ଜବରଦସ୍ତି ନିଜ ପ୍ରେମିକା ମଲାଇକା ଆରୋରା କୁ ବାହାହେଲେ ଅର୍ଜୁନ କପୁର, ସଲମାନ୍ ରାଗି ନିଆଁ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ମଲାଇକା ଆରୋରା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ କାରଣ ସେ ହେଉଛନ୍ତି ବଲିଉଡ ର ଏକ ଆଗ ଧାଡ଼ି ର ଅଭିନେତ୍ରୀ।
ଦର୍ଶକ ମାନେ ମଧ୍ଯ ତାଙ୍କୁ ପରଦା ଉପରେ ବେଶ ଭଲ ପାଇବା ଦେଇଛନ୍ତି। ଏବଂ ତାଙ୍କ ଅଭିନୀତ ସମସ୍ତ ଫିଲ୍ମ୍ କୁ ମଧ୍ଯ ଦର୍ଶକ ମାନେ ଖୁବ୍ ପଶନ୍ଦ ମଧ୍ଯ କରିଛନ୍ତି। ସେ ଖୁବ୍ ଭଲ ନୃତ୍ୟ ମଧ୍ୟ କରନ୍ତି ଯାହାକୁ କି ଲୋକ ମାନେ ଖୁବ୍ ପଶନ୍ଦ ମଧ୍ୟ କରନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ମଲାଇକା ଆରୋରା ଙ୍କୁ ଯେତିକି ଲୋକ ମାନେ ପସନ୍ଦ କରନ୍ତି ସେତିକି ତାଙ୍କୁ ଟ୍ରୋଲ ମଧ୍ୟ କରନ୍ତି। ସେ ଯେବେ ଠାରୁ ଅର୍ଜୁନ କପୁର ଙ୍କ ସହ ସମ୍ପର୍କ ରେ ଅଛନ୍ତି ସେବେଠୁ ହିଁ ସେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଛନ୍ତି।
କାରଣ କେତେକ ଲୋକ ତାଙ୍କ ଯୋଡ଼ି କୁ ପଶନ୍ଦ କରୁଥିବା ବେଳେ ଅନ୍ୟ କିଛି ଲୋକ ମଧ୍ୟ ତାଙ୍କ ଯୋଡ଼ି କୁ ପଶନ୍ଦ କରନ୍ତି ନାହିଁ। ଆଉ ତାଙ୍କୁ ନାହିଁ ନଥିବା କଥା ମଧ୍ୟ କୁହନ୍ତି।
ହେଲେ ସେହି କଥା ସବୁ ମଲାଇକା ଆରୋରା ଙ୍କ ଉପରେ କିଛି ପ୍ରଭାବ ପକାଏ ନାହିଁ କାରଣ ସେ ଏସବୁ କଥାର କଡ଼ା ଜବାବ ମଧ୍ୟ ଦିଅନ୍ତି।ମଲାଇକା ଆରୋରା ଙ୍କୁ କୁହା ଯାଇଥିବା କଠୋର କଥା ର କଡ଼ା ଜବାବ ମଧ୍ୟ ତାଙ୍କର ପ୍ରେମିକ ଅର୍ଜୁନ କପୁର
ପ୍ରାୟ ସମୟରେ ଦେଇ ଥିବାର ନଜର ଆସିଛନ୍ତି। ହେଲେ ଆପଣ ମାନେ ଜାଣିଥିବେ କି ଦୁହେଁ ଅନେକ ଦିନ ଧରି ସମ୍ପର୍କ ରେ ରହିଥିବା ବେଳେ ଏବେ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ବିବାହ କରି ନାହାଁନ୍ତି।
ହେଲେ ଏବେ ବଡ଼ ଖବର ଯାହା ସାମ୍ନାକୁ ଆସି ପହଞ୍ଚିଛି ତାଗଟ ହେଉଛି କି ମଲାଇକା ଆରୋରା ଏକ ବଡ଼ ଘୋଷଣା କରିଛନ୍ତି । ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ସେ କହିଛନ୍ତି କି ଖୁବ୍ ଶୀଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅର୍ଥାତ ସେ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକ ଅର୍ଜୁନ କପୁର ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏବେ ଦେଖିବା ବାକି ରହିଲା କି ସେ କେବେ ବିବାହ କରୁଛନ୍ତି।