ସ୍ତ୍ରୀ କୁ ଛଟପଟ କରି ମା-ରିଥିଲା...ଏବେ କୋର୍ଟ ଦେଲେ ଫାଶୀ ଅର୍ଡର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
ବିଚ୍ ରାସ୍ତା ରେ ସ୍ତ୍ରୀ କୁ ପଥରରେ ଛେଚି ହ-ତ୍ୟା କରିଥିଲା ସ୍ବାମୀ ଯାହାର ଶୁଣାଣି ଆଜି ହେଉଛି।ଆଜି ମୃ-ତ ସ୍ତ୍ରୀ କୁ ମିଳିଛି ନ୍ୟାୟ କାରଣ ପ୍ରତିହତ ସ୍ୱାମୀକୁ ଏବେ ମିଳିଛି ଆଜୀବନ କାରାଦଣ୍ଡ। କେନ୍ଦୁଝର ସହର ଥାନା ଗୋପିନାଥପୁର ସାହିରେ ଦିଲ୍ଲୀପ ବେଣ୍ଟକର ନାମକ ଅଭିଯୁକ୍ତ ୨୦୨୧ମସିହାରେ ଘରୋଇ କଳିକୁ ନେଇ ଏଭଳି ଘଟଣା ଘଟାଇଛି।
ସେହି ଗାଁରେ ଥିବା ମାଆ ବୁଢୀ ପେଣ୍ଡାଲ ପାଖରେ ନିଜ ସ୍ତ୍ରୀ ସବିତା ବେଣ୍ଟକର କୁ ପଥରରେ ଛେଚି ଛେଚି ହ-ତ୍ୟା କରିଥିଲା ।ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ଦୋରଜତ ଅଶୋକ ପଣ୍ଡା ତିନିଜଣ ପ୍ରତ୍ୟକ୍ଷଦର୍ଶି ଓ ୧୧ଜଣ ସାକ୍ଷୀ ଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ଦିଲ୍ଲୀପ ବେଣ୍ଟଙ୍କୁ ଆଜୀବନ କାରାଦଣ୍ଡ ସହ ୫୦୦୦ ଟଙ୍କା ଜରିମାନା ଆଦେଶ ଦେବା ସହିତ ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡର ଆଦେଶ ଦେଇଛନ୍ତି।
ଯାହାକୁ ନେଇ ଗଣମାଧ୍ୟମ ଆଗରେ ସରକାର ଓକିଲ ପ୍ରଦୀପ ଦାସ କହଛନ୍ତି। ଘଟଣାକ୍ରମରେ ଦିଲ୍ଲୀପ ବେଣ୍ଟକର ତାଙ୍କ ସ୍ତ୍ରୀ ସବିତା ବେଣ୍ଟକର କୁ ଗୋପିନାଥପୁର ସାହିର ତାଙ୍କ ପୂଜା ପେଣ୍ଡାଲ ପାଖରେ ତାକୁ ଦୁଇଜଣକ ମଧରେ କଳହ କୁ ନେଇ ପିଟାମରା କରିଥିଲା ଇଟାରେ ମଧ୍ୟ ଛେଚିଥିଲା।ତାକୁ ନେଇ ଗୋଟେ ଭଙ୍ଗାଘରେ ପକେଇ ଦେଇଥିଲା। ସେହି ସମୟରେ ସେଠି ବାଟରେ ଯାଉଥିବା ଲୋକ ଦେଖିଥିଲେ।ତାପରେ ତା ଛୋଟ ପୁଅ ସେ ମଧ୍ୟ ତା ମାକୁ ପାଣି ପିଇବାକୁ ଦେଇଥିଲା ।
 ତାର ମାଆ ପାଣି ପିଇବା ପରେ ସେଠି ମୃ-ତ୍ୟୁବରଣ କରିଥିଲେ। ଆଜି ମାନ୍ୟବର ଜିଲ୍ଲା ଜଜ୍ ୧୧ ଜଣ ସାକ୍ଷୀ ପ୍ରମାଣ କୁ ଭିତ୍ତିକରି ଓ ଅନନ୍ୟ ରିପୋର୍ଟକୁ ଭିତ୍ତିକରି ଦୋଷୀ ସାବ୍ୟସ୍ତ କଲେ। ତେବେ ଦଣ୍ଡାଦେଶ ଆଦେଶ ଦେଇଥିବାବେଳେ ଏହାସହିତ ତାଙ୍କର ଥିବା ତିନୋଟି ଛୋଟ ଛୋଟ ଶିଶୁଙ୍କୁ ଅନୁକମ୍ପା ରାଶି ଯୋଗାଇ ଦେବାକୁ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ ଅଥୋରିଟି କୁ ନିର୍ଦ୍ଦେଶ ଦିଆଯାଇଛି।