Babushan Mohanty ଙ୍କ ଜନ୍ମଦିନ ଧୁମ୍ ଧାମରେ କଲେ ପାଳନ ଦେଖନ୍ତୁ ଏହି VIRAL VIDEOS

 
ଅଭିନେତା ବାବୁସାନ-ତୃପ୍ତି-ପ୍ରକୃତି କଳିର ବିବାଦ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ବାବୁସାନ୍ ପୁଣି ରାତି ଅଧରେ ନିଜ ଜନ୍ମଦିନ ପାଳି ବାହାରକୁ ଆସିଥିବା ଦେଖିବାକୁ ମିଳିଛି । ରାତି ପ୍ରାୟ ୧ ଟାରେ ସେ ଘର ବାହାରକୁ ଆସିଥିଲେ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଥିଲେ। 
ଏହା ସହ ବାବୁସାନ୍ ନିଜ ଜନ୍ମଦିନ ପାଳନ ନେଇ ପ୍ରତିକ୍ରିୟା ଦେଇଛନ୍ତି। କାଲି ନିଜର ଜନ୍ମଦିନ ପାଳନ ନେଇ ସୂଚନା ଦେଇଛନ୍ତି ବାବୁସାନ୍। ବାପାମାଆଙ୍କ ସହ ଜନ୍ମଦିନ ପାଳିବି କହିଲେ ବାବୁସାନ। ସ୍ତ୍ରୀ ଓ ପୁଅ ପାଖକୁ ଯାଇ ମଧ୍ୟ ଜନ୍ମଦିନ ପାଳିବେ କହିଥିଲେ ବାବୁସାନ୍। ତେବେ ପୋଲିସ ପଚରାଉଚରା ପରେ ସବୁ ପ୍ରଶ୍ନର ଉତ୍ତର ଦେବି ବୋଲି କହିଲେ ବାବୁସାନ୍। 
ଏହାପରେ ସେ କହିଥିଲେ ମୋ ଛୁଆ ସାଙ୍ଗରେ ଓ ସ୍ତ୍ରୀ ସାଙ୍ଗରେ ମୁଁ ଜନ୍ମଦିନ ସେଲିବ୍ରେଟ କରିବି। ତାଙ୍କୁ ଯେତେବେଳେ ପଚରାଯାଇଥିଲା କାଲି ମାଡ଼ମ ଆଉ ପୁଅ ଆସିବେ ସେ କହିଥିଲେ ଯେ ସେମାନେ ଯଦି ନଆସିବେ ତାହାଲେ ମୁଁ ଯିବି।ଏହାକୁ ନେଇ ସମସ୍ତେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ତାଳି ବଜାଇଥିଲେବଜାଇଥିଲେ
କାଲି ତାହାଲେ କେକ କଟିଙ୍ଗ ହେବ?କାଲି ତାହାଲେ ଆପଣ ତୃପ୍ତି ମାଡ଼ମଙ୍କ ପାଖକୁ ଯାଉଛନ୍ତି।ବୋଲି ଜନସାଧାରଣ ପ୍ରଶ୍ନ କରିଥିଲେ। ଏବଂ ଏବେ ଦେଖିବାକୁ ମିଳୁଛି ଯେ ରାତି ଅଧରେ ବାବୁସାନ୍ ନିଜ ଜନ୍ମ ଦିନ ସମସ୍ତଙ୍କ ସହ ସେଲିବ୍ରେଟ କରି ବହୁତ୍ ଖୁସି ନଜର ଆସୁଛନ୍ତି।