କିଣନ୍ତୁ ସୁନା ଦେଖନ୍ତୁ ଏହି ସ୍ଥାନରେ ମିଳୁଛି ଶସ୍ତା ସୁନା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୁନା ହେଉଛି ଏକ ଏଭଳି ଜିନିଷ ଯାହା ପାଇଁ ପ୍ରତ୍ୟେକ ଲୋକ ମାନଙ୍କ ସଉକ ଥାଏ। ହେଲେ ସୁନା ର ଦର ଏତେ ମାତ୍ରାରେ ବଢ଼ିବା ରେ ଲାଗିଛି ଯାହାର ଦର ଶୁଣିବା ମାତ୍ରେ ହିଁ
ଲୋକ ମାନେ ଡରି ଯାଉଛନ୍ତି। ହେଲେ କଟକ ରେ ଏକ ଏଭଳି ସୁନା ଦୋକାନ ଅଛି ଯାହା ସମ୍ପର୍କ ରେ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଏଠାରେ ଲୋକ ମାନଙ୍କୁ କମ୍ ଦର ରେ ସୁନା ଦିଆ ଯାଉଛି।
ଏହା ଏଭଳି ଏକ ପଦାର୍ଥ ଅଟେ ଯେଉଁଥିରେ କି ସୁନା ପାଣି ର ଏକ ପରସ୍ତ ଚଢ଼ା ଯାଇଛି। ଏଥିରେ ମଧ୍ଯ ମାତ୍ର ୧ ଗ୍ରାମ ର ସୁନା ବ୍ୟବହାର ହୋଇଛି। ଏବଂ ଯେଉଁ ସୁନା ଚେନ ଗୁଡିକ ମଧ୍ୟ ଅଛି
 ଯାହାକି ସାଧାରଣ ଲୋକ ମାନଙ୍କୁ କମ୍ ଦାମ୍ ରେ ଯୋଗାଇ ଦିଆ ଯାଉଛି। ତେବେ ଏଭଳି ଅନେକ ଲୋକ ମାନେ ମଧ୍ୟ ଅଛନ୍ତି ଯେଉଁ ମାନଙ୍କୁ ଏହି ସୁନା କିଣିବା ପାଇଁ ଉପଯୁକ୍ତ ଅର୍ଥ ମଧ୍ୟ ନାହିଁ। ସେମାନଙ୍କ ପାଇଁ ଏହି ସୁନା କିଣିବା ଅତି ସହଜ।
କାରଣ ଏହି ସୁନା ଖୁବ୍ କମ୍ ମୂଲ୍ୟରେ ମିଳୁଛି। ଲୋକ ମାନେ ଏହା ଦ୍ୱାରା ଯେଉଁ ସୁନା ପିନ୍ଧିବାର ସଉକ ମଧ୍ଯ ନିଶ୍ଚିତ ଭାବରେ ପୂରଣ କରି ପାରିବେ। ଏହା ଦ୍ଵାରା ସାଧାରଣ ଲୋକ ମାନଙ୍କ ସୁନା ପିନ୍ଧିବା ସଉକ ମଧ୍ୟ ପୁରା ହୋଇ ପାରିବ।
ଏହି ଶୋ ରୁମ ଟି ହେଉଛି କଟକ ର ବକ୍ସି ବଜାର ସ୍ଥିତ କିଙ୍ଗସ୍ ଆଣ୍ଡ କ୍ୱିନ ଜ୍ୱେଲାରି ଖୋଲିଛି ସେଠାରେ ହିଁ ଏଭଳି ଭାବରେ ସୁନା ସବୁ ମିଳୁଛି। ଏହି ସୁନା ଗୁଡିକ ସେଠାରେ ବିକ୍ରି ମଧ୍ୟ ହେଉଛି।
ଯଦି ଆପଣ ମାନେ ଏହି ସୁନା କିଣିବା କୁ ଚାହାଁନ୍ତି ବା ଇଛୁକ ଅଟନ୍ତି ତେବେ ଆପଣ ମାନେ ଏହି ସୁନା କୁ କ୍ରୟ କରି ପାରିବେ। ଏହି ସୁନା ଉପରେ ଆପଣ ମାନଙ୍କୁ ଗ୍ୟାରେଣ୍ଟି ମଧ୍ୟ ଦିଆ ଯିବ।
ଏହା ଠାରୁ ସୁନା ଆଉ କେଉଁଠାରେ ମଧ୍ୟ ଶସ୍ତା ଆପଣ ମାନେ ପାଇ ପାରିବେ ନାହିଁ। ତେବେ ଆପଣ ମାନେ ଏହି ସୁନା ଦେଖିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।