ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମାଆ କହୁଛି ଏମିତି ଖଣ୍ତାୟତ ଝିଅକୁ ଧରି ପୁଅ ଚଉଠି ଭିଡିଓ କରୁଛି

 
ଆପଣମାନେ ସମସ୍ତେ ଆଜିକାଲି ଦୁନିଆ ବିଷୟରେ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଏବେ ସମାଜରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି କି ପୁଅ ଆଉ ଝିଅ ବିବାହ କରୁଛନ୍ତି ଆଉ ବିବାହ ପରେ ପୁଅ ତାର ମାଆକୁ ପଚାରୁ ନାହିଁ । ଏହିଭଳି ଘଟଣା ଏବେ ସାମ୍ନାକୁ ଆସିଛି । ଏହି ଘଟଣା ହେଉଛି ପୁଅ ଜଣକ ଜଣେ ଖଣ୍ଡାୟତ ଝିଅକୁ ବିବାହ କରିଥିଲେ । ଆଉ ସେ ତାଙ୍କୁ ବିବାହ କରିବା ପରେ ତାଙ୍କ ମାଆଙ୍କୁ ଆଉ ପଚାରି ନଥିଲେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ଯୁବକ ଆଉ ଯୁବତୀଙ୍କ ଫଟୋ ଦେଖିପାରିବେ ।
ଏହି ଯୁବତୀ ଜଣକ ଯୁବକ ଜଣଙ୍କ ସହ ଫେରାର ହୋଇ ଯାଇଛନ୍ତି । ଏହି ଯୁବତୀ ଜଣକ ଆଉ ଯୁବକ ଜଣଙ୍କର ଜାତି ଅଲଗା ଥିଲା । ଆଉ ସେଥିପାଇଁ ସେମାନେ ଏଭଳି କରିଥିଲେ । ଏହି ଯୁବକ ଜଣକ ତାର ମାଆକୁ କଲେଜ ଯିବ ବୋଲି କହିଥିଲା । ଯୁବତୀ ଜଣକ ମଧ୍ୟ କଲେଜ ଯାଉଛି ବୋଲି କହିଥିଲା । ଏହି ଯୁବକ ଆଉ ଯୁବତୀ ଜଣକ କଲେଜ ଯାଉଥିବାରୁ ତାଙ୍କୁ କେହି ସନ୍ଦେହ କରି ନଥିଲେ । ଏହାପରେ ଏହି ଯୁବକ ଆଉ ଯୁବତୀ ଘରୁ ଫେରାର ହୋଇ ଯାଇ ଏକ ମନ୍ଦିରରେ ବିବାହ କରି ଦେଇଥିଲେ । 
ଝିଅ ଘରଲୋକେ କିଛି ବି ଏହି ବିଷୟରେ ଜାଣି ନଥିଲେ । ପୁଅ ଯେତେବେଳେ ସୋସିଆଲ ମିଡିଆରେ ଫଟୋ ଅପଲୋଡ଼ କରିଥିଲା ସେହି ସମୟରେ ଏହି ପୁଅ ତାଙ୍କ ଝିଅକୁ ନେଇ ଫେରାର ହୋଇଯାଇଛି ବୋଲି ଜାଣି ପାରିଥିଲେ । ଏହାପରେ ଏହି ଝିଅର ଘରଲୋକେ ପୁଅର ଘରଲୋକଙ୍କ ପାଖକୁ ଯାଇଥିଲେ । ଆଉ ଏହି ଯୁବକ ଜଣଙ୍କର ମାଆ ଆଉ ଭଉଣୀକୁ ମାଡ ମାରିଥିଲେ । ଗୋଟିଏ ପଟେ ଏହି ଯୁବକ ଜଣଙ୍କ ତାର କଲେଜ ପଢୁଆ ପ୍ରେମିକା ସହ ରାତି କଟାଇ ଏଭଳି ଫଟୋ ଅପଲୋଡ଼ କରୁଛି । 
ଆଉ ଗୋଟିଏ ପଟେ ଏହି ପ୍ରେମିକା ଜଣଙ୍କର ମାଆ ଆଉ ଭଉଣୀକୁ ମାଡ ମାରୁଛନ୍ତି ଝିଅର ଘରଲୋକେ । ଏବେ ଏହି ଘଟଣା ସବୁଠି ଚର୍ଚ୍ଚା ହେଉଛି । ଝିଅ ଘର ଲୋକେ ପୁଅର ମାଆକୁ ମାରି ଲହୁ ଲୁହାଣ କରି ଦେଇଥିଲେ । ଏବେ ଏହି ମାଆ ଆଉ ଭଉଣୀର ଦୁଃଖ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏବେ ଏହି ଝିଅର ଘରଲୋକଙ୍କୁ ପୋଲିସ କେବେ ଗିରଫ କରିବ ତାକୁ ଦେଖିବାକୁ ଅପେକ୍ଷା ରହିଛି । ଏହି ଝିଅ ସହ ପୁଅ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ କରୁଛି ଆଉ ଏପଟେ ମାଆ ଆଉ ଭଉଣୀ ପୁଅ ପାଇଁ ମାଡ ଖାଇବା କେତେ ଦୂର ଠିକ୍ !