ସବୁ ଗୁମର ଖୋଲିଲେ Daman Film Director ଏମିତି ଥିଲା Babusan Mohanty ଏବଂ Prakruti Mishra ଙ୍କ ସମ୍ପର୍କ

 
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ପ୍ରକୃତି ମିଶ୍ର ଓ ବାବୁଶାନ ମହାନ୍ତି ଙ୍କ ସମ୍ପର୍କ ବିଷୟ ରେ ସବୁ ଗୁମର ଖୋଲିଲେ ଦମନ ଫିଲ୍ମ୍ ଡିରେକ୍ଟର।
ଆସନ୍ତୁ ଜାଣିବା କଣ ସେ କହି ଛନ୍ତି। ଚେନ୍ନାଇ ରେ ପହଁଚିବା ପରେ ମୋବାଇଲ ରେ ୱଟ୍ସ ଆପ ରେ ଏହି ଭିଡିଓ ଟି ଆସି ଥିଲା ବୋଲି ଓ ଧୀରେ ଧୀରେ ଏ କଥା ଟି ବଢ଼ି ବଢ଼ି ଚାଲିଲା ବୋଲି ଡିରେକ୍ଟର କହିଛନ୍ତି।
ଯିବା ପୂର୍ବ ରୁ ଡିସିସନ ନିଆ ହୋଇ ଥିଲା ଯେ ଯେହେତୁ ତାଙ୍କର ମାନସିକ ଅବସ୍ଥା ଠିକ୍ ନାହିଁ ତେଣୁ ଷ୍ଟେଜ କୁ ଯିବା ଠିକ୍ ହେବ ନାହିଁ।
ଫିଲ୍ମ୍ ର ଡିରେକ୍ଟର ପ୍ରଡୁସର, ମ୍ୟୁସିକ୍ ଡାଇରେକ୍ଟର, ଓ ବାବୁଶାନ ଯାଇ ଥିଲେ। ପ୍ରକୃତି ମିଶ୍ର ମଧ୍ୟ ଯାଇ ଥିଲେ ତାଙ୍କ ସହ କେହି ଯାଇ ନ ଥିଲେ। ଗୋଟେ ହୋଟେଲ୍ ରେ ସବୁ ଷ୍ଟାଫ୍ ରହି ଥିଲେ। ବାବୁଶାନ ଙ୍କ ରୁମ୍ ଉପର ମହଲ ରେ ଥିବା ବେଳେ।
ଆଉ ସଭିଙ୍କ ଗ୍ରାଉଣ୍ଡ ଫ୍ଲୋର ରେ ଥିଲା । ପ୍ରକୃତି ମିଶ୍ର ତାଙ୍କ ରୁମ୍ କୁ ଯାଇ ଥିଲେ ବୋଲି ଅନୁମାନ କରାଯାଉଛି।
ଯେତେ ବେଳେ ୧୧.୫୨ ରେ ଦୁହେଁ ବାହାରିଲେ ସମସ୍ତେ ଆସିଲା ବେଳକୁ ସେମାନେ ଚେକ୍ ଆଉଟ୍ କରି ସାରି ଥିଲେ। ବର୍ତ୍ତମାନ ର ପରିସ୍ଥିତି ରେ କିଛି କହି ହେଉ ନାହିଁ ବୋଲି ଡାଇରେକ୍ଟର କହିଛନ୍ତି।
ସେ ଆସିଲା ସବୁ ଠିକ୍ ହେଇ ଯିବ ବୋଲି ସେ କହିଛନ୍ତି। ତାଙ୍କ ପାଇଁ ସାରା ଓଡ଼ିଶା ବାସୀ ବ୍ୟସ୍ତ ଓ ଚିନ୍ତିତ ସେ ଶୀଘ୍ର ଘାରକୁ ଫେରି ସମସ୍ୟା ସମାଧାନ ହେବ ବୋଲି ଡାଇରେକ୍ଟର କହିଛନ୍ତି । ବର୍ତ୍ତମାନ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।