ଆସିଗଲା ନବୀନ ଙ୍କ ମମତା ଯୋଜନା, ଏବେ ଗର୍ଭବତୀ ସ୍ତ୍ରୀ ମାନେ ବି ହେଇ ଯିବେ ମାଲାମାଲ୍!! ଦେଖନ୍ତୁ କିପରି ଉଠାଇବେ ଫାଇଦା

 
ମମତା ଯୋଜନା ହେଉଛି ଏକ ସର୍ତ୍ତ ମୂଳକ ଅର୍ଥରାଶି ହସ୍ତାନ୍ତର ମାତୃ ମଙ୍ଗଳ ଯୋଜନା।ଏହି ଯୋଜନା ମାଧ୍ୟମରେ ୨ ଗୋଟି କିସ୍ତି ରେ ୫୦୦୦ ଟଙ୍କା ର ଆର୍ଥିକ ସହାୟତା ଦିଆଯାଉଛି।
ଯାହାଦ୍ଵାରା ଗ-ର୍ଭ-ବ-ତୀ ଓ ପ୍ରସୂତି ମହିଳାମାନେ ପୁଷ୍ଟିକର ଖାଦ୍ୟ ଖାଇ ପାରିବେ।ମଜୁରୀ ବାବଦରେ କିଛି ଅର୍ଥ ପାଇବେ।ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ମଧ୍ୟ ନେଇ ପାରିବେ।
ସଂପୃକ୍ତ ଗ୍ରାମର ସବୁ ଗ-ର୍ଭ-ବ-ତୀ ମହିଳା ଅଙ୍ଗନବାଡ଼ି କର୍ମୀ ଙ୍କ ମାଧ୍ୟମରେ ମୋବାଇଲ ଆପ୍ଲିକେସନ ରେ ପଞ୍ଜୀକୃତ ହୋଇଛନ୍ତି କି ନାହିଁ ତଦାରଖ କରିବେ।
ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରଦର୍ଶିତ ହେଉଥିବା ମମତ କ୍ୟାଲେଣ୍ଡର ରେ ମାମୟ ହିତାଧିକାରୀଙ୍କ ଦେୟ ଏବଂ ପ୍ରାପ୍ୟ ଯାଞ୍ଚ କରିବେ। ମମତା ଯୋଜନା ସମନ୍ଧୀୟ ଯେ କୌଣସି ଅଭିଯୋଗର ସମାଧାନ କରାଯିବ। 
ଓ ମାସିକ ବୈଠକ କଥ୍ୟାସୁଚି ରେ ମମତା ଯୋଜନା ସମୀକ୍ଷା ପାଇଁ ପ୍ରସଙ୍ଗ ରଖିବେ।ପାଳନ କରାଯାଇଥିବା ବିଭିନ୍ନ ସ୍ଥିରୀକୃତ ଦିବସ ଗୁଡ଼ିକ ରେ ଗୋଷ୍ଠୀ,ପିତାମାତା ଓ ଯତ୍ନ ପ୍ରଦାନକାରୀ ମାନଙ୍କୁ ଯୋଗ ଦେବାପାଇଁ ପ୍ରବର୍ତ୍ତାଇବେ।
ସଠିକ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା ଓ ପ୍ରତିରେଧକ ଟୀକା ନେବାପାଇଁ ସଚେତନତା ସହିତ ଏମ, ଏନ୍ ପି ଓ ଆଇ ଏଫ୍ ଏ ବଟିକା ବଣ୍ଟନ କୁ ନିଶ୍ଚିତ କରାଇବେ।
ଗୃହ ପରିଦର୍ଶନ କରି ଅଙ୍ଗନବାଡ଼ି କେନ୍ଦ୍ରରେ ପାଳନ ହେଉଥିବା ବିଭିନ୍ନ ଦିବସ ବିଷୟରେ ବୁଝାଇବେ ଓ ସେହି ଦିବସ ପାଳନ ବେଳେ ପିତାମାତା ଙ୍କୁ ଅଙ୍ଗନବାଡ଼ି ରେ ଯୋଗ ଦେବାକୁ ଉତ୍ସାହିତ କରିବେ।
ଘରେ ଆଉ ବାହାରେ ହିଂସା ର ଶିକାର ହେଉଥିବା ଯେ କୌଣସି ମହିଳା ଓ ବାଳିକାଙ୍କୁ ତତକ୍ଷଣାତ୍ ଏବଂ ଜରୁରୀ ସହାୟତାର ଯୋଗାଇ ଦେବାପାଇଁ ୧୮୧ ମହିଳା ହେଲ୍ପ ଲାଇନ କାର୍ଯ୍ୟକାରୀ କରାଯାଉଛି।
ଏହି ଖବର ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଓଡ଼ିଶାର ଯେ କୌଣସି ଟେଲିଫୋନ କିମ୍ବା ମୋବାଇଲ ନମ୍ବର ରୁ ଏହି ଲାଇନ୍ କୁ ଯୋଗାଯୋଗ କରିହେବ।ମମତା ଅଭିଯୋଗ ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ।