ଦେଖନ୍ତୁ ୯୦ ଦଶକର ଆପଣଙ୍କ ପ୍ରିୟ  ଶିଶୁ କଳାକାର ମାନଙ୍କୁ ଆଜି କେମିତି କିଏ ଅଛନ୍ତି କିଏ ଅଭିନୟ ଜୀବନରେ କେତେ ଆଗକୁ ଗଲେଣି

 

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ବହୁତ ପିଲା ଙ୍କୁ ଆପଣ କିଛି ନା କିଛି ଫିଲ୍ମ ଆଉ ଶିରିଏଲ ରେ ଏକ୍ଟିଂ କରୁ ଥିବାର ଦେଖି ଥିବ ଆଉ ସେମାନଙ୍କ ଏକ୍ଟିଂ ଆଜି ଆପଣ ଙ୍କ ମୁଁହ ରେ ହସ ଫୁଟେଇ ଦବ।

ବନ୍ଧୁ ଗଣ କଣ ଆପଣ ମାନେ ଜାଣିଛନ୍ତି କି ବଲିଉଡ ରେ ୯୦ ଦଶକ ରେ ନଜର ଆସୁଥିବା ସେହି ପିଲା ମାନେ ଆଜି କେଉଁଠୀ।
କେଇ ଜଣକୁ ଆପଣ ମାନେ ଜାଣି ଥିବେ ଯେଉଁ ମାନେ ଆଜି ଫେମସ ସେଲିବ୍ରେଟି ହେଇ ସାରିଲେଣି
ଯେମିତି କି ଜନ୍ନତ ଯୁବେର, ଅନୁଷ୍କା ସେନ୍।
କିନ୍ତୁ ଛୋଟ ବେଳେ ଏମିତି ବହୁତ ପିଲା ଥିଲେ ଯେଉଁ ମାନେ ଛୋଟ ବେଳୁ ଲୋକ ମାନଙ୍କୁ ବହୁତ୍ ଏଣ୍ଟେଟେନ କରୁ ଥିଲେ। ଆଜି ସେହି ମାନେ କୋଉଠି ଗାଏବ୍।
ପ୍ରଥମେ ଜାଣିବା ଯେ କୁଛ କୁଛ ହୋତା ହେ ଫିଲ୍ମ୍ ରେ ଅଭିନୟ କରିଥିବା ସାରୁ ଖାଁ ଙ୍କ ଝିଅ ଅଞ୍ଜଳି ବନ୍ଧୁ ଗଣ ଆଜି ସେ କୋଉଠି। ଏବେ ସେ ବହୁତ ଅଲଗା ଦେଖା ଗଲେଣି।
ତାଙ୍କୁ ଚିହ୍ନିବା ବହୁତ କଷ୍ଟ ତାଙ୍କ ନାମ ସନା ସଏଦ ଅଟେ ଆଉ ଆଜି ଇଏ ୩୩ ବର୍ଷ ରେ ହେଲେଣି। ଯାହାକି ଇଏ ୯୦ ଦଶକ ରେ ଅନେକ ଚଳଚ୍ଚିତ୍ର ରେ ନଜର ଆସି ଥିଲେ। ତା ପରେ ସେ ୨୦୧୨ ରେ କରନ୍ ଯୋହୋର ଙ୍କ ଫିଲ୍ମ୍ ଷ୍ଟୁଡେଣ୍ଟ୍ ଅଫ ଦି ୟିଅର ରେ ନଜର ଆସି ଥିଲେ।
ତା ପରେ ବନ୍ଧୁ ଗଣ ଆଉ ଏକ ଛୋଟ ପିଲା ଥିଲା ଯାହାକୁ ଆପଣ ମାନେ ୯୦ ଦଶକ ରେ ଅନେକ ଚଳଚ୍ଚିତ୍ର ରେ ଦେଖି ଥିବେ ବାସ୍ତୁ ଶାସ୍ତ୍ର , ଓ ମାଇ ଫ୍ରେଣ୍ଡ ଗଣେଶ, କଭି ଅଲ୍ଭିଦା ନା କେହେନା ରେ ଦେଖି ଥିବେ।
ଆଉ ଇଏ ବହୁତ୍ ଫିଲ୍ମ୍ ରେ ଛୋଟ ପୁଅ ର ଭୂମିକା ରେ ଅଭିନୟ କରିଥିଲେ। କିନ୍ତୁ ବନ୍ଧୁ ଗଣ ଏ ପୁଅ ନୁହେଁ ଝିଅ ଅଟେ ଆଉ ଆଜି ସୋସିଆଲ ମିଡିଆରେ ବହୁ ଫେମସ ଆଉ ତାଙ୍କ ନାଁ ହେଉଛି ଏହସାସ ଚନ୍ନା ଅଟେ ଆଉ ଆଜି ଇଏ ୨୩ ବର୍ଷ ର ଅଟନ୍ତି।