ଆଜିକା ପରିସ୍ଥିତି ରେ ଯଦି କେଉଁ ଝିଅ ତୁମ ଘର ଆଗରେ ଆସି ଅନଶନ କରେ କିମ୍ବା କୌଣସି ପ୍ରକାର ଧାରଣା ଦେଇ ହଇରାଣ କରେ, ତାହାଲେ ଆଇନ ଅନୁସାରେ ଏମିତି ତାଙ୍କୁ ସାବାଡ କରି ପାରିବେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଖବର ଦେଖିପାରିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଅନେକ କିଛି ଜାଣିପାରିବେ । ଆଜିକାଲି ଦୁନିଆରେ ଏଭଳି ଘଟଣା ଘଟୁଛି ଯେଉଁଥିରେ ଝିଅଟିଏ ବିବାହ ପରେ ସ୍ଵାମୀ ଠାରୁ ଛାଡ଼ପତ୍ର ପାଇଲା ପରେ ଜୋର୍ ଜବରଦସ୍ତ ସ୍ବାମୀ ଘରେ ପଶିଥାଏ ।
ଆଉ କିଛି ଘଟଣା ହେଉଛି ଜୋର୍ ଜବରଦସ୍ତ ସ୍ତ୍ରୀ ଜଣକ ସ୍ଵାମୀ ଘରକୁ ପଶି ଯାଇଥାଏ ଆଉ ଅନେକ ଜିନିଷ ଦାବି କରିଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ
 ଏହିଭଳି ଯଦି କୌଣସି ସ୍ତ୍ରୀ ଜୋର୍ ଜବରଦସ୍ତ ଘରେ ପଶିବାକୁ ଚାହିଁବ ତାହେଲେ କଣ କରିବ । ଏଭଳି ଏକ ଘଟଣା ବିଷୟରେ ଜଣେ ଓକିଲ କହିଛନ୍ତି । ସେ କହିଛନ୍ତି, ପୋଲିସ କାହାକୁ ଜୋର୍ ଜବରଦସ୍ତ କାହାର ଘରେ ପଶାଇ ପାରିବ ।
ନା କାହାକୁ ଘରେ ରଖିବାକୁ ବାଧ୍ୟ କରିପାରିବ । ଆଉ ଯଦି ସ୍ତ୍ରୀ କୌଣସି ଜିନିଷ ନେବାକୁ ଚାହୁଁଥାଏ ତାହେଲେ ଏଥିପାଇଁ କୋର୍ଟର ଅନୁମତି ଦରକାର । ଯଦି ସ୍ତ୍ରୀ ବାହାରେ ଡାକୁ ଥାଏ ତାହେଲେ କବାଟ ଖୋଲିବା ନ ଖୋଲିବା ବ୍ୟକ୍ତିଙ୍କ ଉପରେ ନିର୍ଭର କରେ ।
ଯଦି ସ୍ତ୍ରୀ ଜୋର୍ ଜବରଦସ୍ତ ଘରେ ପଶିବାକୁ ଚାହୁଁଛି ତାହେଲେ କେବେ ବି କବାଟ ଖୋଲନ୍ତୁ ନାହିଁ । କୋର୍ଟର ବିନା ଅନୁମତିରେ କବାଟ ଖୋଲିବେ ନାହିଁ । ସ୍ତ୍ରୀ ଏଭଳି କାମ କରିଲେ ଏହାର ଭିଡିଓ କରନ୍ତୁ ।
ଜୋର୍ ଜବରଦସ୍ତ ଏଭଳି କାମ କରନ୍ତୁ ନାହିଁ । ସ୍ତ୍ରୀକୁ ଘରେ ପଶିବାକୁ ଦିଅନ୍ତୁ ନାହିଁ କାରଣ ଝଗଡ଼ା ଅଧିକ ବଢିପାରେ । ଯଦି ଆପଣଙ୍କ ସହିତ ଏଭଳି ଘଟଣା ଘଟୁଛି ତାହେଲେ ଆପଣ ସ୍ତ୍ରୀକୁ ଘରକୁ ପଶିବାକୁ ଦେବେ ନାହିଁ ବା କୌଣସି ଜିନିଷ ନେବାକୁ ଦେବ ନାହିଁ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଚର୍ଚ୍ଚା ହେଉଛି ।