିତ ଅଟନ୍ତି।ମହିଳା ମାନେ ଏଭଳି କରିବା ଅନୁଚିତ।
ହେଲେ ଏହି ଟ୍ୱିଟ୍ ରେ ଅନୁଭବ , ବର୍ଷା ଙ୍କ ନାମ ନେଇ ନଥିଲେ। ତେବେ ଅନୁଭବ ଙ୍କ ବାପା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ୍ ସମୟରେ ଗୁରୁତର ଅଛି। ସେଥପାଇଁ ସେ ଏହି କଥା ବର୍ଷା ଙ୍କୁ ଟ୍ୱିଟ୍ କରି ତାଙ୍କ ବିବାଦ କୁ ଏତିକି ରେ ରଖିବାକୁ କହିଥିଲେ।
ଅନୁଭବ ଙ୍କ ବାପା କଟକ ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇବା ପରେ ଅନୁଭବ ସଙ୍ଗେ ସଙ୍ଗେ ଆସି ତାଙ୍କ ବାପା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ।
ଏଭଳି କ୍ଷେତ୍ରରେ ତାଙ୍କ ଲଢେଇ ଶେଷ କରି ମାନବିକତା ଦେଖାଇବାକୁ ଅନୁଭବ ଏନେଇ ଅନୁରୋଧ ମଧ୍ଯ କରିଥିଲେ। ତେବେ ଏହି ଘଟଣାରେ ଆପଣଙ୍କ ମତ କଣ ତାହା ଆପଣ ଆମକୁ ଜଣାଇବେ।