Zomato ବଦଳେଇ ଦେଲା ଭାଗ୍ୟ ଦିବ୍ୟଙ୍ଗା ବ୍ୟକ୍ତି ଙ୍କୁ ମିଳିଲା ସ୍ଵତନ୍ତ୍ର ପରିଚୟ ଦେଖନ୍ତୁ ଏହି ହୃଦୟସ୍ପର୍ଶୀ Viral ଭିଡିଓ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ର ଲୋକ ମାନେ କିଛି କାର୍ଯ୍ୟ କରିବାକୁ ଚାହୁଁ ନାହାଁନ୍ତି। ବରଂ ସେମାନେ ଚାହୁଁଛନ୍ତି କିଭଳି ଖୁବ ସୁବିଧା ଓ କିଛି ପରିଶ୍ରମ ନକରି ସେମାନଙ୍କୁ ସବୁ କିଛି ମିଳି ଯାଉ ବୋଲି। ଏବଂ ସେମାନଙ୍କୁ ସେଥି ପାଇଁ କିଛି ପରିଶ୍ରମ କରିବାକୁ ନପଡୁ। ଆଜି ର ଲୋକ ମାନେ ପଇସା ରୋଜଗାର କରିବା ପାଇଁ ଖୁବ ସରଳ ପନ୍ଥା ଆପଣେଇ ସାରିଲେଣି।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଲୋକ ମାନଙ୍କ ହାତ ଗୋଡ଼ ଥାଇ ମଧ୍ୟ ସେମାନେ ଭିକ୍ଷା ବୃତି କରୁଛନ୍ତି। କିଛି କାର୍ଯ୍ୟ ମଧ୍ୟ କରୁ ନାହାଁନ୍ତି ନିଜ ପେଟ କୁ ପୋଷିବା ପାଇଁ। ହେଲେ ତାଙ୍କ ସାମ୍ନାରେ ଜଣେ ବ୍ୟକ୍ତି ଯିଏକି ଭିନ୍ନକ୍ଷମ ଅଟନ୍ତି ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଭିନ୍ନକ୍ଷମ ବ୍ୟକ୍ତି ଜଣକ ନିଜ ପେଟ ପୋଷିବା ପାଇଁ କାହା ଉପରେ ନିର୍ଭର ମଧ୍ଯ କରି ନାହାଁନ୍ତି।
ଦେଖନ୍ତୁ ଏହି ଦୃଶ୍ୟ ରେ ଭିନ୍ନ କ୍ଷମ ବ୍ୟକ୍ତି ଜଣକ କିଭଳି ଏକ ଡେଲିଭରୀ ବଏ ଭାବରେ କାର୍ଯ୍ୟ କରୁଛନ୍ତି। ଏବଂ ସେ ଏହି କାମ ଯୋମାଟୋ ରେ ହିଁ କରୁଛନ୍ତି। ସେ କାହା ଉପରେ ନିର୍ଭରଶୀଳ ନୁହଁନ୍ତି। ନିଜ ଜୀବନ ବଞ୍ଚିବା ର ପନ୍ଥା ସେ ନିଜେ ହିଁ ବାଛି ଛନ୍ତି। ଅନ୍ୟ ଲୋକ ଙ୍କ ଭଳି ସେ ଅନ୍ୟ କାହା ଉପରେ ନିର୍ଭର ମଧ୍ଯ କରୁ ନାହାଁନ୍ତି।
ଭଗବାନ ଏହି ବ୍ୟକ୍ତି ଜଣକ ଙ୍କ ଡାକ ମଧ୍ୟ ଶୁଣିଛନ୍ତି ସେଥି ପାଇଁ ତ ତାଙ୍କୁ ପେଟ ପୋଷିବା ର ବାଟ ଦେଖାଇ ଦେଇଛନ୍ତି । ସତରେ ଏହି ଭିନ୍ନ କ୍ଷମ ବ୍ୟକ୍ତି ଜଣକ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କୁ ମଧ୍ଯ ଅନେକ ଆଡୁ ଅନେକ ପ୍ରଶଂସା ର ସୁଅ ମଧ୍ଯ ଛୁଟିଛି। ଲୋକ ମାନେ ଏଭଳି ତାଙ୍କର ଆତ୍ମ ନିର୍ଭରଶୀଳ କାର୍ଯ୍ୟ କୁ ଖୁବ ପଶନ୍ଦ କରିଛନ୍ତି।