ଭାଉଜ କୁ ଅଧ ରାତି ରେ ଦିଅର ଦେଲା କଷ୍ଟ!!! ଆଉ ଦିନେ ହଠାତ୍ ସତ ଜଣାପଡ଼ିଲା ରୁ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସି ପହଞ୍ଚିଛି ଯାହା ସମ୍ପର୍କ ରେ ଜାଣିଲେ ଆପଣ ମାନେ ମଧ୍ୟ ଏହି ଘଟଣାର ନିନ୍ଦା ନକରି ରହି ପାରିବେ ନାହିଁ।
ଆଜ୍ଞା ହଁ ବର୍ତ୍ତମାନ୍ ସମୟରେ ଏଭଳି ସବୁ ପ୍ରେମ ସଂପର୍କ ଗଢ଼ି ଉଠୁଛି ଯାହାକି ଏକ ପବିତ୍ର ସମ୍ପର୍କ ରେ ମଧ୍ୟ ଦାଗ ଲଗାଇ ଦେଉଛି। ଆଜ୍ଞା ହବୁ ବର୍ତ୍ତମାନ ସମୟରେ ଭାଉଜ ଓ ଦିଅର ଭଳି ଏକ ପବିତ୍ର ସମ୍ପର୍କ ରେ ଦାଗ ଲାଗି ଯାଇଛି।
ଉତ୍ତରପ୍ରଦେଶ ରେ ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟି ଯାଇଛି। ଏଠାରେ ରହୁଥିବା ଏକ ବ୍ୟକ୍ତି ଓ ତାଙ୍କର ସ୍ତ୍ରୀ ଯାହାଙ୍କର ତିନି ତିନୋଟି ସନ୍ତାନ ମଧ୍ୟ ଅଛନ୍ତି।
ସ୍ଵାମୀ ଯେତେବେଳେ ସନ୍ଧ୍ୟା ସମୟରେ ବାହାରକୁ ବୁଲିବାକୁ ଯାଇଥିଲେ ସେହି ସମୟରେ ସୁଯୋଗ ନେଇ ଉକ୍ତ ମହିଳା ଜଣକ ତାଙ୍କ ଦିଅର କୁ ଘର ଭିତରକୁ ଡାକିଥିଲେ। ଆଉ ଯେତେବେଳେ ତାଙ୍କ ସ୍ବାମୀ ଫେରିଥିଲେ ସେତେବେଳେ ସେ ତାଙ୍କ ଦିଅର ଙ୍କୁ ବାହାରକୁ ପଠାଇ ଦେଇଥିଲେ।
ଆଉ ଯେତେବେଳେ ତାଙ୍କ ସ୍ବାମୀ ବାରଣ୍ଡା କୁ ସୋଇବା ପାଇଁ ଯାଇଥିଲେ ସେତେବେଳେ ସେ ପୁନର୍ବାର ତାଙ୍କ ଦିଅର ଙ୍କୁ ଘର ଭିତରକୁ ଡାକି ଦେଇଥିଲେ।
ଏହା ପରେ ଘର ଭିତରୁ କିଛି ଶବ୍ଦ ଶୁଣିବା ପରେ ତାଙ୍କ ସ୍ୱାମୀ ଙ୍କ ଆଖି ଖୋଲି ଯାଇଥିଲା। ଆଉ ଯେତେବେଳେ ସେ ଘରକୁ ଯାଇଥିଲେ ସେତେବେଳେ ଦେଖିବାକୁ ପାଇ ଥିଲେ କି ତାଙ୍କ ପତ୍ନୀ ଙ୍କ ରେଜେଇ ମଧ୍ୟରେ କେହି ଜଣେ ସୋଇଛନ୍ତି।
ଏହାପରେ ସେ ସେହି ରେଜେଇ ମଧ୍ୟରେ ତାଙ୍କ ଭାଇ ଙ୍କୁ ଦେଖି ଖୁବ ରାଗି ଯାଇଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଖୁବ୍ ମାରପିଟ ହେବା ସହ ଦୁହେଁ ଦୁହିଁଙ୍କୁ ଗାଳି ଗୁଲଜ ମଧ୍ଯ କରିଥିଲେ।
ସ୍ୱାମୀ ଜଣକ ଦୁହେଁ ମିଶି ମାରପିଟ କରିବା ଫଳରେ ସ୍ଵାମୀ ଜଣକ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। ଏବେ ସ୍ଵାମୀ ଜଣକ ତାଙ୍କ ସ୍ତ୍ରୀ ଓ ଭାଇ ଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଆଉ ଏବେ ଦେଖିବା ବାକି ରହିଲା କି ତାଙ୍କ ସ୍ଵାମୀ ଙ୍କୁ ନ୍ୟାୟ କେବେ ମିଳୁଛି।