ଶୁଣିଲେ ମୁଣ୍ଡରେ ହାତ ଦେବେ ପୁଣିଥରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୂର୍ବତନ ଛାତ୍ରୀ

 
କିଟ କଲେଜକୁ ନେଇ ଆସୁଥିବା ସବୁ ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । କିଟ କଲେଜରେ ଅନେକ କିଛି ଘଟଣା ଘଟୁଛି ଆଉ ଏବେ ଏହି କଲେଜରେ ଘଟୁଥିବା ଘଟଣା ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କିଛି ଜାଣିପାରିବେ । ଏବେ କିଟ କଲେଜକୁ ନେଇ ଅଭିଯୋଗ ଆଣିଛନ୍ତି କିଟ କଲେଜର ପୂର୍ବତନ ଛାତ୍ରୀ । ସେ ତାଙ୍କ ସହ ହୋଇଥିବା ମାନସିକ ନିର୍ଯ୍ୟାତନା ବିଷୟରେ କହିଛନ୍ତି । ଏବେ ଏହି ଅଭିଯୋଗ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । କିଟ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଜଣଙ୍କୁ ଶାରିରୀକ ଆଉ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିଲା ।
ଏବେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏହି ଅଭିଯୋଗ ଏହି ପୂର୍ବତନ ଛାତ୍ରୀ ଜଣକ ଆଣିଛନ୍ତି । ସେ ଏହି ଅଭିଯୋଗ ନେଇ କମିଶନରେଟ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଆଉ ଏବେ ସେ ନ୍ୟାୟ ଦାବି କରିଛନ୍ତି । ଏହି ଛାତ୍ରୀ ଜଣକ ଯେତେବେଳେ କିଟ କଲେଜର ପାଠ ପଢୁଥିଲେ ସେତେବେଳେ ତାଙ୍କର ମେନିଟର ଜୟଦେବ ବିଶ୍ଵାସ ଥିଲେ । ଆଉ ସେ ତାଙ୍କୁ ମେଣ୍ଟାଲି ହାରାସ କରିଛନ୍ତି । ଏହି ଅଭିଯୋଗ ନେଇ ସେ କଲେଜର କର୍ତ୍ତୃପକ୍ଷ ବା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ କିନ୍ତୁ କେହି କିଛି ବି କରିଲେ ନାହିଁ । ସେ ତାଙ୍କ ଡିଗ୍ରୀ ବି ଫେରାଇବାକୁ ଯାଇଥିଲେ । 
ଏହାପରେ ନେପାଳୀ ଝିଅ ଏଭଳି ମାନସିକ ନିର୍ଯ୍ୟାତନା ପାଇ ଆ-ତ୍ମ-ହ-ତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ଏହି ଛାତ୍ରୀ ଜଣକ କହିଛନ୍ତି ତାଙ୍କ ସହିତ ଯାହା ହୋଇଥିଲା ତାହା ସେହି ନେପାଳୀ ଛାତ୍ରୀ ଜଣଙ୍କ ସହିତ ହୋଇଥିଲା । ଆଉ ସେଥିପାଇଁ ସେ ଏଭଳି କାମ କରି ଦେଇଥିଲା ବୋଲି ଏହି ଛାତ୍ରୀ ଜଣକ କହିଛନ୍ତି । ଏହି କଲେଜର କର୍ତ୍ତୃପକ୍ଷ ତାଙ୍କ ସହ ଖରାପ ବ୍ୟବହାର କରନ୍ତି । ସେ ଫେକ ଆକାଉଣ୍ଟ ଖୋଲି ଏହି ଛାତ୍ରୀ ଜଣଙ୍କୁ ଅନେକ କଥା କହିଥାନ୍ତି । ମ୍ୟାନେଜମେଣ୍ଟ ଅଧିକାରୀ ତାଙ୍କ ସହିତ ଏଭଳି କାମ କରିଥିଲେ । ସବୁବେଳେ ତାଙ୍କୁ ଦୁଇ ଭାବନାର କଥା କହିଥାନ୍ତି । 
ଗୋଟିଏ ଝିଅ ଏଭଳି ମାନସିକ ନିର୍ଯ୍ୟାତନା ପାଇ ମଧ୍ଯ ନ୍ୟାୟ ପାଇବା ଏହି କଲେଜରେ ହୋଇ ନଥାଏ । ଆଉ ଏହି ଯୁବତୀ ଜଣଙ୍କର ଅବସ୍ଥା ବି ସେମିତି ଥିଲା । ଏହି ପୂର୍ବତନ ଛାତ୍ରୀ ଜଣକ ତାଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା ବିଷୟରେ ସବୁ ପ୍ରକାରର ଅଭିଯୋଗ ନେଇ ସେ କଲେଜର ସବୁ କର୍ତ୍ତୃପକ୍ଷଙ୍କୁ ଦେଖା କରିଥିଲେ ଆଉ ଏହି ବିଷୟରେ ଜଣାଇ ଥିଲେ କିନ୍ତୁ ଏହି ଅଭିଯୋଗର କେହି କିଛି ପଦକ୍ଷେପ ନେଇ ନଥିଲେ କି ତାଙ୍କୁ ନ୍ୟାୟ ଦେଇନଥିଲେ । ଏବେ ଏହି ଛାତ୍ରୀ ଜଣକ ନ୍ୟାୟ ଦାବି କରିଛନ୍ତି । ପ୍ଲେସମେଣ୍ଟ ପାଇଁ ଏଭଳି ଘଟଣା ଘଟିଛି । ଏବେ ଏହି ପୂର୍ବତନ ଛାତ୍ରୀ ଜଣକ ପ୍ରଫେସର ଜୟଦେବ ବିଶ୍ଵାସଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଦେଖାଯାଉ ଏହି ପୂର୍ବତନ ଛାତ୍ରୀ ଜଣଙ୍କୁ କେବେ ନ୍ୟାୟ ମିଳୁଛି ।